ଜାତୀୟ

୨୩ରେ ବିରୋଧୀ ଦଳର ବୈଠକ

ନୂଆଦିଲ୍ଲୀ, ୬ା୬: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି କରିବା ଲାଗି ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବିହାରର ପାଟନାରେ ଜୁନ୍‌ ୧୨ରେ ପ୍ରଥମ ବିରୋଧୀ ଦଳ ବୈଠକ ଅନୁଷ୍ଠିତ ହୋଇ ଏହା ଉପରେ ଆଲୋଚନା…

ନଗ୍ନତାକୁ ଯୌନତା ସହ ଯୋଡ଼ା ନ ଯାଉ: କେରଳ ହାଇକୋର୍ଟ

କୋଚି, ୬।୬ : ବିବାଦୀୟ ମହିଳା ଅଧିକାର କର୍ମୀ ରେହନା ଫତିମାଙ୍କ ବିରୋଧରେ ଏକ ପୋସ୍କୋ ମାମଲାକୁ କେରଳ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ନିଜର ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର ଆଙ୍କିବା ଲାଗି ଫତିମା ତାଙ୍କ ୨ ନାବାଳକ ପିଲାଙ୍କୁ…

‘ରେଳ ଦୁର୍ଘଟଣା ପଛରେ ଟିଏମସିର ହାତ’,ଶୁଭେନ୍ଦୁ ଅଧିକାରୀଙ୍କ ବଡ ଅଭିଯୋଗ, କହିଲେ ରେଳ ଅଧିକାରୀଙ୍କ ଫୋନ କରାଯାଇଛି ଟ୍ୟାପିଙ୍ଗ

କୋଲକାତା,୬।୬: ଓଡ଼ିଶାର ବାଲେଶ୍ୱରରେ ଶୁକ୍ରବାର ହୋଇଥିବା ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାକୁ ନେଇ ଏକ ଚମକାଇବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ବାଲେଶ୍ୱର ଟ୍ରେନ୍‌…

ପରବର୍ତ୍ତି ନିର୍ବାଚନ ମଥୁରାରୁ ହିଁ ଲଢିବି: ହେମାମାଳିନୀ

ନୂଆଦିଲ୍ଲୀ,୬।୬: ମଥୁରା ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ହେମାମାଳିନୀ ସୋମବାର କହିଛନ୍ତି କି ଯଦି ସେ ପରବର୍ତ୍ତି ନିର୍ବାଚନ ଲଢିବେ ତେବେ କେବଳ ମଥୁରାରୁ ଲଢିବେ। ଅନ୍ୟ ଆସନରୁ ଲଢିବାର ପ୍ରସ୍ତାବକୁ ସେ କେବେହେଲେ ଗ୍ରହଣ କରିବେ…

ସିବିଆଇ ତଦନ୍ତ ସହାୟକ ହେବନି: ମମତା

ନୂଆଦିଲ୍ଲୀ/କୋଲକାତା, ୬ା୬: ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ ମିଳିବ ନାହିଁ ବୋଲି ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କୋଲକାତାର…

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ

ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ଚାଇନାର ଅର୍ଥନୀତି ବୃଦ୍ଧି ସାଙ୍ଗକୁ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ…

ମଣିପୁର ହିଂସା: ତଦନ୍ତ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ, ୬ା୬: ମଣିପୁର ହିଂସାକାଣ୍ଡର ତଦନ୍ତ ଲାଗି କେନ୍ଦ୍ର ସରକାର ୩ ଜଣିଆ କମିଟି ଗଠନ କରିଛନ୍ତି। ଗୁଆହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଆଜାଇ ଲାମ୍ବାଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଶନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ଦାସ…

ସିବିଆଇ ତଦନ୍ତ ସହାୟକ ହେବନି: ମମତା

ନୂଆଦିଲ୍ଲୀ/କୋଲକାତା, ୫ା୬: ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ ମିଳିବ ନାହିଁ ବୋଲି ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କୋଲକାତାର…

ଓଡ଼ିଶା ଆସିବେ ମମତା: ମୃତକଙ୍କ ପରିବାର ଜଣଙ୍କୁ ଦେବେ ଚାକିରି

ଭୁବନେଶ୍ୱର,୫।୬(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୭ ତାରିଖରେ ଭୁବନେଶ୍ବର ଓ କଟକ ଆସିବେ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ସହାୟତା ପ୍ରଦାନ କରିବେ। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଓ ନିଯୁକ୍ତିପତ୍ର ପ୍ରଦାନ…

ପ୍ରେମର ଦୋକାନ ନୁହେଁ, ଘୃଣାର ଏକ ମେଗା ସପିଂ ମଲ ଖୋଲିଛନ୍ତି: ନଡ୍ଡା

ନୂଆଦିଲ୍ଲୀ,୫।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରାହୁଲ ଗାନ୍ଧୀ କହି ବୁଲୁଛନ୍ତି ଯେ, ଆମେ ପ୍ରେମର ଦୋକାନ ଚଳାଉଛୁ। ହେଲେ ଆପଣ…

ଟ୍ରେନ୍‌ ଦୁର୍ଘଟଣାରେ ପୀଡିତଙ୍କ କ୍ଲେମ ନିଜେ ସାମଧାନ କରିବେ ଇନସ୍ୟୁରାନ୍ସ କମ୍ପାନି

ନୂଆଦିଲ୍ଲୀ,୫।୬: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ପୀଡିତାଙ୍କ ବୀମା କ୍ଲେମକୁ ତତ୍ପରତା ସହ ଶୀଘ୍ର ସାରିବା ପାଇଁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ବୀମା କମ୍ପାନିଗୁଡିକୁ ନିର୍ଦ୍ଦେଶ ଜାରି କରିଛି । ବୀମା ନିୟାମକ ବୀମା କମ୍ପାନିଗୁଡିକୁ କହିଛି…

ଶିବସେନା-ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ: ଅମିତ ଶାହାଙ୍କୁ ଭେଟିବା ଶିନ୍ଦେଙ୍କ ପ୍ରତିକ୍ରିୟା

ମୁମ୍ବାଇ,୫।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଶିବସେନା ଏବଂ ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ। ବିରୋଧୀ ଦଳ ଗୁଜବ ପ୍ରଚାର କରୁଛନ୍ତି, ଯାହାର କୌଣସି କାମ ନାହିଁ ବୋଲି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?