ଜାତୀୟ

ମଧ୍ୟାହ୍ନ ଭୋଜନରେ କାହିଁକି ମିଳୁନି ଚିକେନ-ମଟନ ? ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୫ : କେନ୍ଦ୍ରଶାସିତ ଅଞ୍ଚଳରେ ପିଲାଙ୍କୁ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରୁ ଚିକେନ ଏବଂ ମଟନ ଅପସାରଣକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାକ୍ଷାଦ୍ୱୀପ ପ୍ରଶାସନଠାରୁ ଜବାବ ମାଗିଛନ୍ତି। ଏହାପୂର୍ବରୁ ଲାକ୍ଷାଦ୍ୱୀପର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଏକ…

ଭାଜପା ନେତାଙ୍କୁ ଥାନାରେ ପିଟିଲେ ଏସପି ବିଧାୟକ. ଭିଡିଓ ଭାଇରାଲ…

ଅମେଠି,୧୦।୫ : ଉତ୍ତରପ୍ରଦେଶ ପୌର ପରିଷଦ ମତଦାନର ଗୋଟିଏ ଦିନ ପୂର୍ବରୁ ଅମେଠିରେ ଏସପି ବିଧାୟକଙ୍କ ଗାଳିଗୁଲଜ ଘଟଣା ସାମ୍ନାକୁ ଆସିଛି। ଏସପି ବିଧାୟକ ରାକେଶ ପ୍ରତାପ ପୋଲିସର ଉପସ୍ଥିତିରେ ଭାଜପାର ନାଗରିକ ସଂଗଠନ ନିର୍ବାଚନ ପ୍ରାର୍ଥୀଙ୍କ ସ୍ବାମୀ ଦୀପକ ସିଂଙ୍କୁ…

ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍‌

ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ସମର୍ଥନ ମିଳିଛି। ତେବେ ମଧ୍ୟପ୍ରଦେଶରେ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ…

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ପ୍ରଚାରରେ ସବୁ ପ୍ରକାର ରଣ କୌଶଳ ଲଗାଇ ଦେଇଛନ୍ତି। ବିଭିନ୍ନ ପାର୍ଟି ନିଜ ନିଜ…

ସନ୍ତାନ ହେବେନି ଜନ୍ମ,ମାନବ ସଭ୍ୟତା ଉପରେ ମାଡ଼ି ଆସିବ ସଙ୍କଟ: ସମଲିଙ୍ଗୀ ବିବାହ ନେଇ ସୁପ୍ରିମ୍‌କୋର୍ଟ ତର୍କ…

ନୂଆଦିଲ୍ଲୀ,୧୦।୫ : ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଓକିଲ ରାକେଶ ଦ୍ୱିବେଦୀ ୫ ଜଣିଆ ସାମ୍ବଧାନିକ ଖଣ୍ଡପୀଠ ସମ୍ମୁଖରେ ସମଲିଙ୍ଗୀ ବିବାହର ସ୍ବୀକୃତିକୁ ବିରୋଧ କରି ଅନେକ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ…

ଭାଜପାର ଏକ୍ସ ଫ୍ୟାକ୍ଟର ମହାରାଷ୍ଟ୍ର-ବିହାର, ନୀତୀଶ-ପାଓ୍ବାର ଯୋଡି ମୁଖ୍ୟ ସମସ୍ୟା…

ନୂଆଦିଲ୍ଲୀ,୧୦।୫ : ବିରୋଧୀ ଏକତା ଦୃଷ୍ଟିରୁ ମହାରାଷ୍ଟ୍ର ଏବଂ ବିହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ପାର୍ଟି ସମୀକରଣ ଯୋଗୁ ଭାଜପାର ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗତ ନିର୍ବାଚନ ପରେ ଉଭୟ ରାଜ୍ୟରେ ଏନଡିଏ ଭାଙ୍ଗିଥିଲା ଏବଂ ବିରୋଧୀ ଶିବିର…

ମମତା ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ: ସୁବ୍ରମଣ୍ୟମ ସ୍ବାମୀ…

କୋଲକାତା,୧୦।୫ : ନିଜ ଦଳ ବିରୋଧରେ ବାରମ୍ବାର ବିବୃତ୍ତି ଦେଉଥିବା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି, ସେ ଦେଶର…

ଗୋ ଫାଷ୍ଟର ସମସ୍ତ ବିମାନ ମେ’ ୧୯ ପର୍ଯ୍ୟନ୍ତ ରଦ୍ଦ

ନୂଆଦିଲ୍ଲୀ,୧୦।୫: ପରିଚାଳନା ଗତ କାରଣ ପାଇଁ ଗୋ ଫାଷ୍ଟର ସମସ୍ତ ବିମାନ ମେ’ ୧୯, ୨୦୨୩ ପର୍ଯ୍ୟନ୍ତ କ୍ୟାନସେଲ କରି ଦିଆଯାଇଛି। ଗୋ ଫାଷ୍ଟ ତା’ର ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି। ଯାତ୍ରୀଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ…

୨୦ ବର୍ଷ ଧରି ଚାଲିଛି ଛାତ୍ରଙ୍କ ଏମବିବିଏସ ପାଠପଢ଼ା, ନା ଡାକ୍ତର ହେଉଛନ୍ତି ଅବା ସିଟ ହେଉଛି ଖାଲି…

କାନପୁର,୧୦।୫ : ଉତ୍ତରପ୍ରଦେଶ ଶାହାଜାହାନପୁରର ବାସିନ୍ଦା ଜିତେନ୍ଦ୍ର ସିଂ ୨୦୦୩ ରେ ଏମବିବିଏସରେ ଆଡମିଶନ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପାସ କରିବାରେ ସକ୍ଷମ ହୋଇ ନାହାନ୍ତି। ବେଳେବେଳେ ସେ ପରୀକ୍ଷା ଦେଉଛନ୍ତି ଏବଂ ତିନି-ଚାରି ବର୍ଷ ପାଇଁ ନିଖୋଜ ହୋଇ…

ଭୋଟ ଦେବା ପରେ ଭାଜପା ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟ ଗ୍ରହଣ ଚାଲିଥିବା ବେଳେ ବି ରାଜନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗିବା ନୀତି ଛାଡିପାରି ନାହାନ୍ତି। ଏହି କ୍ରମରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଅଜ୍ଞାତ ନମ୍ବରରୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇ ହ୍ବାଟସଆପ୍‌ କରୁଛି ଗୁପ୍ତଚରୀ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୫ : ଅନ୍ତର୍ଜାତୀୟ କଲ ଏବଂ ଚାକିରି ସମ୍ପର୍କିତ ବାର୍ତ୍ତା ମଧ୍ୟରେ ଉପଭୋକ୍ତାମାନେ ହ୍ବାଟସ ଆପରେ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି ଜଣେ ଉପଭୋକ୍ତା ପ୍ରକାଶ କରିଛନ୍ତି ଏହି ଆପ ସେ ଶୋଇବା ସମୟରେ ମଧ୍ୟ ମାଇକ୍ରୋଫୋନ ବ୍ୟବହାର…

ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ…

ଇସଲାମାବାଦ/ନୂଆଦିଲ୍ଲୀ,୧୦।୫ : ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି। ସେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ଉପରେ ମଧ୍ୟ ମକଦ୍ଦମା ଦାଏର କରିବାକୁ ଚାହୁଁଛନ୍ତି। ସେହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?