ଜାତୀୟ

ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା ଚିହ୍ନଟ…

ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ…

ଭାରତ-ଚାଇନା ମଧ୍ୟରେ ସୀମା ତିକ୍ତତା: ସେନା ମୁଖ୍ୟ କହିଲେ, ଭାରତ ପାଇଁ ଚିନ୍ତାର ବିଷୟ

ନୂଆଦିଲ୍ଲୀ,୨୮।୩: ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ ବଡ…

ନେପାଳରେ ବି ୱାଣ୍ଟେଡ ଘୋଷିତ ହେଲେ ଅମୃତପାଲ ସିଂ

କାଠମାଣ୍ଡୁ,୨୮ ।୩: ନେପାଳ ସରକାର ପଳାତକ ଅମୃତପାଲ ସିଂଙ୍କୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି । ଏହାପରେ ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ…

ବିଏସପି ଏମପି ଅତୁଲ ରାୟଙ୍କୁ ବଡ ଝଟକା, ଗ୍ୟାଙ୍ଗଷ୍ଟର ମାମଲାରେ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ,୨୮ ।୩: ଆଲ୍ଲାହାବାଦ ହାଇ କୋର୍ଟ ଲଙ୍କା ପୋଲିସ ଷ୍ଟେଶନରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ, ଅପରାଧିକ ମାମଲାରେ ବିଏସପି ଏମପି ଅତୁଲ ରାୟଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅତୁଲ ରାୟ ଘୋସି ଲୋକ ସଭା ଆସନରୁ ଏମପି…

ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ୩ ମାସ ସମୟ ମାଗିଛନ୍ତି। ଜଷ୍ଟିସ୍‌…

୧୦,୦୦୦ ଟପିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୨୮।୩: ଦେଶରେ ମହାମାରୀ କରୋନା ସଂକ୍ରମଣ କ୍ରମାଗତ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ସକ୍ରିୟ ମାମଲା ୧୦,୩୦୦ରେ ପହଞ୍ଚିଥିବାବେଳେ ୧୩୪ଦିନରେ ସର୍ବାଧିକ କୋଭିଡ୍‌ ଆକ୍ଟିଭ୍‌ ମାମଲା ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧,୮୦୫ ଚିହ୍ନଟ ହୋଇଥିବା…

ବିନା ଆଲୋଚନାରେ ଅର୍ଥ ବିଲ୍‌କୁ ଫେରାଇଦେଲା ରାଜ୍ୟ ସଭା

ନୂଆଦିଲ୍ଲୀ,୨୮ା୩ : ରାଜ୍ୟ ସଭା ସୋମବାର ବିନା ଆଲୋଚନାରେ ଅର୍ଥ ବିଲ୍‌କୁ ଗୋଟିଏ ସଂଶୋଧନ ସହ ଲୋକ ସଭାକୁ ଫେରାଇ ଦେଇଛି। ଜମ୍ମୁ-କଶ୍ମୀର ବଜେଟ ଏବଂ ବିନିଯୋଗ ବିଲ୍‌କୁ ମଧ୍ୟ ବିନା ଆଲୋଚନାରେ ଫେରାଇ ଦିଆଯାଇଛି। ଆଦାନୀ ପ୍ରସଙ୍ଗ ନେଇ ଉଚ୍ଚ…

ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ,୨୮।୩: ହିନ୍ଦୁତ୍ୱବାଦୀ ବିଚାରକ ବୀର ସାବରକରଙ୍କ ବିରୋଧରେ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିବାବେଳେ ସାବରକରଙ୍କ ନାତି ରଣଜିତ୍‌ ସାବରକର ମଧ୍ୟ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କେନ୍ଦ୍ର, ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ, ୨୮ା୩: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ଗତବର୍ଷ ସ୍ବାଧୀନତା…

ସାବରକରଙ୍କୁ ନେଇ ଟଣାଓଟରା

ଶିବସେନା ଓ କଂଗ୍ରେସ ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ। କ୍ଷମତା ରାଜନୀତିର ବାଧ୍ୟବାଧକତା ଦିନେ ଏହି ଦୁଇ ଦଳକୁ ଏକାଠି କରିଥିଲା। କିନ୍ତୁ ଏବେ ଶିବସେନା ଯେଉଁ ବୀର ସାବରକରଙ୍କୁ ନିଜ ଆଦର୍ଶ ବିବେଚନା କରି ତାଙ୍କ ପାଇଁ ‘ଭାରତ ରନତ୍’…

ନୌସେନାରେ ଆଜି ସାମିଲ ହେବେ ଅଗ୍ନିବୀରର ପ୍ରଥମ ବ୍ୟାଚ, ଆଇଏନଏସ ଚିଲିକାରେ ହେବ ପାସିଂ ଆଉଟ ପରେଡ

ନୂଆଦିଲ୍ଲୀ,୨୮ ।୩: ଆଜିର ଦିନ ଅର୍ଥାତ୍ ୨୮ ମାର୍ଚ୍ଚ ୨୦୨୩ ଭାରତୀୟ ସେନା ପାଇଁ ଏକ ବିଶେଷ ତଥା ଐତିହାସିକ ଦିନ ହେବାକୁ ଯାଉଛି । ମଙ୍ଗଳବାର ଅଗ୍ନିବୀରର ପ୍ରଥମ ବ୍ୟାଚ ଭାରତୀୟ ନୌସେନାରେ ସାମିଲ ହେବେ । ମଙ୍ଗଳବାର ହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri