ଜାତୀୟ

ବ୍ରିଜ ଭୂଷଣଙ୍କ ଉପରେ ଯୌନ ଅଭିଯୋଗ ଆଣିଥିବା ନାବାଳିକା ଫେରାଇ ନେଲେ ନିଜର ଅଭିଯୋଗ

ନୂଆଦିଲ୍ଲୀ,୫।୬: ଦେଶର ଜଣାଶୁଣା କୁସ୍ତିଯୋଦ୍ଧାମାନେ ଗତ କିଛି ମାସ ଧରି ଭାରତୀୟ ଜନତା ପାର୍ଟି(ଭାଜପା)ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥି ସହିତ ଜଣେ…

ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ ଶାଶୁଙ୍କ କଥା ଶୁଣିବା ପରେ ମାମଲା କାଉନସେଲିଂ ସେଣ୍ଟରକୁ ପଠାଇଥିଲେ। ପରାମର୍ଶଦାତା ଉଭୟ ପକ୍ଷଙ୍କୁ…

ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ…

ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ କିଛି…

ଶେଷ ହୋଇନି କରୋନା ମହାମାରୀ, ଭବିଷ୍ୟତ ପାଇଁ ପ୍ରସ୍ତୁତି ଏବେଠାରୁ ଜରୁରୀ: ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ…

ହାଇଦ୍ରାବାଦ,୫।୬ : ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ବର୍ତ୍ତମାନର ତଥା ଭବିଷ୍ୟତର ମହାମାରୀ ସହିତ ଲଢ଼ିବାକୁ ପଡିବ। ଏଥିପାଇଁ ଏହା ଆବଶ୍ୟକ ଆମେ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବା। ଆମକୁ କେବଳ ଏକୀକରଣ କରିବା ନୁହେଁ, ବରଂ ଏକ…

ମିଳିଥିଲା ଗ୍ରୀନ ସିଗନାଲ: କହିଲେ କରୋମଣ୍ଡଳ ଲୋକୋ ପାଇଲଟ…

ବାହାନଗା,୫।୬ : ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଏବଂ ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ରେଳ ଅପରେସନ୍ସ ଏବଂ ବାଣିଜ୍ୟ ବିକାଶ ବୋର୍ଡ ସଦସ୍ୟ ଜୟା…

୩ ବର୍ଷ ପରେ ପାସ୍‌ପୋର୍ଟ ପାଇଲେ ମେହବୁବା

ଶ୍ରୀନଗର, ୫ା୬: ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ୩ ବର୍ଷ ପରେ ପାସ୍‌ପୋର୍ଟ ଇସ୍ୟୁ କରାଯାଇଛି। ଏହାର ବୈଧତା ଅବଧି ୧୦ ବର୍ଷ ରହିଛି। ଦିଲ୍ଲୀ ହାଇକୋର୍ଟରେ ଦୀର୍ଘଦିନର ଲଢ଼େଇ ପରେ ପିଡିପି ନେତ୍ରୀଙ୍କୁ ପାସ୍‌ପୋର୍ଟ…

ମଣିପୁରରେ ପେଟ୍ରୋଲ ୨୦୦ ଟଙ୍କା

ନୂଆଦିଲ୍ଲୀ/ଇମ୍ଫାଲ, ୫ା୬ : ହିଂସାଗ୍ରସ୍ତ ମଣିପୁରରେ ଦରଦାମ୍‌ ଆକାଶଛୁଆଁ ହୋଇଛି। ପେଟ୍ରୋଲ କଳାବଜାରରେ ଲିଟର ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଏଟିଏମ୍‌ଗୁଡ଼ିକରେ ଟଙ୍କା ନ ଥିବାବେଳେ ଦୋକାନ ବଜାର ଦିନକୁ ଅଳ୍ପ…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୫ା୬: ବାହାନଗା ଟ୍ରିପଲ ଟ୍ରେନ୍‌ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେନ୍‌ଗୁଡ଼ିକର ଉଦ୍‌ଘାଟନ କରୁଥିବାବେଳେ ରେଳ…

ଭାଜପା-ଟିଡିପି ମେଣ୍ଟକୁ ନେଇ ଚର୍ଚ୍ଚା

ଅମରାବତୀ, ୫ା୬ (ଆଇଏଏନ୍‌ଏସ୍‌): ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶନିବାର ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଆଲୋଚନା କରିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଟିଡିପି…

ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି: ମମତା

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ଘଟିଥିବା ରେଲଓ୍ବେ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ…

ସିଏଜି ତ୍ରୁଟି ଦେଖାଇଥିଲେ, ମନ୍ତ୍ରୀ ଦୋହରାଇଲେ

ନୂଆଦିଲ୍ଲୀ,୫ା୬: ବାଲେଶ୍ୱର ଜିଲା ବାହାନଗା ୩ ରେଳ ଦୁର୍ଘଟଣାର ମୂଳ କାରଣ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଏକ ରିପୋର୍ଟରେ ଏହା ପ୍ରଘଟ ହେବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ‘ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ’ରେ ପରିବର୍ତ୍ତନ ଓ ସିଗ୍‌ନାଲ ତ୍ରୁଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri