Odisha Elections 2024

ଜାତୀୟ

ଆଣ୍ଡାମାନରେ ଭୂକମ୍ପ

ପୋର୍ଟବ୍ଲେୟାର,୮।୧୧: ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରରେ ଏହି ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୩ ମ୍ୟାଗ୍ନିଚ୍ୟୁଟ ହୋଇଥିବା...

ଅନାଥାଶ୍ରମ ଶିଶୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି, ଆମର ବି ହେଉ ଅଧାର କାର୍ଡ…

ପ୍ରୟାଗରାଜ୍‌,୮।୧୧: ଆଧାର କାର୍ଡ ଭାରତର ସମସ୍ତଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଉତ୍ତରପ୍ରଦେଶ ପ୍ରୟାଗରାଜର କଟଘର ରୋଡଠାରେ ଥିବା ଅନାଥାଶ୍ରମର ଶିଶୁ ସେମାନଙ୍କର ଆଧାର କାର୍ଡ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଛନ୍ତି। ସେମାନେ ଚିଠିରେ ଲେଖଛନ୍ତି,...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ...

ସୁଷମା ସ୍ବରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଝିଅ ନେଲେ ପୁରସ୍କାର

ନୂଆଦିଲ୍ଲୀ,୮।୧୧: ସୋମବାର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଝିଅ ବାଂଶୁରୀ ସ୍ବରାଜ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ଏହି ପୁରସ୍କାର ପ୍ରଦାନ...

ଲଖିମପୁର ଖେରି ମାମଲାର ଷ୍ଟାଟସ୍‌ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧: ଉତ୍ତରପ୍ରଦେଶ ଲଖିମପୁୁର ଖେରି ମାମଲାରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ୍‌ ରିପୋର୍ଟ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କିଛି ନାହିଁ। ସୁପ୍ରିମକୋର୍ଟ...

କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର...

ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଅଭିନନ୍ଦନ ଜଣାଇବା ପାଇଁ ଆଡଭାନୀଙ୍କ ଘରେ...

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କୁ ୬୫ କୋଟି ଲାଞ୍ଚ, ସିବିଆଇ-ଇଡ଼ି ପାଖରେ ଥିଲା ସୂଚନା…

ନୂଆଦିଲ୍ଲୀ,୮।୧୧: ରାଫାଲ ଡିଲ୍‌ ନେଇ ଏବେ ନୂଆ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସର ଏକ ଅନ୍‌ଲାଇନ ପତ୍ରିକା ’ମିଡିଆପାର୍ଟ’ ରାଫାଲ ଡିଲ୍‌ ସମ୍ପର୍କରେ ଏକ ନୂତନ ଦାବି କରିଛି। ଏହି ପତ୍ରିକା ଏକ ନକଲି ଇନଭଏସ ପ୍ରକାଶ କରିଛି ଯେ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୪୫୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...

ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୮।୧୧: ଭାଜପା ସଦସ୍ୟମାନେ ସାଧାରଣ ଜନତାଙ୍କ ପାଖକୁ ଯାଆନ୍ତୁ। ସେମାନେ ଦଳ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁବନ୍ଧ ସାଜନ୍ତୁ ବୋଲି ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଏଥିସହ...

ଚେନ୍ନାଇରେ ଘରେ ପଶିଲା ପାଣି

ଚେନ୍ନାଇ, ୮।୧୧ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାମିଲନାଡୁ ଉତ୍ତର ଉପକୂଳ ଅଞ୍ଚଳରେ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକଙ୍କ ଘରେ ବର୍ଷାପାଣି ପଶିଯାଇଛି। ଲଗାଣ ବର୍ଷା...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୮ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପୋଲିସ ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ଡାଟା ସଂଗ୍ରହ କରିବାରେ ଲାଗି ପଡିଛି । ଏହାସହ ଯେଉଁମାନଙ୍କର ଭିଜା ଅବଧି ଶେଷ ହେବା ପରେ ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri