ଜାତୀୟ

ମାୟାବତୀଙ୍କ ଏହି ନିଷ୍ପତ୍ତି ଏସ୍‌ପି, କଂଗ୍ରେସର ବଢାଇବ ସମସ୍ୟା, ଭାଜପା ପାଇଁ ମଧ୍ୟ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୧।୫: ୨୦୨୪ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଅନେକ ଦଳ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ଉତ୍ତରପ୍ରଦେଶର ଅବସ୍ଥା ସମ୍ପୂର୍ଣ୍ଣ ବିପରୀତ। ବହୁଜନ ସମାଜ ପାର୍ଟି (ବିଏସ୍‌ପି)…

ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆମେରିକାରେ ପହଞ୍ଚବା ପରେ ରାହୁଲ ଗାନ୍ଧୀ ସାନ ଫ୍ରାନ୍ସିସ୍କୋରେ ଭାରତୀୟ ମୂଳ ଲୋକଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ତାଙ୍କର ଭାରତ ଯୋଡୋ ଯାତ୍ରା ବିଷୟରେ ଉଲ୍ଲେଖ କରି…

ଗଙ୍ଗାରେ ମେଡାଲ ବିସର୍ଜନ କରିବା ଆହ୍ବାନ ଉପରେ ବ୍ରିଜ୍‌ଭୂଷଣ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଳ୍ଲୀ,୩୧।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଶ ସିଂଙ୍କ ଗିରଫ ଦାବିରେ ରେସଲରଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଗଙ୍ଗା ନଦୀରେ ଅଲିମ୍ପିକ ଏବଂ ବିଶ୍ୱ ପଦକ ବିସର୍ଜନ କରିବା ପାଇଁ ବାହାରିଥିଲେ। ତେବେ କୃଷକ…

୨୨ ବିଧାୟକ, ୯ ଏମ୍‌ପି ଶିନ୍ଦେ କ୍ୟାମ୍ପ୍‌ ଛାଡ଼ିପାରନ୍ତି

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ୯ ଜଣ ଏମ୍‌ପି ଏବଂ ୨୨ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା (ୟୁବିଟି) ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନେ ଦଳ ଭିତରେ ଅଣନିଃଶ୍ୱାସୀ…

ବ୍ରିଜ୍‌ଭୂଷଣଙ୍କୁ ୫ ଦିନରେ ଗିରଫ କର

ନୂଆଦିଲ୍ଲୀ/ହରିଦ୍ୱାର,୩୧ା୫: ଦେଶରେ ଆମ ପାଇଁ ଆଉ କିଛି ବାକି ରହିନି। ଆମେ ବହୁ ଅଧ୍ୟବସାୟ କରି ଝାଳ ଓ ରକ୍ତ ବୁହାଇ ଦେଶ ପାଇଁ ଆଣିଥିବା ମଡେଲଗୁଡ଼ିକ ଏବେ ମୂଲ୍ୟହୀନ ହୋଇଯାଇଛି। ଦେଶର ବ୍ୟବସ୍ଥା ଆମ ପଦକଗୁଡ଼ିକୁ କେବଳ ପ୍ରୋପାଗଣ୍ଡା ପାଇଁ…

୫୫% ହୃଦ୍‌ରୋଗୀ ଗମ୍ଭୀରତାକୁ ବୁଝି ନ ପାରି ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୩୧ା୫: ହୃଦ୍‌ରୋଗୀ ଏବଂ ହୃଦ୍‌ଘାତର ସମ୍ମୁଖୀନ ହେଉଥିବା ମାତ୍ର ୧୦ ପ୍ରତିଶତ ରୋଗୀ ଘଣ୍ଟାଏ ମଧ୍ୟରେ ହସ୍ପିଟାଲରେ ପହଞ୍ଚୁଛନ୍ତି, ଯାହା ମୃତ୍ୟୁରୁ ବଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ହୃଦ୍‌ଘାତ ଉପରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ…

ଜଳଭଣ୍ଡାର ଶୁଖାଇଥିଲେ, ୫୩ ହଜାର ଗଣିବେ

ରାୟପୁର, ୩୧ା୫: ଶୁଖାଇଥିବା ଛତିଶଗଡ଼ କୋୟାଲିବେଡ଼ା ବ୍ଲକ୍‌ର ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସ ଏବେ ୫୩ ହଜାର ଟଙ୍କା ଗଣିବେ। ଜଳସମ୍ପଦ ବିଭାଗ ତାଙ୍କୁ ୫୩ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛି। ଜଳଭଣ୍ଡାରରୁ ୪୧ ଲକ୍ଷ ଲିଟର ଜଳ…

ଜୁଲାଇ ୪ରେ ଭର୍ଚୁଆଲରେ ଏସ୍‌ସିଓ ବୈଠକ କରିବ ଭାରତ, ଏହି ଦେଶକୁ ଦିଆଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୩୧।୫: ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ। ତେବେ ଭର୍ଚୁଆଲ ମୋଡରେ ରଖିବାର କାରଣ…

୪୦ ମେଡିକାଲ କଲେଜର ମାନ୍ୟତା ରଦ୍ଦ: ୧୫୦ କଲେଜ କେନ୍ଦ୍ର ରାଡାରରେ…

ନୂଆଦିଲ୍ଲୀ,୩୦।୫ : ଦେଶର ୪୦ ଟି ମେଡିକାଲ କଲେଜର ମାନ୍ୟତା କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ୧୫୦ ଟି ମେଡିକାଲ କଲେଜ କେନ୍ଦ୍ର ରାଡାରରେ ଅଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ କଲେଜଗୁଡ଼ିକରେ ଯାଞ୍ଚ ସମୟରେ ଅନେକ ପ୍ରକାରର ତ୍ରୁଟି…

ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ ୨୦୨୩ ରେ ୬.୮ ପ୍ରତିଶତ କୁ ଖସି ଆସିଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ…

ମୋ ବାପା ଦେଇଛନ୍ତି ଯୌତୁକ, ଖାଦ୍ୟ ରାନ୍ଧି ମତେ ଖାଇବାକୁ ଦିଅ, ମୁଁ ରୋଷେଇ କରିବି ନାହିଁ: ସ୍ତ୍ରୀ-ସ୍ବାମୀଙ୍କ ନିଆରା ବିବାଦ କୋର୍ଟରେ…

ଲକ୍ଷ୍ନୌ,୩୦।୫ : ଉତ୍ତରପ୍ରଦେଶର ଆଗ୍ରାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ତ୍ରୀ କହିଛନ୍ତି ତାଙ୍କ ବାପା ବହୁତ ଯୌତୁକ ଦେଇଛନ୍ତି, ତେଣୁ ସେ ରୋଷେଇ କରିବେ ନାହିଁ। କେବଳ ଏତିକି ନୁହେଁ, ସ୍ତ୍ରୀ ସ୍ବାମୀଙ୍କୁ ଯୌତୁକ ଟଙ୍କାରେ…

ଲମ୍ବା ଓ୍ବେଟିଂ ଲିଷ୍ଟ ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା, ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟି ଯାତ୍ରାରୁ ବଞ୍ଚିତ: ଥରୁର…

ନୂଆଦିଲ୍ଲୀ,୩୦।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୱେଟିଂ ଲିଷ୍ଟ ଟ୍ରେନ ଟିକେଟ ନେଇ ସରକାରଙ୍କୁ ଘେରି ଛନ୍ତି। ମଙ୍ଗଳବାର ସେ କହିଛନ୍ତି ଆଜି ଯେତେବେଳେ ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛୁ, ଏକ ନିଶ୍ଚିତ ରେଳ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?