ଦୁଇଟି ରାଜ୍ୟରେ ବ୍ୟାନ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ‘ଦ କେରଲା ଷ୍ଟୋରି’ର ମେକର୍ସ, କହିଲେ ପ୍ରତିଦିନ ହେଉଛି କ୍ଷତି
ନୂଆଦିଲ୍ଲୀ,୧୦।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏବେ ଫିଲ୍ମର ପ୍ରଦର୍ଶନ ଉପରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବ୍ୟାନ ଲାଗିବା ପରେ ଏହାକୁ ବିରୋଧ କରି ଫିଲ୍ମ ନିର୍ମାତାଙ୍କ ଆବେଦନକୁ ବରିଷ୍ଠ ଆଇନଜୀବୀ ହରିଶ…
୨୦୨୪ ନିର୍ବାଚନ ପୂର୍ବରୁ କର୍ନାଟକରେ ଭାଜପାକୁ ହରାଇବା ହେବ ଶୁଭ ସଙ୍କେତ: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୦।୫: ରାଜ୍ୟ ସଭା ଏମପି ତଥା ଶିବସେନାର ଠାକରେ ଗ୍ରୁପର ନେତା ସଞ୍ଜୟ ରାଉତ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉଥ ଟୁଇଟ କରି ଦାବି କରିଛନ୍ତି କି କର୍ନାଟକ ବିଧାନସଭା…
ଲାଇଭ ଟେଲିକାଷ୍ଟ ସୁପ୍ରିମ କୋର୍ଟକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି, ସିଜେଆଇ ଚନ୍ଦ୍ରଚୁଡ
ନୂଆଦିଲ୍ଲୀ,୧୦।୫: ଭାରତର ସୁପ୍ରିମ କୋର୍ଟ ଖୁବଶୀଘ୍ର ସେଠାରେ ହେଉଥିବା ମାମଲାର ଶୁଣାଣି ଅନଲାଇନରେ ପ୍ରସାରଣ ହେଉଥିବା ବେଳେ ଏହାକୁ ଭାରତୀୟ ଭାଷାରେ ପ୍ରସାରଣ କରିବାର ବ୍ୟବସ୍ଥା କରୁଛନ୍ତି। ଗୋଟିଏ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହା…
ଗୋଆରୁ ବହୁ ବସ କର୍ନାଟକରେ ପହଞ୍ଚିଲା, ନିର୍ବାଚନ ଆୟୋଗ ପଦକ୍ଷେପ ନେବେ କି ? କଂଗ୍ରେସର ପ୍ରଶ୍ନ…
ବେଙ୍ଗାଲୁରୁ,୧୦।୫ : ବୁଧବାର କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ଗୋଆରୁ ଅନେକ ବସ ଉତ୍ତର କର୍ନାଟକକୁ ଯାଉଥିବାର କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରଶ୍ନ ଉଠାଇଛି କି ଏହି ବସ ଗୁଡିକରେ ବେଆଇନ ଟଙ୍କା…
୪୦ ପ୍ରତିଶତ କମିଶନ ମୁକ୍ତ କର୍ନାଟକ ଗଠନ ପାଇଁ ଭୋଟ ଦିଅନ୍ତୁ: ଭୋଟରଙ୍କୁ ରାହୁଲଙ୍କ ଅପିଲ…
ବେଙ୍ଗାଲୁରୁ,୧୦।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର କର୍ନାଟକବାସୀଙ୍କୁ ଏହାକୁ ଏକ ପ୍ରଗତିଶୀଳ ତଥା ” ୪୦ ପ୍ରତିଶତ କମିଶନ ମୁକ୍ତ” ରାଜ୍ୟ ଗଠନ କରିବାକୁ ବହୁ ସଂଖ୍ୟାରେ…
ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଦେଖିବା ପରେ ଭୋଟ ଦିଅନ୍ତୁ: ଡି.କେ ଶିବକୁମାର
ବେଙ୍ଗାଲୁରୁ,୧୦।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସାରିଛି। ତେବେ ଏ ମଧ୍ୟରେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବ କୁମାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ କହିଥିଲେ, ଭୋଟ…
ସକ୍ରିୟ ମାମଲା ୨୨ ହଜାରରୁ କମ…
ନୂଆଦିଲ୍ଲୀ, ୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଏହି ଲଢେଇ ଆମେ କୋର୍ଟରେ ଲଢିବୁ, ବିବେକ ଅଗ୍ନିହୋତ୍ରୀଙ୍କ ନୋଟିସ୍ ପରେ ଟିଏମ୍ସିର ପ୍ରତିକ୍ରିୟା
କୋଲକାତା,୧୦।୫:ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ପଠାଇବା ପରେ ଟିଏମ୍ସିର ମହିଳା ଓ ସମାଜ କଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜାଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ଆଇନଗତ ଭାବେ ଏହାର ଜବାବ ଦେବ। ଇଣ୍ଡିଆ…
ଛତିଶଗଡରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲା ଭାଜପା
ରାୟପୁର,୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ କୁ ନେଇ ସାରା ଦେଶରେ ରାଜନୀତି ଚାଲିଛି। ଅନେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରାଯାଉଥିବା ବେଳେ କେତେକ ରାଜ୍ୟରେ ଏହାକୁ ସମର୍ଥନ କରୁଛନ୍ତି। ତେବେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଫିଲ୍ମ…
କରୋନା ମହାମାରୀର ପ୍ରଥମ ବର୍ଷରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଶିଶୁ ସମୟ ପୂର୍ବରୁ ହୋଇଛନ୍ତି ଜନ୍ମ…
ନୂଆଦିଲ୍ଲୀ/ଜେନେଭା,୧୦।୫ : କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ସେମାନଙ୍କୁ ଅପରିପକ୍ୱ ଶିଶୁ କୁହାଯାଏ…
ଉଗ୍ରରୂପ ନେଇପାରେ ମୋଚା ବାତ୍ୟା, ଘଣ୍ଟାକୁ ୬୦-୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା…
ନୂଆଦିଲ୍ଲୀ,୧୦।୫ : ଆଣ୍ଡାମାନ ସାଗରକୁ ଲାଗିଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଅଞ୍ଚଳ ଏକ ଝଡ଼ରେ ପରିଣତ ହୋଇଛି। ‘ମୋଚା’ ନାମକ ଏହି ବାତ୍ୟା ଭାରତ ମୁହାଁ ହେବ ନାହିଁ। ବର୍ତ୍ତମାନ ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ପହଞ୍ଚିପାରେ…
ଆଜି ହେମନ୍ତ ସୋରେନଙ୍କୁ ଭେଟିବେ ନୀତୀଶ
ପାଟନା,୧୦।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ତ୍ତମାନ କେନ୍ଦ୍ରରେ ଭାଜପା ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ମେଣ୍ଟକୁ ସଫଳ କରିବାକୁ ବୁଧବାର ନୀତୀଶ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।…

