ଜାତୀୟ

ଭାବିବୋହୂଙ୍କ ଫଟୋ ଶେୟାର କଲେ ନବଜୋତ ସିଦ୍ଧୁ

ଚଣ୍ଡିଗଡ,୨୭।୬: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ତାଙ୍କ ଭାବିବୋହୂଙ୍କୁ ପରିଚିତ କରାଇବା ସହ ଟୁଇଟରରେ ଫଟୋ ମଧ୍ୟ ଶେୟାର କରିଛନ୍ତି। ସିଦ୍ଧୁ ଏକ ଟୁଇଟ କରି ଦୁର୍ଗା-ଅଷ୍ଟମୀ ଅବସରରେ ନିଜ ପରିବାର ସହିତ ନେଇଥିବା ଯାତ୍ରାର କିଛି ଫଟୋ…

ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ, ୫ ବନ୍ଦେ ଭାରତ ଟ୍ରେନକୁ ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଭୋପାଳରେ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାଜପା କର୍ମୀଙ୍କୁ ବୁଥ ବିଜୟର ମନ୍ତ୍ର ଦେବେ। ପୂର୍ବାହ୍ନ ୧୦.୩୦ରେ…

‘ଉଗ୍ରବାଦୀଙ୍କୁ ପଳାୟନରେ ସାହାଯ୍ୟ କରୁଛନ୍ତି ମହିଳା, ଜାଣିଶୁଣି ଅଟକାଉଛନ୍ତି ରାସ୍ତା’, ମଣିପୁର ହିଂସାକୁ ନେଇ ଟୁଇଟ କଲା ସେନା

ଇମ୍ଫାଲ,୨୭।୬: ଜାତି ହିଂସାର ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଥିବା ବେଳେ ଏଥିରେ କେବଳ ସ୍ଥାନୀୟ ମହିଳାମାନେ ବାଧା ସୃଷ୍ଟି କରୁଛନ୍ତି। ଭାରତୀୟ ସେନା ମଙ୍ଗଳବାର ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛି। ଗତ ମେ’…

ବିଧାୟକ ଅବୁ ଆଜମିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୭।୬: ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମିଙ୍କୁ ହ୍ବାଟସଆପ ମେସେଜ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଜଣେ ଅଜଣା ବ୍ୟକ୍ତି ଏଭଳି ଧମକ ଦେଇଛନ୍ତି। ଏ ନେଇ ବିଧାୟକ କୋଲାବା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ଏହି…

ଏୟାର ଇଣ୍ଡିଆ ଫ୍ଲାଇଟରେ ପରିଶ୍ରା କରିଥିବା ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ

ନୂଆଦିଲ୍ଲୀ,୨୭।୬: ବିମାନ ଭିତରେ ପରିସ୍ରା କରିବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପରିସ୍ରା କରିଛନ୍ତି। ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏହି ଘଟଣା ଘଟିଥିଲା, ପରେ ଅଭିଯୁକ୍ତକୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରାଯାଇଥିଲା।…

‘ପ୍ରଥମ ବର୍ଷାରେ ବସ୍ତ୍ର ହରଣ’, ସାମନାରେ ଶିନ୍ଦେ-ଫଡନବିଶଙ୍କୁ ଟାର୍ଗେଟ

ମୁମ୍ବାଇ,୨୭।୬: ପ୍ରଥମ ମୌସୁମୀ ବର୍ଷାରେ ଜଳମଗ୍ନ ହୋଇଛି ମାୟାନଗରି ମୁମ୍ବାଇ। ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଙ୍ଗର ସାମ୍ନା କରିବାକୁ ପଡିଛି। ଏ ସମ୍ପର୍କରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାମାନା ସମ୍ପାଦକୀୟ ମାଧ୍ୟମରେ ଶିନ୍ଦେ-ଫଡନବିଶ ସରକାରକୁ ଟାର୍ଗେଟ କରିଛନ୍ତି।…

ୟୁପି ଏସଟିଏଫ ଏନକାଉଣ୍ଟରରେ ପୁରସ୍କାର ଘୋଷିତ ଅପରାଧି ନିହତ

ଲକ୍ଷ୍ନୌ,୨୭।୬: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାରେ ୟୁପି ଏସଟିଏଫ ଏବଂ ପୁରସ୍କାର ଘେଶଷିତ ଅପରାଧିଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଅପରାଧୀଙ୍କ ନିହତ ହୋଇଛନ୍ତି। ହତ୍ୟା ଓ ହକାୟତି ମାମଲାରେ ଅପରାଧୀଙ୍କୁ ଖୋଜା ଚାଲିଥିଲା। ପୋଲିସ ମୃତଦେହକୁ ପୋଷ୍ଟ ମର୍ଟମ…

ବନ୍ଧୁଙ୍କ ଗଳାକାଟି ରକ୍ତ ପିଇଲେ

ବେଙ୍ଗାଲୁରୁ, ୨୭।୬: କର୍ନାଟକ ଚିକାବାଲାପୁରରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ଗଳା କାଟି ରକ୍ତ ପିଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୟଙ୍କ ସ୍ତ୍ରୀ ସହ ବନ୍ଧୁ ମରେଶଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ। ମରେଶଙ୍କଠାରୁ ପ୍ରତିଶୋଧ ନେବା…

ଟାର୍ଗେଟ୍‌ରେ ସଲମାନ୍‌: ଗୋଲ୍ଡି ବ୍ରାର

ନୂଆଦିଲ୍ଲୀ,୨୭।୬: ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କାନାଡାରେ ଥିବା ଗ୍ୟାଙ୍ଗଷ୍ଟର୍‌ ଗୋଲ୍ଡି ବ୍ରାର କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଗୋଲ୍ଡି କହିଛନ୍ତି ଯେ, ଆମ ଶତ୍ରୁମାନଙ୍କ ତାଲିକାରେ ସଲମାନଙ୍କ ନଁା ରହିଛି। ସେ ଏବେ ଆମ…

‘ସବୁ ଜାତିର ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବେ’

ଚେନ୍ନାଇ, ୨୭ା୬: ମନ୍ଦିର ପୂଜକ ନିଯୁକ୍ତ କରିବାରେ ଜାତିର କୌଣସି ଭୂମିକା ନ ଥିବା ମାଡ୍ରାସ ହାଇକୋର୍ଟ ସୋମବାର କହିଛନ୍ତି। ପୂଜକ ହେବାକୁ ଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ମନ୍ଦିରର ରୀତିନୀତି ସମ୍ପର୍କରେ ଭଲ ଭାବେ ଜାଣିଥିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏନ୍‌.…

ମଣିପୁରରେ ତଲାସି ଅଭିଯାନ ଜାରି

ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍‌ପି, କାକ୍‌ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ…

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?