ସମସ୍ତ ବିରୋଧୀ ‘କଂଗ୍ରେସ ମୁକ୍ତ ଭାରତ’ ପାଇଁ ବ୍ୟସ୍ତ ଅଛନ୍ତି କି? ପ୍ରମୋଦ କୃଷ୍ଣଙ୍କ ଟୁଇଟ ଭାଇରାଲ…
ନୂଆଦିଲ୍ଲୀ,୧୭।୬ : ବିରୋଧୀ ଏକତା ଏବଂ କଂଗ୍ରେସ ସମ୍ପର୍କରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏଭଳି ଏକ ଟୁଇଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ପ୍ରମୋଦ କୃଷ୍ଣ ବିରୋଧୀ ଏକତା ସମ୍ପର୍କରେ ବିଭିନ୍ନ ଦଳ…
ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ମମତାଙ୍କ ଗିରଫ ଦାବି କଲା ଭାଜପା
କୋଲକାତା, ୧୭।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଭାଜପା ଦାବି କରିଛି। ଭାଜପା ନେତା ପ୍ରିୟଙ୍କା ତିବ୍ରେୱାଲ ଶନିବାର ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀଙ୍କୁ ହିଂସା ଘଟାଇବା…
ଏନସିପିକୁ ଏନଡିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ ବାଜପେୟୀ: ପ୍ରଫୁଲ୍ଲ ପଟେଲ…
ମୁମ୍ବାଇ,୧୭।୬ : ଏନସିପିର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ତଥା ଏମପି ପ୍ରଫୁଲ୍ଲ ପଟେଲ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କେନ୍ଦ୍ରରେ ନ୍ୟାଶନାଲ ଡେମୋକ୍ରାଟିକ…
ପୂର୍ବରୁ ଗରିବ ଭୋକରେ ମରୁଥିଲେ, ଏବେ ଖାଇ ଖାଇ ମରୁଛନ୍ତି: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…
ଲକ୍ଷ୍ନୌ,୧୭।୬ : ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ସମ୍ପର୍କରେ କହିବାକୁ ସେହୋରକୁ ଆସିଥିବା ଉତ୍ତରପ୍ରଦେଶର ଭାଜପା ଏମପି ରାମଶଙ୍କର କଠେରିଆ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଖବରଦାତାଙ୍କୁ କହିଛନ୍ତି ୨୦୧୪ ପୂର୍ବରୁ ଗରିବମାନେ…
‘ଭାଜପା ନେତାମାନେ ବିରୋଧ କରିବାକୁ ଦେଇଥିଲେ ଅନୁମତି’ ନାବାଳିକା ବୟାନ ବଦଳାଇବା ଉପରେ ସାକ୍ଷୀ ମଲିକ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୭।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଗୁରୁବାର କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି। ବ୍ରିଜ୍ଭୂଷଣଙ୍କ ଉପରେ ଲାଗୁ ହୋଇଥିବା ପୋସ୍କୋ ଆକ୍ଟ…
ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା
ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪…
ଧର୍ମର ମାର୍କେଟିଙ୍ଗ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲୋଟ…
ଜୟପୁର,୧୭।୬ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଭାଜପା ଧର୍ମ ନାମରେ ରାଜନୀତି କରୁଛି। ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଲୋକମାନେ ସେମାନଙ୍କ ମନଗଢ଼ା କାହାଣୀକୁ…
‘ଅଖିଳେଶଙ୍କ ସମାଜବାଦୀ ପାର୍ଟି ୨୦୨୪ରେ ସମାପ୍ତବାଦୀ ହେବାକୁ ଯାଉଛି’
ଲକ୍ଷ୍ନୌ,୧୭।୬: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୟରେ ଉତ୍ତରପ୍ରଦେଶ କ୍ରମାଗତ ଭାବେ ଆଗକୁ ବଢୁଛି। ଗରିବ, ଯୁବକ, କୃଷକ ଏବଂ ମହିଳାଙ୍କ ପାଇଁ ଭଲ କାମ କରାଯାଉଛି।…
‘ନେତାଜୀ ବଞ୍ଚିଥିଲେ ଭାରତ କେବେ ବିଭାଜିତ ହୋଇ ନ ଥାଆନ୍ତା’,ଏନଏସଏ ଅଜିତ ଡୋଭାଲ କହିଲେ ଜିନ୍ନା ବି…
ନୂଆଦିଲ୍ଲୀ,୧୭।୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଅଜିତ ଡୋଭାଲ ଶନିବାର ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲରେ ପ୍ରଥମ ସ୍ପିଚ ଦେଇଛନ୍ତି। ଏହି ସମୟରେ ସେ ଦେଶର ବିଭାଜନ ଓ ନେତାଜୀଙ୍କ ବ୍ୟକ୍ତିତ୍ୱକୁ ନେଇ ବଡ କଥା କହିଛନ୍ତି। ଏନଏଏସ କହିଛନ୍ତି, ‘ଯଦି…
ସକ୍ରିୟ ମାମଲା ୨ ହଜାର ତଳେ…
ନୂଆଦିଲ୍ଲୀ, ୧୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଗୁଜରାଟରେ ଶାହା, କ୍ଷୟକ୍ଷତି କଲେ ସମୀକ୍ଷା…
ଅହମଦାବାଦ,୧୭।୬ : ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜରାଟର କଚ୍ଛରେ ସାଇକ୍ଲୋନ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଅମିତ ଶାହା ସିଏମ ପଟେଲ ଏବଂ ଅନ୍ୟ ବରିଷ୍ଠ…
କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ
ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ କିମ୍ବା…

