ଜାତୀୟ

ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ମିରଟ ପୋଲିସ ଏନକାଉଣ୍ଟରରେ ନିହତ

ମିରଟ,୪।୫: ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ଗୁରୁବାର ଏସଟିଏଫର ଏନକାଉଣ୍ଟରେ ନିହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ମିରଟରେ ଭୋଲା ଝାଲରେ ସକ୍ରିୟ ଥିବା ସୂଚନା ମିଳିବା ପରେ ଏସଟିଏଫ ତାଙ୍କୁ ଚାରି ପଟରୁ…

ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର…

ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!

ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶରେ କୁହାଯାଇଥିଲା କି ୩ ଦିନରେ ଶୁଣାଣି କରି…

ଦିଲ୍ଲୀକୁ ଚାରିପଟୁ ବନ୍ଦ କରି ଦିଅନ୍ତୁ: ଅଭୟ ଚୌତାଲା

ଚଣ୍ଡିଗଡ଼, ୪।୫: ଆଇଏନଏଲଡି ନେତା ତଥା ବିଧାୟକ ଅଭୟ ସିଂ ଚୌତାଲା ଯନ୍ତରମନ୍ତରରେ ଧାରଣାରେ ବିସିଥିବା ରେସଲର୍‌ମାନଙ୍କୁ ସମର୍ଥନ କରିଛନ୍ତି। ରୋହତକରେ ଏକ ଗଣମାଧ୍ୟମ ସମ୍ମିଳନୀ କରି ଚୌତାଲା କହିଛନ୍ତି, ଏ ପ୍ରସଙ୍ଗରେ ବୈଠକ ଡକାଇ ବଡ ନିଷ୍ପତ୍ତି ନିଆଯିବା ଉଚିତ୍‌।…

‘ଏଫଆଇଆର ହେଲା, ସୁରକ୍ଷା ମିଳିଲା’, ରେସଲରଙ୍କ ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟ କହିଲେ- ଏବେ କିଛି ଚାହାଁନ୍ତି ତ…

ନୂଆଦିଲ୍ଲୀ,୪।୫: ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିଶ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ପୀଠ କହିଛନ୍ତି ଆମେ ଏହି ମାମଲାକୁ ଏଇଠି ବନ୍ଦ କରି ଦେଉଛୁ। ଯଦି ଆଉ କିଛି…

ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ

ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ ପ୍ରେଡ ଏଣ୍ଡ ହ୍ବିଟନିକୁ ଦାୟୀ କରିଛି। ଏବେ ଜର୍ମାନ ଏୟାରଲାଇନ୍ସ ଲୁଫଥାଂସା ବି ଗୋ…

ନିମିଶା-ମେରିନ-ସୋନିଆଙ୍କ କାହାଣୀ: ଦି କେରଲା ଷ୍ଟୋରି…

ମୁମ୍ବାଇ,୪।୫ : ଜିହାଦର ଚକିରେ ପେଷି ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦି କେରଲା ଷ୍ଟୋରି କେରଳର ପ୍ରେମ,ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ କାହାଣୀ ଏବେ ହେଡଲାଇନରେ ସ୍ଥାନ ପାଇଛି। ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦରେ…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ଶ୍ରୀନଗର,୪।୫ : ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି…

କାନିମୋଝିଙ୍କୁ ଆଶ୍ୱସ୍ତି: ନିର୍ବାଚନ ରଦ୍ଦ କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୪।୫ : ଡିଏମକେ ଏମପି କାନିମୋଝିି କରୁଣାନିଧିଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କାନିମୋଝିଙ୍କ ନିର୍ବାଚନ ରଦ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଶୀର୍ଷ କୋର୍ଟ ଖାରଜ କରିଦେଇଛନ୍ତି। ତାମିଲନାଡୁର ଥୋଥୁକୁଡି ଲୋକସଭା ଆସନରୁ କାନିମୋଝିଙ୍କ…

ମୋ ରାଜ୍ୟ ଜଳୁଛି: ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ମେରିକୋମ…

ଇମ୍ଫାଲ,୪।୫ : ଖ୍ୟାତି ସମ୍ପନ୍ନ ବକ୍ସର ଏମସି ମେରିକୋମ ଗୁରୁବାର ମଣିପୁରରେ ଘଟିଥିବା ହିଂସାକୁ ଦୂର କରିବା ପାଇଁ କେନ୍ଦ୍ରର ସହାୟତା ଲୋଡିଛନ୍ତି। ବୁଧବାର ଏଠାରେ ଏକ ଆଦିବାସୀ ଆନ୍ଦୋଳନ ସମୟରେ ହିଂସା ଆରମ୍ଭ ହୋଇଥିଲା, ଯାହା ପରେ ରାଜ୍ୟର ପରିସ୍ଥିତିକୁ…

ରେସଲରଙ୍କ ସହ ବୁଧବାର ହୋଇଥିବା ଘଟଣାକୁ ନେଇ ଭାଜପା ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ସହ ବୁଧବାର ପୋଲିସର ଧକ୍କା ମରାକୁ ନେଇ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଦେଶର ଖେଳାଳିଙ୍କ ସହ ଏଭଳି ବ୍ୟବହାର…

କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରି କେନ୍ଦ୍ରକୁ ଟାର୍ଗେଟ କଲେ ସିଦ୍ଧୁ

ନୂଆଦିଲ୍ଲୀ,୪।୫: ଦିଲ୍ଲୀର ଯନ୍ତରମନ୍ତରରେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ରେସଲର ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ତିକ୍ତତା ଦେଖାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?