ପିଏଫ୍ଆଇ ଉପରେ ଏନ୍ଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି,ବିହାର ସମେତ ୧୭ଟି ସ୍ଥାନରେ ଚଢାଉ
ନୂଆଦିଲ୍ଲୀ,୨୫।୪: ପପୁଲାର୍ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍ଆଇ) ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଏନଆଇଏ ପକ୍ଷରୁ ମଙ୍ଗଳବାର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ଏକକାଳୀନ ଚଢାଉ…
ସେଲ୍ଫି ନେବାବେଳେ ମାଡ଼ି ଆସିଲା ଢେଉ
ପାଣାଜୀ,୨୫।୪: ଗୋଆ ବେଳାଭୂମିରେ ସେଲ୍ଫି ନେଉଥିବା ବେଳେ ଗଭୀର ସମୁଦ୍ରକୁ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳକ ଥିବା ଜଣାପଡିଛି। ମୃତକ ହେଲେ ମହମ୍ମଦ ଅଲି, ଭକିଲ ଅଲି, ସକିନା…
କର୍ନାଟକ ବିଧାନସଭା ନିର୍ବାଚନ: ୫୧୭ଜଣ କଲେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର
ବେଙ୍ଗାଲୁରୁ, ୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସୋମବାର ଶେଷ ଦିନ ଥିଲା। ତେବେ ନିର୍ବାଚନ ଅଧିକାରୀ କହିଛନ୍ତି, ୫୧୭ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ମୋଟ ୨୬୧୩ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଥିସହିତ…
ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ
ନୂଆଦିଲ୍ଲୀ,୨୫।୪: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ଟୁଇଟରରେ କହିଛନ୍ତି, ରତନ ଟାଟାଙ୍କୁ ‘ଅର୍ଡର ଅଫ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତ ସହିତ ଅଷ୍ଟ୍ରେଲିଆରେ ମଧ୍ୟ…
ଭାରତ ଆସିବେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ: ଏସ୍ସିଓ ବୈଠକରେ ହେବେ ସାମିଲ
ନୂଆଦିଲ୍ଲୀ,୨୫।୪: ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗଫୁ ସାମିଲ ହେବେ। ଏନେଇ ଚାଇନା ନିଶ୍ଚିତ କରିଛି। ଏହି ବୈଠକ ୨୭-୨୮ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ…
ପୁଣି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ
ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ। ପାଇଛନ୍ତି। ଏକ ଅଜଣା ବ୍ୟକ୍ତି ୧୧୨ ନମ୍ବରରେ ମେସେଜ କରି ଏହି ଧମକ ଦେଇଛନ୍ତି, ଯାହା ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ…
ମିଡିଆକୁ ସାକ୍ଷାତ୍କାର ଦେଇପାରିବେନି ବିଚାରପତି
ନୂଆଦିଲ୍ଲୀ,୨୫ା୪: ବିଚାରାଧୀନ ମାମଲା ଉପରେ ବିଚାରପତିମାନେ ସାକ୍ଷାତ୍କାର ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଲାଞ୍ଚ କାରବାର ମାମଲା ବିଚାରାଧୀନ ଥିବାବେଳେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିିଜିତ୍ ଗଙ୍ଗୋପାଧ୍ୟାୟ ଏକ ନ୍ୟୁଜ୍ ଚ୍ୟାନେଲ୍କୁ…
ହିଜ୍ବୁଲ ମୁଖ୍ୟଙ୍କ ପୁଅ ସମ୍ପତ୍ତିକୁ ବାଜ୍ୟାପ୍ତ କଲା ଏନ୍ଆଇଏ
ଶ୍ରୀନଗର,୨୫ା୪: ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋମବାର ହିଜ୍ବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ମୁଖ୍ୟ ସୟେଦ ସଲାହୁଦ୍ଦିନଙ୍କ ୨ ପୁଅଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ୟୁଏ(ପି) ଆଇନର ଧାରା ୩୩(୧) ଅନୁଯାୟୀ ଶହିଦ ୟୁସୁଫ…
ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଗିରଫ
ହାଇଦ୍ରାବାଦ,୨୫ା୪: ପୋଲିସ ଅଫିସରଙ୍କ ସହ ବଚସା ପରେ ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲାଙ୍କୁ ସୋମବାର ଗିରଫ କରାଯାଇଛି। ଶର୍ମିଲା କାର୍ ଯୋଗେ ତାଙ୍କ ହାଇଦ୍ରାବାଦ ବାସଭବନରୁ ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ…
୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା
ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି। ତେବେ ବିଜେଡି, ଏଆଇଏଡିଏମ୍କେ, ଏନ୍ଡିପିପି, ଏସ୍ଡିଏଫ୍, ଏଆଇଏଫ୍ବି, ପିଏମ୍କେ ଏବଂ ଜେକେଏନ୍ସି…
ଲଳିତ ମୋଦିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବନ୍ଦ ହେଲା
ନୂଆଦିଲ୍ଲୀ,୨୪ା୪: ଆଇପିଏଲ୍ର ପୂର୍ବତନ କମିଶନର ଲଳିତ ମୋଦି ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଦେଇଛନ୍ତି। ଅଦାଲତ କିମ୍ବା ଭାରତୀୟ ନ୍ୟାୟପାଳିକା…
ନରୋଦା ଗାମ୍ ଦଙ୍ଗା ମାମଲା ୬୭ ଅଭିଯୁକ୍ତ ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଏସ୍ଆଇଟି
କୋଲକାତା,୨୪ା୪: ୨୦୦୨ ନରୋଦା ଗାମ୍ ଦଙ୍ଗା ମାମଲାର ସମସ୍ତ ୬୭ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଏହାକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ। ଗୁଜରାଟର ଗୋଧ୍ରା ଦଙ୍ଗା ପରେ…

