ଜାତୀୟ

କର୍ନାଟକରେ ଆଜି ପ୍ରଚାର କରିବେ ପ୍ରିୟଙ୍କା-ଖାର୍ଗେ

ବେଙ୍ଗାଲୁରୁ,୪।୫: କର୍ନାଟକରେ ବିଧାନସଭା ନିର୍ବାଚନ ମାତ୍ର ଅ ଦିନ ବାକି ଅଛି। ତେବେ ରାଜ୍ୟରେ ରାଜନୈତିକ ଦଳର ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଆରମ୍ଭ ହୋଇଯାଇଛି। କଂଗ୍ରେସ ଦ ମ ଏହାର ଅଭିଯାନରେ ଜୋରଦାର ଆଗେଇ ଚାଲିଛି। ଷ୍ଟାର ପ୍ରଚାରକ ତଥା…

‘ଆମେ ମେଡାଲ ଫେରାଇ ଦେବୁ’ ମିଡନାଇଟ ହଙ୍ଗାମା ପରେ ରେସଲରଙ୍କ ପ୍ରଥମ ପ୍ରେସ କନଫରେନ୍ସ, କହିଲେ ଆମ ଲଢେଇ ସରକାରଙ୍କ ସହ ନୁହେଁ

ନୂଆଦିଲ୍ଲୀ,୪।୫: ଜନ୍ତର ମନ୍ତରରେ ବୁଧବାର ବିଳମ୍ବିତ ରାତିରେ ହଙ୍ଗାମା ପରେ ଧାରଣାରେ ବସିଥିବା ରେସଲରମାନେ ଗୁରୁବାର ସକାଳେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏମାନେ କହିଛନ୍ତି ଆମର ଲଢେଇ ସରକାର ଅଥବା ବିରୋଧୀଙ୍କ ସହ ନୁହେଁ। ଆମ ଲଢେଇ ବ୍ରିଜ ଭୂଷଣ…

ମନା କରିବା ପରେ ମଧ୍ୟ କାହିଁକି ବଢ଼ାଇଲ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟାକାଳ: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୪।୫ : ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା ଏତେ ଜରୁରୀ କି , ସର୍ବୋଚ୍ଚ ଅଦାଲତ ମନା କରିବା ସତ୍ତ୍ୱେ ତାଙ୍କ…

ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ପ୍ରତିବନ୍ଧକ ଲଗାଯିବ: ଭୁପେଶ ବାଘେଲ…

ରାୟପୁର,୪।୫ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କରିଛନ୍ତି ଆବଶ୍ୟକ ପଡ଼ିଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯଦି ଜରୁରୀ ହୁଏ ତେବେ ରାଜ୍ୟରେ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରିପାରନ୍ତି। ତାଙ୍କର ମନ୍ତବ୍ୟ…

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ବାରମୂଳାର ପଟ୍ଟନ ଅଞ୍ଚଳର କ୍ରେରି ଗ୍ରାମରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ ଓ ଗୋଟିଏ ପିସ୍ତଲ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ…

ସକ୍ରିୟ ମାମଲା ୩୭ ହଜାର ତଳେ, ଦୈନିକ ସଂକ୍ରମଣ ୪ ହଜାରରୁ କମ…

ନୂଆଦିଲ୍ଲୀ, ୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଆଜି ହନୁମାନ ଚାଳିଶା ଆବୃତ୍ତି କରିବ ବଜରଙ୍ଗ ଦଳ

ବେଙ୍ଗାଲୁରୁ/ଆଙ୍କୋଲା,୪ା୫ : କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଏହାର ପ୍ରତିବାଦରେ ବଜରଙ୍ଗ ଦଳ ସାରା କର୍ନାଟକରେ ଗୁରୁବାର ହନୁମାନ ଚାଳିଶା ଆବୃତ୍ତି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛି। ମେ’…

ଲୁଟ୍‌ ପ୍ରତି ମୋଦି ଆଖି ବୁଜିଦେଇଛନ୍ତି: ପ୍ରିୟଙ୍କା

ଇନ୍ଦି(କର୍ନାଟକ),୪ା୫ : କର୍ନାଟକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଭାଜପାର ୪୦ ପ୍ରତିଶତ କମିଶନ ସରକାର ଚାଲିଛି। ଭାଜପା…

ନିଷ୍ପତ୍ତି ବଦଳାଇବାକୁ ପାଓ୍ବାର ଅମଙ୍ଗ

ମୁମ୍ବାଇ,୪ା୫: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିବା ବର୍ଷୀୟାନ୍‌ ରାଜନେତା ଶରଦ ପାଓ୍ବାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପାଓ୍ବାର ଦୁଇ ତିନିଦିନ ମଧ୍ୟରେ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ତାଙ୍କ ପୁତୁରା ତଥା ମହାରାଷ୍ଟ୍ର…

ଗୋଆ ବିମାନବନ୍ଦରରେ ୧୪୪ ଧାରା

ପଣଜୀ,୪ା୫ : ବିମାନବନ୍ଦର ପ୍ରକଳ୍ପ ଲାଗି ଜମି ହରାଇଥିବା ଲୋକେ ରାସ୍ତା ଅବରୋଧ କରିବାକୁ ଆହ୍ବାନ ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଗୋଆ ଜିଲା ପ୍ରଶାସନ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଓ ଏହାର ଆଖପାଖ ଗାଁରେ ଦୁଇମାସ ପାଇଁ ୧୪୪…

ମହାନଦୀରେ ବ୍ୟାରେଜ କରି ୧୯୪୭ ବ୍ୟବସ୍ଥାର ଉଲ୍ଲଂଘନ କରିଛି ଛତିଶଗଡ଼

ନୂଆଦିଲ୍ଲୀ, ୪ା୫ : ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ୧୧ ନିୟୁତ ଏକର ଫୁଟ୍‌ (ଏମ୍‌ଏଏଫ୍‌) ଜଳ ଧରି ରଖିଛି, ଯାହାକି ଉକ୍ତ ରାଜ୍ୟ ପାଇବାକୁ ଥିବା ଭାଗଠାରୁ ଅଧିକ। ଫଳରେ ତଳ ମୁଣ୍ଡରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?