ଭାଜପାକୁ ଟାର୍ଗେଟ କଲେ ମମତା
କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ମମତା କହିଛନ୍ତି ଭାଜପା ଯେ କୌଣସି ସମୟରେ କେଉଁଠି ନା କେଉଁଠି ଦଙ୍ଗା କରିପାରେ। ସେଥିପାଇଁ…
କରୋନା ହାର୍ଟ ଆଟାକ ମଧ୍ୟରେ ଅଛି କି ସମ୍ପର୍କ: ୨-୩ ମାସରେ ଆସିବ ରିପୋର୍ଟ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ …
ନୂଆଦିଲ୍ଲୀ,୪।୪ : କୋଭିଡ ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ଅଛି କି? କରୋନା ଅବଧି ପରେ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏହି ପ୍ରଶ୍ନର ଉତ୍ତର ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନ୍ୟୁଜ ଏଜେନ୍ସି ସହ ସାକ୍ଷାତକାର…
ଏପ୍ରିଲ ୬-୧୪ ତାରିଖ ଯାଏ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ଭାଜପା
ନୂଆଦିଲ୍ଲୀ,୪।୪: ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇତି ମଧ୍ୟରେ ଭାଜପା ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଏପ୍ରିଲ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ।…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍: ୨୨ ହଜାର ମୁହାଁ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଏପ୍ରିଲ ୮ରୁ ତେଲେଙ୍ଗାନା, କର୍ନାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ ଏବଂ ୯ ତାରିଖରେ ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କର୍ନାଟକରେ ବିଧାନସଭା ନିର୍ବାଚନ ଘୋଷଣା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ସେ ପ୍ରଥମେ ଶନିବାର…
ଅରୁଣାଚଳର ୧୧ ସ୍ଥାନର ନୂଆ ନାମ ଦେଲା ଚାଇନା, ରାଗିଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୪।୪: ଅରୁଣାଚଳ ପ୍ରଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ ସମୟ ସମୟରେ ଚାଇନା ତା’ର ପୁରୁଣା ଚେଷ୍ଟା ଦେଖାଇ ଆସୁଛି। ପୁଣିଥରେ ଚାଇନା ଅରୁଣାଚଳ ସହ ଜଡିତ ସ୍ଥାନର ନାମକୁ ତା’ର ନକ୍ସାରେ ବଦଳାଇ ଦେଇଛି। ଏହାକୁ ନେଇ ଏବେ ବୈଦେଶିକ…
‘କେବଳ ନରେନ୍ଦ୍ର ମୋଦି କରିପାରିବେ ମାନହାନୀ ମୋକଦ୍ଦମା’: ସୁରଟ କୋର୍ଟରେ ରାହୁଲଙ୍କ ଯୁକ୍ତି
ସୁରଟ,୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ତାଙ୍କୁ ହୋଇଥିବା ସଜା ଉପରେ ଚ୍ୟାଲେଞ୍ଜ କରି କହିଛନ୍ତି, କେବଳ ନରେନ୍ଦ୍ର ମୋଦି ହିଁ ତାଙ୍କ ବିରୋଧରେ ମାମଲା କରିପାରିବେ। କଂଗ୍ରେସ ନେତା ଅପରାଧିକା ମାନହାନି ମାମଲାରେ ତାଙ୍କର ସଜାକୁ ଚ୍ୟାଲେଞ୍ଜ…
ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା
ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ…
ସିରିଡି ସାଇଙ୍କ ଉପରେ ବୟାନ ଦେଇ ଫସିଲେ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ
ମୁମ୍ବାଇ,୪।୪: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ଶିରିଡି ସାଇ ବାବାଙ୍କ ଉପରେ ବୟାନ ଦେବା ପରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାୟର କରାଯାଇଛି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେବାକୁ ଦାବି କରାଯାଇଛି।…
ଶାହା ବାଉଳା ହେଲେଣି: ଜେଡିୟୁ
ପାଟନା,୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟ ରାଜନୀତି ସରଗରମ। ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର ଖବରଦାତା…
୧୨୦ ଏସ୍ଟି ପ୍ରସ୍ତାବ ସମର୍ଥନରେ ରିପୋର୍ଟ ଆବଶ୍ୟକ: କେନ୍ଦ୍ର
ନୂଆଦିଲ୍ଲୀ, ୪।୪: ରାଜ୍ୟ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ସାମିଲ ଲାଗି ଓଡ଼ିଶା ସରକାର ଦେଇଥିବା ୧୬୯ଟି ପ୍ରସ୍ତାବକୁ ପ୍ରାରମ୍ଭିକ ଭାବେ ଅନୁଧ୍ୟାନ କରାଯାଇଛି। ୧୨୦ଟି ପ୍ରସ୍ତାବ ଉପରେ ଅଧିକ ସମର୍ଥନ ରିପୋର୍ଟ ଆବଶ୍ୟକ। ରାଜ୍ୟ ସରକାର ୧୨୦ଟି ପ୍ରସ୍ତାବ ଉପରେ…
ନାବାଳିକାଙ୍କୁ ବଳାତ୍କାର ପରେ ଖଣ୍ଡ ଖଣ୍ଡ କଲେ ଯୁବକ
ଉଦୟପୁର,୪।୪: ୮ ବର୍ଷର ବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ଶରୀରକୁ ଖଣ୍ଡ ଖଣ୍ଡ କରିବା ଅଭିଯୋଗରେ ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ରାଜସ୍ଥାନର ଉଦୟପୁର ଜିଲା ମାଭ୍ଲି ଥାନା ଅଞ୍ଚଳରେ ଏହି ବର୍ବର କାଣ୍ଡ ଘଟିଛି।…
Archives


