Posted inଜାତୀୟ

ୟୁପିରେ ‘ମିଶନ ୨୪’ ପାଇଁ ପ୍ରସ୍ତୁତି: ଏହି ଭାଜପା ମନ୍ତ୍ରୀଙ୍କ କଟିପାରେ ଟିକେଟ୍‌

ଲକ୍ଷ୍ନୌ,୨୫।୫: ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ ଉତ୍ତରପ୍ରଦେଶରୁ ନିର୍ବାଚିତ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା କେତେକ ନେତାଙ୍କ ଟିକେଟ୍‌ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସେମାନଙ୍କ ମଧ୍ୟରେ ଦେଓରିଆ ଏମ୍‌ପି ରମାପତୀ ରାମ ତ୍ରିପାଠୀ, ମଥୁରା ଏମ୍‌ପି ହେମା ମାଳିନୀ, ପ୍ରୟାଗରାଜ  ଏମ୍‌ପି ରୀତା ବହୁଗୁଣା ଯୋଶୀ, କାନପୁର ଏମ୍‌ପି ସତ୍ୟଦେବ ପଚୌରୀ, ବରେଲି ଏମ୍‌ପି ସନ୍ତୋଷ ଗଙ୍ଗୱାରଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ, ଏହି ସମସ୍ତଙ୍କ ନେତାଙ୍କ ବୟସ ୭୩ରୁ ୭୫ବର୍ଷ ହୋଇଥିବା କାରଣରୁ ଟିକେଟ୍‌ରୁ ବାଦ୍‌ ପଡିପାରନ୍ତି ବୋଲି କୁହାଯାଉଛି।

୨୦୧୯ ଲୋକ ସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଭାଜପା ୟୁପି ସରକାରରେ ଚାରିଜଣ ମନ୍ତ୍ରୀଙ୍କ ଉପରେ ବାଜି ଲଗାଇଥିଲା, ସେଥିମଧ୍ୟରୁ ୩ଟି ଜିତିଥିବା ବେଳେ ଜଣେ ମନ୍ତ୍ରୀ ନିର୍ବାଚନରେ ପରାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଜର କୋଭିଡ୍‌ ଟିକା ୯୦% ପ୍ରଭାବୀ

ନୂଆଦିଲ୍ଲୀ, ୧୦।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍‌ଟେକ୍‌ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ...

‘ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ ’

କର୍ନାଲ, ୧୪।୨ : କୃଷକଙ୍କ ଦାବି ପୂରଣ ନ ହେଲେ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ। ହରିୟାଣାର କର୍ନାଲ ଜିଲାରେ ଆୟୋଜିତ ଏକ ‘ମହାପଞ୍ଚାୟତ’ରେ...

ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪...

ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ନୁହେଁ ରାଷ୍ଟ୍ରବାଦ: ଉପରାଷ୍ଟ୍ରପତି

ହାଇଦ୍ରାବାଦ୍‌,୨୪।୧: କେବଳ ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ରାଷ୍ଟ୍ରବାଦ ନୁହେଁ। ଦେଶର ସମସ୍ତ ଜନତାଙ୍କ ସୁଖ ସୁବିଧା ପ୍ରତି...

ହସ୍ପିଟାଲରେ ଆଜମଙ୍କୁ ଭେଟିଲେ ଅଖିଳେଶ

ଲକ୍ଷ୍ନୌ,୪।୮: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ବୁଧବାର ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ...

ଆଦାନୀ-ହିଣ୍ଡେନବର୍ଗ ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା କମିଟି

ନୂଆଦିଲ୍ଲୀ,୧୯।୫: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଗଠିତ ବିଶେଷଜ୍ଞ କମିଟି ସୁପ୍ରିମକୋର୍ଟରେ ଏହାର ରିପୋର୍ଟ ଦାଖଲ କରିଛି। ୧୭୩ ପୃଷ୍ଠା ସମ୍ବଳିତର ଏହି ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ...

ସିଆଇଡି-ସିବିଆଇ ମୁହାଁମୁହିଁ: ଲଲନ ଶେଖ ହାଜତ ମୃତ୍ୟୁ ମାମଲାରେ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ସିଆଇଡିର ଏଫଆଇଆର…

କୋଲକାତା,୧୪।୧୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସିବିଆଇ ହେପାଜତରେ ବାଗତୁଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଲନ ଶେଖଙ୍କ ମୃତ୍ୟୁକୁ...

ସିସୋଡିଆଙ୍କ ସମସ୍ୟା ବଢ଼ିଲା: ସିବିଆଇ ଚାର୍ଜଶିଟରେ ନାମ ଅନ୍ତର୍ଭୁକ୍ତ…

ନୂଆଦିଲ୍ଲୀ,୨୫।୪ : ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉସ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଯେଉଁଥିରେ ପ୍ରଥମ ଥର...

Advertisement
Archives

Model This Week