ଜାତୀୟ

କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ହତ୍ୟା ପରେ ସହପାଠୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୨୬ା୫: ଉତ୍ତରପ୍ରଦେଶ ନୋଏଡ଼ାସ୍ଥିତ ଶିବ ନାଦର ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଚଳିତ ମାସରେ ଦୁଇ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ୨୨ ବର୍ଷୀୟ ଅନୁଜ ଜୈନ୍‌ ଗତ ୧୮ ତାରିଖରେ ତାଙ୍କ ସହପାଠୀ ସ୍ନେହ ଚୌରାସିଆଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ…

ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ଟ୍ରେନ୍‌ର ତୃତୀୟ ଭର୍ସନ: ରେଳମନ୍ତ୍ରୀ

ଡେରାଡୁନ୍‌, ୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଏହି ସେମି ସ୍ପିଡ୍‌ ଟ୍ରେନ୍‌ର ୩ ଭର୍ସନ ଆସିବ ବୋଲି ଗୁରୁବାର ରେଳମନ୍ତ୍ରୀ ଅଶ୍ୱିନୀ…

ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେ ୨୪ ଦଳ

ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ତାରିଖରେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ନୂତନ ସଂସଦ ଗୃହର ଉଦ୍‌ଘାଟନୀ ସମାରୋହରେ କେଉଁ ଦଳ ଅଂଶଗ୍ରହଣ କରିବେ ଏବଂ କେଉଁ ଦଳ ଅଂଶଗ୍ରହଣ କରିବେ ନାହିଁ, ଏହି ଚିତ୍ର ପ୍ରାୟ…

ନୂଆ ସଂସଦର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ଉପରେ ପୁର୍ନବିଚାର କରିବାକୁ କହିଲେ ସୀତାରମଣ

ନୂଆଦିଲ୍ଲୀ,୨୫।୫: ୨୮ ମେ’ରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପୁର୍ନବିଚାର କରିବାକୁ ବିରୋଧୀ ଦଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଗଣତନ୍ତ୍ରର ମନ୍ଦିର ଅଟେ। ୨୮…

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରବୀଣ ସୁଦ

ନୂଆଦିଲ୍ଲୀ,୨୫।୫: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂତନ ନିର୍ଦ୍ଦେଶକ ଆଇପିଏସ ପ୍ରବୀଣ ସୁଦ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ। ଏହାପୂର୍ବରୁ ଆଇପିଏସ ପ୍ରବୀଣ ସୁଦ କର୍ନାଟକର ଡିଜିପି ଥିଲେ। ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ…

ୟୁପିରେ ‘ମିଶନ ୨୪’ ପାଇଁ ପ୍ରସ୍ତୁତି: ଏହି ଭାଜପା ମନ୍ତ୍ରୀଙ୍କ କଟିପାରେ ଟିକେଟ୍‌

ଲକ୍ଷ୍ନୌ,୨୫।୫: ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ ଉତ୍ତରପ୍ରଦେଶରୁ ନିର୍ବାଚିତ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା କେତେକ ନେତାଙ୍କ ଟିକେଟ୍‌ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।…

ରାତିରେ ପ୍ରଥମ ଥର ପାଇଁ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ କଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୫।୫: ଭାରତୀୟ ନୌସେନା ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ମିଗ୍‌-୨୯କେ ରାତିରେ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଏଥିସହିତ ଆତ୍ମର୍ନିଭର ଭାରତ ଦିଗରେ ମଧ୍ୟ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ଭାରତୀୟ…

ନୂଆ ସଂସଦ ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ଉପରେ ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ଶାହା, କହିଲେ କଂଗ୍ରେସ ସହ ଚାଲୁଥିବା ଲୋକ…

ନୂଆଦିଲ୍ଲୀ,୨୫।୫: ନୂତନ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ଗୁରୁବାର ଆସାମରେ ଶାହା କହିଛନ୍ତି, କଂଗ୍ରେସ ଦଳର ମନୋଭାବ ନକାରାତ୍ମକ। ଦେଶକୁ ଏକ ନୂତନ ସଂସଦ…

ସକାଳ ସାଢେ ସାତଟାରୁ ପୂଜାରୁ ଆରମ୍ଭ ହେବ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ଦିନ ୧୨ଟାରେ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ସକାଳ ୭ଟାରେ ପୂଜାପୂଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ସକାଳ…

ମଣିପୁର ଗସ୍ତ କରିବେ ଅମିତ ଶାହା

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ। ଆସାମର ଗୁଆହାଟୀରେ ଶାହା କହିଛନ୍ତି, ସମସ୍ତ ବିବାଦର ସମାଧାନ ପାଇଁ ସେ ରାଜ୍ୟ ଗସ୍ତ କରିବେ, କିନ୍ତୁ ସମସ୍ତ ଗୋଷ୍ଠୀ ଶାନ୍ତି ବଜାୟ ରଖିବା ଉଚିତ୍‌।…

ମନ୍ଦିରରେ ଉଡିବ ହଳଦିଆ ପତାକା: ନିର୍ବାଚନ ପୂର୍ବରୁ ଗେହଲଟଙ୍କ ଘୋଷଣା

ଜୟପୁର,୨୫।୫: କର୍ନାଟକରେ ବିଜୟ ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ଘୋଷଣା କରିଛନ୍ତି। ଗୁରୁ-ପୁଷ୍ପଙ୍କ…

କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଳ,୨୫।୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଚିତା (ସିୟା) ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଚାରିଟି ଛୁଆ ଜନ୍ମ କରିଥିଲା। ତିନି ଶାବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?