ରାଏବରେଲି ଏବଂ ଆମେଠି ସିଟ ନିଜ ପାଖରେ ରଖିବେ ଗାନ୍ଧୀ ପରିବାର…
ନୂଆଦିଲ୍ଲୀ,୧୩।୩ : ଉତ୍ତରପ୍ରଦେଶରେ ଗାନ୍ଧୀ-ନେହେରୁ ପରିବାରର ବୋଲି ବିବେଚନା କରାଯାଉଥିବା ରାଏବରେଲି ଏବଂ ଆମେଠି ଲୋକସଭା ଆସନକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ରାଏ ବରେଲିଙ୍କରୁ ସୋନିଆ ଗାନ୍ଧୀ ଲଢ଼ିବେ କି ନାହିଁ? ରାହୁଲ ଆମେଠି ସମ୍ପର୍କରେ କେଉଁ ନିଷ୍ପତ୍ତି…
ଅନୁଚ୍ଛେଦ ୩୭୦ ହଟାଇ କଂଗ୍ରେସର ଭୁଲ ସୁଧାରିଛି ଭାଜପା: ଅନୁରାଗ ଠାକୁର…
ବେଙ୍ଗାଲୁରୁ,୧୩।୩ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ ଯାଇ ଭାରତର ଏକ ଅଂଶ ଭାବରେ ଭାରତୀୟ ମାଟିକୁ ନିଜର ବୋଲି କୁହନ୍ତି ନାହିଁ। ଏମାନେ ସମାନ ଲୋକ, ଯେଉଁମାନଙ୍କ ପାଇଁ…
ଆତଙ୍କବାଦୀ ତାଲିମ ପାଇଁ ପାକିସ୍ତାନ ଯିବାକୁ ପଛଘୁଞ୍ଚା ଦେଉଛନ୍ତି ଜମ୍ମୁ-କଶ୍ମୀର ଯୁବବର୍ଗ…
ଶ୍ରୀନଗର,୧୩।୩ : ଜମ୍ମୁ-କାଶ୍ମୀର ପୋଲିସର କଡ଼ା କଟକଣା ଏବଂ ଯାଞ୍ଚ ଯୋଗୁଁ କଶ୍ମୀରର ଯୁବବର୍ଗମାନଙ୍କୁ ଆତଙ୍କବାଦ ତାଲିମ ପାଇଁ ପାକିସ୍ତାନ ଯିବାକୁ ବାରଣ କରାଯାଇଛି। ଯୁବବର୍ଗ ଏବେ ପାକିସ୍ତାନ ଯିବାକୁ ପଛଘୁଞ୍ଚା ଦେଉଛନ୍ତି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ସେମାନଙ୍କୁ ନକଲି ପାସପୋର୍ଟ…
ଏନ୍ଆର୍ଆଇ ଯାତ୍ରୀଙ୍କ ନାଁରେ ମାମଲା
ମୁମ୍ବାଇ,୧୩ା୩: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶନିବାର ଉଡ଼ନ୍ତା ବିମାନରେ…
ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହ କମ୍ପିବ
ନୂଆଦିଲ୍ଲୀ, ୧୩ା୩ :ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଆର୍ଥତ୍କ ବିଧେୟକଗୁଡ଼ିକୁ ଗୃହୀତ କରାଇବା ଉପରେ ସରକାର ପ୍ରାଥମିକତା ଦେବେ। ଅନ୍ୟପକ୍ଷରେ ଆଦାନି ଗ୍ରୁପ୍ ବିରୋଧରେ ଅଭିଯୋଗ, ବିରୋଧୀ ନେତାଙ୍କ ବିରୋଧରେ ଭାଜପା…
୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା
ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ, ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ନିଜ ଦେଶରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଆଯାଇଛି। ଏହି…
ହସ୍ପିଟାଲରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ, ୧୨ା୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ତାଙ୍କୁ ଏଆଇଜି ସୁପରସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ କେସିଆର୍ଙ୍କ ସିଟି ସ୍କାନ୍ ଓ ଏଣ୍ଡୋସ୍କୋପି କରାଯାଇଥିଲା। ରିପୋର୍ଟରେ ପାକସ୍ଥଳୀରେ ସାମାନ୍ୟ ଅଲ୍ସର…
ସର୍ବଦଳୀୟ ବୈଠକ ଶେଷ: ସରକାରଙ୍କୁ ଘେରିବାକୁ ବିପକ୍ଷ ପ୍ରସ୍ତୁତ
ନୂଆଦିଲ୍ଲୀ,୧୨।୩: ବାର୍ଷିକ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାରଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଫାଇନାନ୍ସ ବିଲ ପାସ କରିବା ପାଇଁ…
ୟୁପିରେ ଏସ୍ପି ସହ ମେଣ୍ଟ କରିବ ଜେଡିୟୁ
ପାଟନା,୧୨।୩: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସହ-ହୋଲି ମିଳନ ସମାରୋହ କାର୍ଯ୍ୟକ୍ରମରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଆସନ୍ତା ଲୋକ ସଭା ନିର୍ବାଚନରେ ଦଳ ସମାଜବାଦୀ ପାର୍ଟି (ଏସପି)…
ବଢିଲା ସଂକ୍ରମଣ: କେରଳରେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୧୨ା୩: ଭାରତରେ ରବିବାର ୫୨୪ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୧୧୩ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣ ସହ ସକ୍ରିୟ ମାମଲା ସଂଖ୍ୟା ୩,୬୧୮ରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେତେ ବଦନାମ କରିବ, ଦେଶରେ ସେତେ ପଦ୍ମ ଫୁଟିବ: ମୋଦି
ଥିରୁଭାନନ୍ତପୁରମ୍,୧୨।୩: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ବରିଷ୍ଠ ନେତା ଅମିତ ଶାହା ରବିବାର ଦିନିକିଆ ଗସ୍ତରେ କେରଳରେ ପହଞ୍ଚିଛନ୍ତି। ଏଠାରେ ଭାଜପାର ଥ୍ରୀସୁର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ନେତା କହୁଛନ୍ତି…
ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ବାୟୁସେନା ବିମାନ
ଯୋଧପୁର,୧୨।୩: ଭାରତୀୟ ବାୟୁସେନାର ମି-୧୭ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ରବିବାର ରାଜସ୍ଥାନର ଯୋଧପୁର ଜିଲାରେ ଜରୁରିକାଳୀନ ଅବତରଣ କରିଛି। ସୂଚନା ଅନୁଯାୟୀ, ଦେଚୁ ପୋଲିସ ଷ୍ଟେଶନ ଏବଂ ବାୟୁସେନା ଟିମ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ତଦନ୍ତ ଆରମ୍ଭ କରିଥିଲେ। କିଛି…
Archives


