ଶ୍ରୀନଗରରେ ଭାଜପା ସ୍ଥାପନା ଦିବସ ପାଳିତ: ଦଳ କହିଲା, ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ
ଶ୍ରୀନଗର,୬।୪: ଭାରତୀୟ ଜନତା ପାର୍ଟିର କଶ୍ମୀର ୟୁନିଟ ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ଦଳ ୪୩ତମ ସ୍ଥାପନା ଦିବସ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଦଳର ରାଜ୍ୟ ୟୁନିଟ…
ନ୍ୟାସନାଲ ପାର୍ଟିର ମାନ୍ୟତା ପାଇବାରେ ବିଳମ୍ବ ହେବାରୁ ହାଇକୋର୍ଟ ଗଲା ଏଏପି
ବେଙ୍ଗାଲୁରୁ,୬।୪: ସରକାରୀ ସ୍ତରରେ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ଯୋଗୁ ଅରବିନ୍ଦ କେଜ୍ରିିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର କର୍ନାଟକ ହାଇକୋର୍ଟରେ ପହଞ୍ଚିଛି। ଏଏପି କର୍ନାଟକର ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଆବେଦନରେ କୁହାଯାଇଛି…
ତୃତୀୟ ଚାର୍ଜଶିଟରେ ମଧ୍ୟ ସିସୋଡିଆଙ୍କ ନାମ ନାହିଁ: ଦାବି କଲା ଏଏପି
ନୂଆଦିଲ୍ଲୀ,୬।୪: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିିଟରେ ରାଜେଶ ଜୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଥିଲା। ଇତିମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ…
କର୍ନାଟକ ନିର୍ବାଚନରେ ଗ୍ଲାମରର ତଡକା, ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ରହିଛନ୍ତି କନ୍ନଡ କଳାକାର
ବେଙ୍ଗାଲୁରୁ,୬।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ମାତ୍ର ଗୋଟିଏ ମାସ ମଧ୍ୟରେ ହେବାକୁ ଯାଉଛି କର୍ନାଟକ ନିର୍ବାଚନ। ଏବେ ରାଜ୍ୟର ରାଜନୈତିକ ମାହୋଲ ହୋଇଛି ସରଗରମ। ଏହାରି ଭିତରେ କେତେଜଣ କନ୍ନଡ ଫିଲ୍ମ କଳାକାର ବିଧାନସଭା ନିର୍ବାଚନରେ ଚମକ…
ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତାଙ୍କ ପୁଅ
ନୂଆଦିଲ୍ଲୀ,୬।୪: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। କେରଳ କଂଗ୍ରେସର ସୋସିଆଲ ମିଡିଆ ଟିମ୍ର ପୂର୍ବତନ ସଂଯୋଜକ ଅନିଲ ଆଣ୍ଟୋନି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଭି.ମୁରଲୀଧରନ,…
ଜଳନ୍ଧର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି
ଜଳନ୍ଧର,୬।୪: ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର ପଞ୍ଜାବର ଜଲନ୍ଧର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି। ବିଦ୍ରୋହୀ ମନୋଭାବ ଯୋଗୁ ପଞ୍ଜାବ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ ଜଲନ୍ଧର ପଶ୍ଚିମ ବିଧାୟକ ସୁଶୀଲ କୁମାର ରିଙ୍କୁଙ୍କୁ…
୭ ହଜାର କୋଟି ବ୍ୟୟରେ ନିର୍ମାଣ ହେବ ଇ-କୋର୍ଟ, ବଦଳିଯିବ ଦେଶର ନ୍ୟାୟ ବ୍ୟବସ୍ଥା: ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୬।୪: ଆଇନ ମନ୍ତ୍ରୀ କିରନ ରିଜିଜୁ ଗୁଆହାଟି ହାଇକୋର୍ଟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର କେନ୍ଦ୍ର ନ୍ୟାୟ ପାଳିକାକୁ ସ୍ବତନ୍ତ୍ର କରି ରଖିବାକୁ ଓ ଏହାପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି,…
ସଂସଦକୁ ଅଚଳ କଲେ ସରକାର: ଖାର୍ଗେ
ନୂଆଦିଲ୍ଲୀ,୬।୪: ସଂସଦର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ବିଜୟ ଚୌକରୁ ଏକ ତ୍ରିରଙ୍ଗା ପଦଯାତ୍ରା ବାହାର କରିଥିଲେ। ଏହାପରେ ଖାର୍ଗେ ଏକ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ…
୧୯୯୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାନ୍ଧୀ ପରିବାରର କେହି ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ ଅବା ମନ୍ତ୍ରୀ: ଖାର୍ଗେ…
ନୂଆଦିଲ୍ଲୀ,୬।୪ : କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ୧୩ ବିରୋଧୀ ଦଳ ଗୁରୁବାର ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖବରଦାତାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣତନ୍ତ୍ର ବିଷୟରେ ଅନେକ କଥା କହୁଛନ୍ତି,…
ହିପ ହାଡ ଭାଙ୍ଗିଥିବା ବ୍ୟକ୍ତିଙ୍କ ହାର୍ଟ ଅପରେଶନ କଲେ ଡାକ୍ତର: ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ…
ନୋଏଡା,୬।୪ : ନୋଏଡାର ଫୋର୍ଟିସ ହସ୍ପିଟାଲର ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି, ରୋଗୀଙ୍କୁ ହିପ ହାଡ ଭାଙ୍ଗିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର ହାର୍ଟ…
ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଲାଲୁଙ୍କ ଝିଅ
ପାଟନା,୬।୪: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ବୁଧବାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୁଷଣରେ ସମ୍ମାନୀତ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ…
ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ
ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକ ସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଥି…
Archives


