ମୋଦିଙ୍କ ଡିଗ୍ରୀ ମାଗିବା ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ
ନୂଆଦିଲ୍ଲୀ,୩୧ ।୩: ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ମାଗିବା ମାମଲାର ରାୟ ଶୁକ୍ରବାର ଗୁଜରାଟ ହାଇକୋର୍ଟ ଦେଇଛନ୍ତି । କୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି)ର ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ଗୁଜରାଟ ୟୁନିଭର୍ସିଟିକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ…
ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ମନୀଷ ସିସୋଡିଆଙ୍କୁ ବଡ ଝଟକା। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।…
‘ହାୱଡାରେ ରାମନବମୀରେ ହୋଇଥିବା ହିଂସା ପଛରେ ହିନ୍ଦୁ ନୁହେଁ ବରଂ…,’ ମମତା ବାନାର୍ଜୀ
କୋଲକାତା,୩୧ ।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ଭାଜପା ଉପରେ ଆଙ୍ଗୁଠି ଉଠାଇଥିବା ନଜର ଆସିଛି । ଶୁକ୍ରବାର ମମତା ଦାବି…
ଶନିବାର ପଟିଆଲା ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ!
ଚଣ୍ଡିଗଡ,୩୧।୩: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଅର୍ଥାତ୍ ଶନିବାର ପଟିଆଲା ଜେଲରୁ ମୁକ୍ତ ହୋଇପାରନ୍ତି। ସିଦ୍ଧୁଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ଶେୟାର କରାଯାଇଛି। ତେବେ ପଞ୍ଜାବ ସରକାର ଏ ସମ୍ପର୍କରେ ଯଥାର୍ଥ ସୂଚନା ଦେଇ ନ ଥିବା…
କରୋନା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୩୧।୩: ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଦିଲ୍ଲୀରେ…
ଆମକୁ ବିଦେଶ ସମର୍ଥନ ଦରକାର ନାହିଁ: କପିଲ ସିବଲ
ନୂଆଦିଲ୍ଲୀ,୩୧।୩: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଘଟଣାରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଟୁଇଟ୍କୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗ୍ବିଜୟ ସିଂ…
ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ମନ୍ଦିର ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ
ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ଏ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ କ୍ରମାଗତ ଭାବରେ ଚାଲଥିବା ବେଳେ ଉଦ୍ଧାର…
ଖୁବ୍ଶୀଘ୍ର ଜେଲ୍ ଯିବେ କେଜ୍ରିୱାଲ: ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତଙ୍କର ଜଣେ ବଡ଼ ନେତା। ଖୁବ ଶୀଘ୍ର ଜେଲ ଯିବେ। ଭଗବାନ ଶ୍ରୀରାମ ସର୍ବଦା ନ୍ୟାୟ କରନ୍ତି ବୋଲି ରାମ ନବମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ଏମ୍ପି ମନୋଜ ତିଓ୍ବାରୀ କହିଛନ୍ତି। ସେ…
ପ୍ରତିଷ୍ଠା ଦିବସ ପାଳନ କରିବାକୁ ଭାଜପାର ପ୍ରସ୍ତୁତି, ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୬ରେ ଭାଜପା ୪୩ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଭାଜପା ପ୍ରସ୍ତୁତି ଆରମ୍ଭ ଦେଇଛି।…
ଘରେ ଲାଗିଗଲା ନିଆଁ: ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୬ ମୃତ
ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ, ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ୮ ଗିରଫ
ଅହମ୍ମଦାବାଦ,୩୧।୩: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ‘ମୋଦି ହାଟାଓ, ଦେଶ ବଞ୍ଚାଓ’ର ପୋଷ୍ଟର ଲଗାଯାଇଥିଲା। ତେବେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଏମ୍ପିଙ୍କ ପରାମର୍ଶ: ଅମ୍ରିତପାଲ ପାକିସ୍ତାନ ପଳାଇବା ଉଚିତ୍
ଚଣ୍ଡିଗଡ,୩୧।୩: ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍ପି ସିମରଞ୍ଜିତ ସିଂ ମାନ ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅମ୍ରିତପାଲ ଆତ୍ମସମର୍ପଣ କରିବା ଉଚିତ୍ ନୁହେଁ। ସେ ରବି ନଦୀ ପାର…
Archives


