ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ
ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାମ…
ଉତ୍ତର-ପୂର୍ବ ରାଜ୍ୟକୁ ଏଟିଏମ ନୁହେଁ, ‘ଅଷ୍ଟଲକ୍ଷ୍ମୀ’ ଭାବେ କରୁଛୁ ବିବେଚନା: ମୋଦି
ଦିମାପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ରାଲିକୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ରିମୋଟ କଣ୍ଟ୍ରୋଲ ଜରିଆରେ କଂଗ୍ରେସ ନାଗାଲାଣ୍ଡ ସରକାର ଚଳାଉଥିଲା। ଦିଲ୍ଲୀରୁ…
ହିମନ୍ତଙ୍କ ଦାବି: ସର୍ତ୍ତମୂଳକ କ୍ଷମା ମାଗିଛନ୍ତି ପଓ୍ବନ ଖେରା
ନୂଆଦିଲ୍ଲୀ,୨୪।୨: ହାଇ ଭୋଲଟେଜ ଡ୍ରାମା ପରେ କଂଗ୍ରେସ ନେତା ପୱନ ଖେରାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ କରିଥିଲା। ଗିରଫର କିଛି ଘଣ୍ଟା ପରେ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ…
ୟୁପିଆଇର ଲାଭ ବଖାଣିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆମେ ଏକ ନିରାପଦ, ନିର୍ଭରଯୋଗ୍ୟ ଏବଂ ସୁଲଭ ଡିଜିଟାଲ ଭିତ୍ତିଭୂମି…
କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେନି ଗାନ୍ଧି ପରିବାର
ରାୟପୁର,୨୪।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ହେବ। ଏହି ଅଧିବେଶନ ପୂର୍ବରୁ ପରିଚାଳନା କମିଟିର ଏକ ବୈଠକ ମଧ୍ୟ ହେବ। ଏହି ବୈଠକରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ…
‘ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ’
ବେଙ୍ଗାଲୁରୁ,୨୪।୨: କୋଲକାତାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଖୁବ୍ଶୀଘ୍ର ଶୀର୍ଷରେ ପହଞ୍ଚିବ। ୨୦୪୭ ସୁଦ୍ଧା…
ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୪।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବେ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ…
ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୪।୨: ମେୟର ତଥା ଡେପୁଟି ମେୟର ନିର୍ବାଚନରେ ଜିତିବା ପରେ ଷ୍ଟାଣ୍ଡିଂ କମିଟିରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସଂଘର୍ଷ କରୁଥିବା ଆମ ଆଦମୀ ପାର୍ଟିକୁ ଝଟ୍କା ଲାଗିଛି। ସ୍ଥାୟୀ କମିଟି ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜଣେ କାଉନସିଲର ଶୁକ୍ରବାର…
ମେଘାଳୟ-ନାଗାଲାଣ୍ଡରେ ଆଜି ନିର୍ବାଚନୀ ପ୍ରଚାର କରିବେ ମୋଦି
ନୂଆଦିଲ୍ଲୀ,୨୪।୨: ଆସନ୍ତା ୨୭ରେ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉଭୟ ଉତ୍ତର-ପୂର୍ବ ରାଜ୍ୟରେ…
ହିଜାବ ନ ପିନ୍ଧିବାରୁ ମାଡ଼
ନୂଆଦିଲ୍ଲୀ, ୨୪।୨:ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼ରେ ବସି ଜଣେ ନାବାଳିକା କାନ୍ଦୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ମୋନିକା ବର୍ମା ନାମକ ଜଣେ ଟୁଇଟର ୟୁଜର୍ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓଟି ଇରାନ୍ର…
୨ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର
ସୁରଟ,୨୪।୨(ଆଇଏଏନ୍ଏସ୍):ସୁରଟରେ ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ। ୩୦ରୁ ୪୦ କାମୁଡ଼ା କ୍ଷତ ଥିବା ଶିଶୁଟି ସୁରଟର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ପ୍ରାଣ ହରାଇଛି। ଶିଶୁର ମାଆବାପା ଦିନ ମଜୁରିଆ। ସେମାନେ…
‘ଆମିଷ ଖାଇ ନେତା ଗଲେ ମନ୍ଦିର’, କର୍ନାଟକ କଂଗ୍ରେସର ଭାଜପାକୁ ଟାର୍ଗେଟ
ବେଙ୍ଗାଲୁରୁ,୨୪ ।୨: କର୍ନାଟକ କଂଗ୍ରେସ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ ସିଟି ରବିଙ୍କ ଉପରେ ଆମିଷ ଭୋଜନ କରିବା ପରେ ମନ୍ଦିର ପ୍ରବେଶ କରିଥିବା ଅଭିଯୋଗ ଆଣିଛି । ସୂଚନାଯୋଗ୍ୟ, ୧୯ ଫେବୃୟାରୀରେ ସିଟି ରବି ଭଟକଲରେ ଏକ ମନ୍ଦିର…
Archives


