ଜାତୀୟ

କେନ୍ଦ୍ର ମନ୍ତ୍ରୀ-ଏମ୍‌ପିଙ୍କୁ ସୁରକ୍ଷାରେ ନିଯୁକ୍ତ ଯବାନଙ୍କ ପାଇଁ ନାହିଁ ଶୌଚାଳୟ ସୁବିଧା, ଏବେ ମିଳିବ ଏସି ବସ୍‌…

ନୂଆଦିଲ୍ଲୀ,୪।୪ : କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଏମ୍‌ପି ତଥା ଅନ୍ୟାନ୍ୟ ଭିଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଦିଲ୍ଲୀ ପୋଲିସର ସୁରକ୍ଷା କର୍ମୀ (ପିଏସଓ) ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଅବସ୍ଥା ଏପରି ଯେ ସେମାନେ ଶୌଚାଳୟର ସୁବିଧା…

ପଶ୍ଚିମବଙ୍ଗ ହିଂସାକୁ ନେଇ ୩ ଦିନ ମଧ୍ୟରେ ମମତା ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୪: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ରାମନବମୀରେ ହୋଇଥିବା ଦଙ୍ଗା ଓ ଖରାପ ଆଇନ ବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର…

୨୬/୧୧ ଦୋଷୀଙ୍କ ପ୍ରତି କଠୋର ଦଣ୍ଡାଦେଶ ଜରୁରୀ: ଇସ୍ରାଏଲ ବାଚସ୍ପତି…

ନୂଆଦିଲ୍ଲୀ,୪।୪ : ତାଙ୍କର ଚାରି ଦିନିଆ ଗସ୍ତରେ ଇସ୍ରାଏଲର ବାଚସ୍ପତି କେନ୍ସେଟ ଆମୀର ଓହାନା ଭାରତରେ ଅଛନ୍ତି। ମଙ୍ଗଳବାର ଓହାନା କହିଛନ୍ତି ଯେ ଯେଉଁମାନେ ମୁମ୍ବାଇରେ ୧୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେମାନେ ଆତଙ୍କବାଦୀଙ୍କୁ ପଠାଇ ଏଭଳି କାଣ୍ଡ ଭିଆଇ ଥିଲେ।…

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ-୨୦୨୨ ପ୍ରକାଶିତ: ପୋଲିସରେ ମାତ୍ର ୧୧.୭୫ ପ୍ରତିଶତ ମହିଳା…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆ ଜଷ୍ଟିସ ରିପୋର୍ଟ -୨୦୨୨ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଜନସାଧାରଣଙ୍କ ନ୍ୟାୟ ପାଇବାକୁ ସ୍ଥିତିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ କର୍ନାଟକ ପ୍ରଥମ ସ୍ଥାନରେ ରହିଛି। ଏହା ବ୍ୟତୀତ ଦକ୍ଷିଣ ଭାରତର ୩ଟି ରାଜ୍ୟ ଶ୍ରେଷ୍ଠ…

ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ଟୁଇଟ କରି ଦେଲେ ସୂଚନା…

ରାଜସ୍ଥାନ,୪।୪ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଭୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଟୁଇଟ କରି ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ ଆସିଥିବା ବିଷୟରେ…

ମୋଦିଙ୍କୁ ଭେଟିଲେ ଭୁଟାନର ରାଜା

ନୂଆଦିଲ୍ଲୀ,୪।୪: ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ଓ୍ବାଂଗଚୁକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ରକ୍ଷା କରି ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୋମବାର ସେ ଭାରତରେ ପହଞ୍ଚିଥିଲେ।…

ଚାଷୀ ଆନ୍ଦୋଳନ ପରେ ୧୧୩ ସଂଗଠନ ଦ୍ୱାରା ଗଠନ ହେଲା ମିଳିତ ଯୁବ ମୋର୍ଚ୍ଚା…

ନୂଆଦିଲ୍ଲୀ,୪।୪ : କୃଷକଙ୍କ ଆନ୍ଦୋଳନ ପରେ ବର୍ତ୍ତମାନ ଦେଶବ୍ୟାପୀ ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ୧୧୩ ସଂଗଠନ ଏକତ୍ରିତ ହୋଇ ‘ୟୁନାଇଟେଡ ୟୁଥ ଫ୍ରଣ୍ଟ’ (ମିଳିତ ଯୁବ ମୋର୍ଚ୍ଚା )ଗଠନ କରିଛନ୍ତି। ମଙ୍ଗଳବାର ଏନେଇ ଖବରଦାତାଙ୍କୁ ଯୁବା…

ମୋଦିଙ୍କ ଚୁପର ପରିଣାମ ଭୋଗୁଛି ଦେଶ: କଂଗ୍ରେସ

ନୂଆଦିଲ୍ଲୀ,୪।୪: ଚାଇନା ଦ୍ୱାରା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ରଖାଯିବା ପରେ ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ କହିଛି କି ଚାଇନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କ୍ଲିନ ଚିଟ ଦିଆଯାଇଥିଲା। ଚାଇନାର…

ନାଥୁଲାରେ ହିମସ୍ଖଳନ: ୬ ପର୍ଯ୍ୟଟକ ମୃତ, ୮୦ରୁ ଅଧିକ ରହିଛନ୍ତି ଅଟକି…

ଗାଙ୍ଗଟକ,୪।୪ : ମଙ୍ଗଳବାର ସିକ୍କିମର ନାଥୁଲା ଅଞ୍ଚଳରେ ହୋଇଥିବା ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏଥି ସହିତ ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା…

ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..

ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍‌ପି ତଥା ଡୋମୋକ୍ରାଟିକ୍‌ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପିଏମ ମୋଦିଙ୍କୁ ଉଦାରବାଦୀ ବୋଲି କହିଛନ୍ତି। ଏଥି ସହିତ ସେ କଂଗ୍ରେସର ଜି-୨୩ ନେତା…

ପ୍ରେମିକାଙ୍କୁ ବିବାହ କରିବା ପାଇଁ ହତ୍ୟାକାରୀଙ୍କୁୁ ହାଇକୋର୍ଟଙ୍କ ୧୫ ଦିନିଆ ପାରୋଲ…

ବେଙ୍ଗାଲୁରୁ,୪।୪ : କର୍ନାଟକ ହାଇକୋର୍ଟ ଜଣେ ହତ୍ୟାକାରୀଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିବେ। ହତ୍ୟା ମାମଲାରେ ଦୋଷୀ ଆନନ୍ଦଙ୍କୁ ୧୦ ବର୍ଷ କାରାଦଣ୍ଡରେ…

ଏନସିଇଆରଟି ଭେଦଭାବ କରେନାହିଁ, ସମସ୍ତ ସିଲାବସ୍‌ ଆମେ କମ୍‌ କରିଛୁ: ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୪।୪ : ଏନସିଇଆରଟି ସିଲାବସ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନ୍ୟୁଜ ଏଜେନ୍ସି ସହିତ ସାକ୍ଷାତକାରରେ ଏନସିିଇଆରଟି ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ କହିଛନ୍ତି, ଆମେ ସିଲାବସରେ ଏହି ପରିବର୍ତ୍ତନ କରିଛୁ। ଗତ ବର୍ଷ ଆମେ ଏକ ବିଶେଷଜ୍ଞ କମିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri