ଜାତୀୟ

ଏଇସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଅଜିତ ମହାନ୍ତି

ନୂଆଦିଲ୍ଲୀ,୪ା୫: ବରିଷ୍ଠ ପଦାର୍ଥ ବିଜ୍ଞାନୀ ଅଜିତ କୁମାର ମହାନ୍ତି ବୁଧବାର ଆଟମିକ୍‌ ଏନର୍ଜି କମିଶନ (ଏଇସି) ଅଧ୍ୟକ୍ଷ ଏବଂ ଆଣବିକ ଶକ୍ତି ବିଭାଗ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ନିର୍ଦ୍ଦେଶକ ଭାବେ ଅବସ୍ଥାପିତ…

୧୬୧ ର଼୍ୟାଙ୍କ୍‌କୁ ଖସିଲା ଭାରତ

ନୂଆଦିଲ୍ଲୀ, ୪ା୫: ୨୦୨୩ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ୧୬୧ତମ ସ୍ଥାନକୁ ଖସିଛି। ମୋଟ ୧୮୦ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱ ଗଣମାଧ୍ୟମ ଉପରେ ନଜର ରଖିଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର (ଆର୍‌ଏସ୍‌ଏଫ୍‌)ର ସଦ୍ୟତମ ରିପୋର୍ଟରୁ…

ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୧୦ ମୃତ

ରାୟପୁର,୪।୫: ଛତିଶଗଡର ଧାମତରୀ ଜିଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଏକ ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ପରିବାରର ଅତି କମରେ ୧୦ ଜଣ ସଦସ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସଡ଼କ ଦୁର୍ଘଟଣାରେ ଶିଶୁ ସମେତ…

ଗଛରୁ ବାହାରିଲା କୋଟିଏ ଟଙ୍କା

ବେଙ୍ଗାଲୁରୁ,୩ା୫ : ଆୟକର ବିଭାଗ କର୍ନାଟକର ଜଣେ କଂଗ୍ରେସ ନେତାଙ୍କ ଭାଇ ଘରେ ବୁଧବାର ଚଢ଼ାଉ କରିଛି। ଚଢ଼ାଉ ବେଳେ ଗଛରେ ଲୁଚାଯାଇଥିବା ୧ କୋଟି ଟଙ୍କା ଜବତ ହୋଇଛି। କଂଗ୍ରେସ ନେତା ଅଶୋକ କୁମାର ରାୟ ପୁଟ୍ଟୁର ଆସନରୁ ବିଧାନସଭା…

୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା

ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରା ଠାରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ, ଯମୁନା ଏକ୍ସପ୍ରେସଓ୍ବେର ୪୭ ମାଇଲ ଦୂରରେ ତାଙ୍କ ବାଇକ ନିୟନ୍ତ୍ରଣ…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ କହି ଅଡୁଆରେ ପ୍ରିୟଙ୍କ ଖାର୍ଗେ, ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରି ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା ବିଧାୟକ ପ୍ରିୟଙ୍କ ଖାର୍ଗେ। ବୁଧବାର ନିର୍ବାଚନ ଆୟୋଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପ୍ରିୟଙ୍କ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିସୋଡିଆ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଜାମିନ ପାଇଁ ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିସୋଡିଆଙ୍କ ଜାମିନ ଆବେଦନକୁ ୨୮ ଏପ୍ରିଲରେ ଟ୍ରାଏଲ କୋର୍ଟ ଖାରଜ କରିଦେଇଥିଲେ। ଦିଲ୍ଲୀ…

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା

ରାଞ୍ଚି,୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝଟକା। ରାଞ୍ଚିର ଏମ୍‌ପି-ବିଧାୟକ କୋର୍ଟ ବୁଧବାର ମୋଦି ସରନେମ ମାମଲାରେ ବ୍ୟକ୍ତିଗତ ହାଜର ହେବା ଆବେଦନକୁ ଖାରଜ କରିଦେଇଛନ୍ତି। ରାଞ୍ଚିରେ ପ୍ରଦିପ ମୋଦି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି…

ସଞ୍ଜୟ ସିଂଙ୍କୁ କ୍ଷମା ମାଗିନାହିଁ ଇଡି

ନୂଆଦିଲ୍ଲୀ,୩।୫: ଆମ ଆଦମୀ ପାର୍ଟି ଏମପି ସଞ୍ଜୟ ସିଂ ବୁଧବାର ତାଙ୍କର ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ଦାବି କରିଥିଲେ କି ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ…

ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ଶିବଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦିଆଯାଇଥିବା ବିବୃତ୍ତି ଏବଂ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଉପରେ ବର୍ଷିଛନ୍ତି। ବୁଧବାର କର୍ନାଟକରେ ନିର୍ବାଚନୀ ପ୍ରଚାର ସମୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ୟୁପି-ବିହାରର ଶ୍ରମିକ ଗୋଆରେ…’ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ବୟାନକୁ ନେଇ ରାଗିଲେ ତେଜସ୍ବୀ

ପଣଜି,୩।୫: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଉତ୍ତର ପ୍ରଦେଶ ଓ ବିହାରର ୯୦ ପ୍ରତିଶତ ଶ୍ରମିକ ଗୋଆରେ ଅପରାଧ କରୁଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ହୋଇଛି ସରଗରମ।…

ଅତିକ-ଅଶରଫ ମାମଲା ପରେ ଭୟ କଲେଣି ମୁଖତାର ଅଂସାରି

ନୂଆଦିଲ୍ଲୀ,୩।୫: ଅତିକ ଅହମଦ ଓ ଅଶରଫ ଅହମଦଙ୍କ ହତ୍ୟା ପରେ ମାଫିଆ ମୁଖତାର ଅଂସାରି ଡରି ଯାଇଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବାଞ୍ଚଳର ମାଫିଆ ଡନ ମୁଖତାର ଅଂସାରି ଆହ୍ଲାବାଦ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ମୁଖତାରଙ୍କ ପତ୍ନୀ ଆଫଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?