ଜାତୀୟ

ପାଟନାରେ ଜୁନ୍‌ ୧୨ରେ ହେବନି ବିରୋଧୀ ଦଳ ବୈଠକ

ପାଟନା,୫।୬: ୨୦୨୪ ପୂର୍ବରୁ ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍‌ ୧୨ରେ ଡକାଇଥିବା ବିରୋଧୀ ଦଳ ବୈଠକକୁ ସ୍ଥଗିତ ରଖିଛନ୍ତି। ଏନେଇ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା…

ବାଂଲାଦେଶୀ ପ୍ରତିପକ୍ଷଙ୍କୁ ଭେଟିଲେ ସେନା ମୁଖ୍ୟ ମନୋଜ ପାଣ୍ଡେ

ନୂଆଦିଲ୍ଲୀ,୫।୬: ସୋମବାର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଜେନେରାଲ ଏସଏମ ଶାଫିଉଦ୍ଦିନ ଅହମ୍ମଦଙ୍କୁ ଭେଟିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ନେଇ ବିସ୍ତାର ଆଲୋଚନା…

ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲ ବିଷୟରେ ଭୁଲିଗଲେ: ଭାଜପାକୁ ଟାର୍ଗେଟ କରି ଏଭଳି କହିଲେ ଡିଏମକେ ନେତା

ନୂଆଦିଲ୍ଲୀ,୫।୬: ଓଡିଶା ଟ୍ରେନ ଦୁର୍ଘଟଣାକୁ ନୂଆ ସଂସଦର ଉଦ୍‌ଘାଟନ ସହ ଯୋଡି ଡିଏମକେ ନେତା ଭାଜପାକୁ ଟାର୍ଗେଟ କରିଛନ୍ତି। ଡିଏମକେ ମୁଖପାତ୍ର ସାଇଦାଇ ସାଦିକ ସୋମବାର ରେଳ ଟ୍ରାକ୍‌ରେ ପଡ଼ିଥିବା ମୃତଦେହ ଗୁଡିକର ଏକ ଗ୍ରାଫିକ ଫଟୋ ଶେୟାର କରି ଟୁଇଟ୍‌…

ଆହତଙ୍କୁ ଭେଟିବା ପାଇଁ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ ମମତା

ଭୁବନେଶ୍ୱର/କୋଲକାତା,୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଆସନ୍ତା କାଲି ଆସିବେ ବୋଲି ସୂଚନା…

ଆଣ୍ଟିଲିଆ ମାମଲାରେ ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୫।୬: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ତଥା ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁସାରେ, ସୁପ୍ରିମକୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା…

ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ତୀବ୍ର ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ କେରଳରେ ମୌସୁମୀ…

ଭାରତ-ଆମେରିକା ମଧ୍ୟରେ ବଢୁଛି ସହଭାଗିତା, ରାଜନାଥଙ୍କ ସହ ବୈଠକ ପରେ କହିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୫।୬: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। ରବିବାର ଭାରତରେ ପହଞ୍ଚିବା ପରେ ଅଷ୍ଟିନ ଦିଲ୍ଲୀର ମାନେକଶା କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ।…

ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା

ବାରାଣସୀ,୫।୬: ବାରାଣସୀର ଏମପି-ଏମଏଲଏ କୋର୍ଟ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ବାରାଣସୀର ଏକ ୩୨ ବର୍ଷ ପୁରୁଣା ମାମଲାରେ ସୋମବାର ଏମପି-ଏମଏଲଏ କୋର୍ଟ ଏହି ସଜା ଶୁଣାଇଛନ୍ତି। ବାରାଣସୀ କୋର୍ଟ ସୋମବାର ଅବଧେଶ ରାୟ ହତ୍ୟାକାଣ୍ଡରେ ଏହି ରାୟ…

‘ହଁ ମୁଁ ଅମିତ ଶାହାଙ୍କୁ ଭେଟିଛି…’ ବିରୋଧ ପ୍ରଦର୍ଶନ ଛାଡିବା ଖବର ଉପରେ ଏଭଳି ଜବାବ ଦେଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା କୁସ୍ତିଯୋଦ୍ଧା ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସାକ୍ଷୀ ମଲିକ କହିଛନ୍ତି ଆମେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଛୁ। ଏହା…

ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ବିମାନବନ୍ଦରରେ ଅଟକ

କୋଲକାତା,୫।୬: ଦୁବାଇ ଯିବାକୁ ବାହାରିଥିବା ତୃଳମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ପୁଣି ଥରେ କୋଲକାତା ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଇଡି ସୂତ୍ର ଅନୁଯାୟୀ, ରୁଜିରାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି, ଯେଉଁଥିପାଇଁ ନେତାଜୀ ସୁଭାଷ…

ସିସୋଡିଆଙ୍କୁ ଝଟକା: ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୫।୬: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଦିଲ୍ଲୀ ହାଇକୋର୍ଟ ସୋମବାର ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସିସୋଡିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।…

ପରଲୋକରେ ମହାଭାରତର ଶକୁନି: ବିଭିନ୍ନ ମହଲରେ ଶୋକ

ମୁମ୍ବାଇ,୫।୬: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଚରିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଗୁଫି ପେଣ୍ଟାଲ(୭୯)ଙ୍କ ସୋମବାର ପରଲୋକ ହୋଇଯାଇଛି। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?