‘ମନ କି ବାତ’କୁ ‘ମୌନ କି ବାତ’ସହ ତୁଳନା କଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋ ‘ମନ କି ବାତ’ର ୧୦୦ତମ ଅଧ୍ୟାୟକୁ ପ୍ରସାରଣ କରୁଛନ୍ତି। ତେବେ ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ମୋଦିଙ୍କ ଶୋ ‘ମନ…
‘ମନ କି ବାତ ଯାହା ସହ ଯୋଡି ହେଲା ତାହା ଜନ ଆନ୍ଦୋଳନ ହୋଇଗଲା’, ୧୦୦ ତମ ଏପିସୋଡରେ ମୋଦି କହିଲେ ଏହା ମୋ ମନର ଆଧ୍ୟାତ୍ମିକ ଯାତ୍ରା
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ମନ କି ବାତ କାର୍ଯ୍ୟକ୍ରମର ଏହା ୧୦୦ ତମ ଅଧ୍ୟାୟ, ଯାହା ପ୍ରତିମାସର ଶେଷ ରବିବାର ସକାଳ ୧୧ଟାରେ ପ୍ରଚାରିତ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ରେଡିଓ…
ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ
ନୂଆଦିଲ୍ଲୀ,୩୦।୪: ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିକିର ଜାତୀୟ କାର୍ଯ୍ୟକାରିଣୀ…
ଉତ୍ତାପ ସୂଚକାଙ୍କ ଲଞ୍ଚ୍ କଲା ଆଇଏମ୍ଡି, ରଙ୍ଗରୁ ଜଣାପଡ଼ିବ ତାପମାତ୍ରା
ନୂଆଦିଲ୍ଲୀ,୩୦ା୪: ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଉତ୍ତାପ ସୂଚକାଙ୍କ ଲଞ୍ଚ୍ କରାଯାଇଛି। ଏହି ସୂଚକାଙ୍କ ତାପମାତ୍ରା ପରିବର୍ତ୍ତନ ସହିତ ବାୟୁରେ ଥିବା ଆର୍ଦ୍ରତାକୁ ମଧ୍ୟ ବିଚାରକୁ ନେଇଥାଏ। ଆଇଏମ୍ଡି ମୁଖ୍ୟ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତାପ ସୂଚକାଙ୍କ ତାପମାତ୍ରା ପରିସରକୁ ଦର୍ଶାଉଛି।…
ଭାରତର ଆଥଲେଟ ଝିଅଙ୍କୁ କାହିଁକି ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ: ମହୁଆ ମୈତ୍ର
ନୂଆଦିଲ୍ଲୀ, ୩୦।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରୁଛନ୍ତି। ତେବେ ଏହା ଉପରେ ଟିଏମସି ସାଂସଦ ମହୁଆ ମୈତ୍ର ମୋଦିଙ୍କୁ ଟାର୍ଗେଟ…
ଫୋର୍ସ ଆଇଏକ୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ୯ ଏଏମ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟତମ ଅଭିନବ ବ୍ରାଣ୍ଡ୍ ‘ଫୋର୍ସ ଆଇଏକ୍ସ’ର ପ୍ରଥମ ଫ୍ଲାଗ୍ଶିପ୍ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମୁମ୍ବାଇର ବାନ୍ଦ୍ରାଠାରେ ‘ଫୋର୍ସ ଆଇଏକ୍ସ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍…
ଦୁଗ୍ଧ ସମବାୟକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ କୃଷିଭିତ୍ତିକ ସଂସ୍ଥା ତଥା ନ୍ୟାଶନାଲ ଡେଏରି ଡେଭଲପମେଣ୍ଟ ବୋର୍ଡ (ଏନ୍ଡିଡିବି)ର ମୁଖ୍ୟାଳୟ ପରିଦର୍ଶନରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଯାଇ ଭାରତୀୟ ଦୁଗ୍ଧ କ୍ଷେତ୍ରରେ ଏନ୍ଡିଡିବିର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏପରିକି ଦୁଗ୍ଧ ସମବାୟକୁ…
ପଞ୍ଜାବର ଗ୍ୟାସପୁରାରେ ବିଷାକ୍ତ ଗ୍ୟାସ ଲିକ, ୧୦ ମୃତ, ୧୧ ଆହତ
ଲୁଧିଆନା,୩୦।୪: ପଞ୍ଜାବ ଲୁଧିଆନା ଜିଲା ଗ୍ୟାସପୁରା ସ୍ଥିତ ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଏକ ଦୁଗ୍ଧ ଫ୍ୟାକ୍ଟ୍ରିରେ ଏହି ଘଟଣା ଘଟିଛି। ଗ୍ୟାସ ଲିକ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…
‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା
ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ ଐତିହାସିକ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଜୋରଦାର ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ମୋଦି ୧୦୦…
ସ୍ବାସ୍ଥ୍ୟସେବାରେ ଆଗକୁ ପାଦେ
ଆୟୁଷ୍ମାନ୍ ଭାରତ ଯୋଜନା ବା ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ସ୍ବାସ୍ଥ୍ୟ ଯୋଜନା, ଯାହା ୨୩ ସେପ୍ଟେମ୍ବର ୨୦୧୮ରେ ସମଗ୍ର ଭାରତରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାକୁ ୨୦୧୮ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଘୋଷଣା…
ଗଲ୍ଓ୍ବାନ ଶହୀଦଙ୍କ ସ୍ତ୍ରୀ ହେଲେ ସେନା ଅଫିସର
ନୂଆଦିଲ୍ଲୀ,୩୦।୪: ଗଲ୍ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ରକ୍ତାକ୍ତ ସଂଘର୍ଷ ବେଳେ ବୀରତ୍ୱର ସହ ଲଢ଼େଇ କରି ଜୀବନ ଦେଇଥିବା ନାଏକ୍ ଦୀପକ ସିଂଙ୍କ ସ୍ତ୍ରୀ ଲ୍ୟୁଟ୍ନାଣ୍ଟ ରେଖା ସିଂଙ୍କୁ ଶନିବାର ଭାରତୀୟ ସେନାରେ ସାମିଲ କରାଯାଇଛି। ଚେନ୍ନାଇର ଅଫସର୍ସ ଟ୍ରେନିଂ…
ପାଟନାରେ ବିରୋଧୀ ନେତାଙ୍କୁ ଏକାଠି କରିବେ ନୀତୀଶ
ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ବିହାରରେ ବିରୋଧୀ ନେତାମାନଙ୍କ ବୈଠକ କରିବେ ବୋଲି ଶନିବାର ସୂଚନା ଦେଇଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ଲାଗି ବହୁ ନେତା ସେଠାରେ ବ୍ୟସ୍ତ ଅଛନ୍ତି। ଉକ୍ତ ନିର୍ବାଚନ ଶେଷ…

