ଅତିକ-ଅଶରଫ ମାମଲା ପରେ ଭୟ କଲେଣି ମୁଖତାର ଅଂସାରି
ନୂଆଦିଲ୍ଲୀ,୩।୫: ଅତିକ ଅହମଦ ଓ ଅଶରଫ ଅହମଦଙ୍କ ହତ୍ୟା ପରେ ମାଫିଆ ମୁଖତାର ଅଂସାରି ଡରି ଯାଇଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବାଞ୍ଚଳର ମାଫିଆ ଡନ ମୁଖତାର ଅଂସାରି ଆହ୍ଲାବାଦ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ମୁଖତାରଙ୍କ ପତ୍ନୀ ଆଫଶା…
ରାଜନୈତିକ କନ୍ଦଳ ମଧ୍ୟରେ ଗେହଲଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପାଇଲଟ
ଜୟପୁର,୩।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। ତେବେ ସଚିନ ପାଇଲଟ ଏହି ରାଜନୈତିକ କନ୍ଦଳ ମଧ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଜନ୍ମଦିନ ଭୁଲିନାହାଁନ୍ତି। ପାଇଲଟ ବୁଧବାର ଟୁଇଟର ମାଧ୍ୟମରେ ଗେହଲଟଙ୍କୁ…
‘ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ…’ ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି
ଅଙ୍କୋଲା,୩।୫: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ନିର୍ବାଚନ ପ୍ରଚାର କରି ଭୋଟଙ୍କୁ ନିଜ…
ଆମେରିକାରେ କମିଲା ବାଇଡେନଙ୍କ ଲୋକପ୍ରିୟତା ହେଲେ ଭାରତରେ ବଢିଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୩।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକ ପ୍ରିୟତା ତାଙ୍କ ନିଜ ଦେଶରେ କମ ହୋଇଯାଇଛି। ହେଲେ ଭାରତରେ ବାଇଡେନଙ୍କ ଲୋକପ୍ରିୟତା ବଢି ଯାଇଛି। ଗତ ବର୍ଷ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଇଡେନ ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାକି ଭାରତରେ…
‘ପ୍ରିୟଙ୍କା ବେଷ୍ଟ ହିରୋ’…: ସିଟାଡେଲ ଦେଖି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା
ମୁମ୍ବାଇ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ଦେଖିଥିଲେ। ଏହାପରେ ଆନନ୍ଦ ମହିନ୍ଦ୍ରା ପ୍ରିୟଙ୍କାଙ୍କ ପ୍ରଶଂସା ନ କରି ରହି ପାରିଲେ ନାହିଁ। ସୋସିଆଲ ମିଡିଆରେ ଆନନ୍ଦ…
ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…
ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ଲାଗି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ରେଳବାଇର ଏହି ନୂତନ ସୁବିଧା ସହିତ…
ପାଓ୍ବାର ହଟିବା ପରେ କଂଗ୍ରେସ-ଉଦ୍ଧବ ସେନାରେ ଫାଟ…
ମୁମ୍ବାଇ,୩।୫ : ମହାରାଷ୍ଟ୍ରର ଭେଟେରାନ ନେତା ଶରଦ ପାୱାର ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହା ସହ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଶରଦ ପାୱାରଙ୍କର ଏହି ନିଷ୍ପତ୍ତି ପରେ ମହା ବିକାଶ ଆଙ୍ଘାଡି…
୧୦୦ କୋଟିଙ୍କ ପାଖରେ ପହଞ୍ଚିଛି ମନ କି ବାତ କାର୍ଯ୍ୟକ୍ରମ: ପିପିଆରସି ରିପୋର୍ଟ…
ନୂଆଦିଲ୍ଲୀ,୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ସଂସ୍କରଣ ୩୦ ଏପ୍ରିଲରେ ପ୍ରସାରିତ ହୋଇଥିଲା। ପିପିଆରସି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଯୋଗୁଁ ଶ୍ରମିକଙ୍କ ଆର୍ଥିକ…
କର୍ନାଟକର ପ୍ରତିଗାଁ- ପ୍ରତି ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ଭାଜପା
ବେଙ୍ଗାଲୁରୁ,୩।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ଖେଳ ଖେଳିବା ଆରମ୍ଭ କରିଛି। ଭାଜପା ଘୋଷଣା କରିଛି କି ଦଳ କର୍ନାଟକର…
ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପି.ଟି. ଉଷା
ନୂଆଦିଲ୍ଲୀ,୩।୫: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଭେଟିଛନ୍ତି। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କ ଉପରେ ଗତ ସପ୍ତାହରେ ପି.ଟି. ଉଷା କ୍ଷୁବ୍ଧ ହୋଇଥିଲେ। ଉଷା କହିଥିଲେ, କୁସ୍ତିଯୋଦ୍ଧାମାନେ କ୍ରୀଡ଼ାବିତ୍ଙ୍କ ଭାବମୂର୍ତ୍ତିକୁ…
ଭାରତ ଭଳି ଜୀବନ୍ତ ଗଣତନ୍ତ୍ରର ଭାବମୂର୍ତ୍ତିକୁ କଳଙ୍କିତ କରିବା କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ: ଉପରାଷ୍ଟ୍ରପତି…
ଗୁଆହାଟୀ,୩।୫ : ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ଆସାମର ଦିବ୍ରୁଗଡ ବିଶ୍ୱବିଦ୍ୟାଳୟର ଏକବିଂଶ ସମାରୋହକୁ ସମ୍ବୋଧିତ କରି କହିଛନ୍ତିଳ ଭାରତ ଏକ ଜୀବନ୍ତ ଗଣତନ୍ତ୍ର ଏବଂ ଏହାର ଭାବମୂର୍ତ୍ତିକୁ କଳଙ୍କିତ କରିବାର ଅଧିକାର କାହାରି ପାଖରେ ନାହିଁ। ସେ କହିଛନ୍ତି,…
ଜେଏନୟୁରେ ଦି କେରଲା ଷ୍ଟୋରିର ସ୍କ୍ରିନିଂ: ବିରୋଧ କଲେ କଂଗ୍ରେସ-ବାମପନ୍ଥୀ ଛାତ୍ର ସଂଗଠନ…
ନୂଆଦିଲ୍ଲୀ,୩।୫ : ଜିହାଦ, ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ ପ୍ରକୃତ ଘଟଣା ଉପରେ ଆଧାରିତ ବୋଲି ଦାବି କରୁଥିବା ଫିଲ୍ମ ଦି କେରଲା ଷ୍ଟୋରି ରିଲିଜ ପୂର୍ବରୁ ବିବାଦରେ ରହିଛି। ଏହି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀର ଜବାହରଲାଲ ନେହେରୁ…

