‘ଆମେ ବିଶ୍ୱକୁ କହିଲୁ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସର ଅର୍ଥ’, ରାଜନାଥ ସିଂ
ଜମ୍ମୁ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ଇଜିପ୍ଟ ଗସ୍ତ କରି ସ୍ବଦେଶ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ଓ ସ୍ଥିତି ବୃଦ୍ଧି…
ଆଗାମୀ ରଣନୀତିକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିରୋଧୀ ମେଣ୍ଟ ପୂର୍ବରୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ
ନୂଆଦିଲ୍ଲୀ,୨୬।୬: ପ୍ରମୁଖ ବିରୋଧୀ ଦଳ ସହ ହେବାକୁ ଥିବା ମେଣ୍ଟକୁ ନେଇ କଂଗ୍ରେସ ବୈଠକ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଦଳର ରଣନୀତି ସ୍ଥିର କରୁଥିବା ବରିଷ୍ଠ…
‘ସରକାରୀ ଟଙ୍କା ନଷ୍ଟ କରି ମୋଦି ହେଉଛନ୍ତି ନେତା’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମମତା
କୋଲକାତା,୨୬।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ରୋମାଞ୍ଚକର ହେବାରେ ଲାଗିଛି। ପ୍ରଥମଥର ଲାଗି ପଞ୍ଚାୟତ ନିର୍ବାଚନର ପ୍ରଚାରରେ ବାହାରିଥିବା ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।କୁଚବିହାରରେ ଏକ…
ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହା, ମଣିପୁର ସ୍ଥିତି ସମ୍ପର୍କରେ ଦେଲେ ସୂଚନା
ନୂଆଦିଲ୍ଲୀ,୨୬।୬: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ…
ପ୍ରଧାନମନ୍ତ୍ରୀ କାହିଁକି ଚୁପ୍: ଖାର୍ଗେଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୬।୬ : ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି। ମଣିପୁରର ପରିସ୍ଥିତି ସମ୍ପର୍କରେ ଶାହା ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ତେବେମଣିପୁର ହିଂସା ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଜ…
ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ୫ ଦାବି ରଖିଲା କଂଗ୍ରେସ
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିବସୀୟ ବିଦେଶ ଗସ୍ତରୁ ଫେରିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଅମିତ ଶାହା ମଣିପୁରର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି, ଯାହାକୁ ନେଇ…
ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି: କମଲନାଥ…
ଭୋପାଳ,୨୬।୬ : ମଧ୍ୟପ୍ରଦେଶର ପିସିସି ମୁଖ୍ୟ କମଲ ନାଥ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ସେମାନେ ଯେତେ ଅଧିକ ଦୁର୍ବ୍ୟବହାର କରିବେ, ମୋତେ ଜନସାଧାରଣଙ୍କ…
ପୁଟିନଙ୍କ ଭଳି ମୋଦିଙ୍କୁ ମଧ୍ୟ କ୍ଷମତାରୁ ଯିବାକୁ ପଡ଼ିବ, ହେବ ବିଦ୍ରୋହ : ସାମନାରେ ଲେଖା ପ୍ରକାଶିତ…
ମୁମ୍ବାଇ,୨୬।୬ : ଉଦ୍ଧବ ଠାକରେଙ୍କ ମୁଖପାତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ସମାଲୋଚନା କରାଯାଇଛି। ସମ୍ପାଦକୀୟରେ ଏହା ଲେଖାଯାଇଛି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପରି ମୋଦିଙ୍କୁ ମଧ୍ୟ କ୍ଷମତାକୁ ଯିବାକୁ ପଡ଼ିବ, ପାଟନାରେ ହୋଇଥିବା…
ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ରାହୁଲଙ୍କ ଶରଣରେ ନୀତୀଶ-ଲାଲୁ: ବାବୁଲାଲ ମରାଣ୍ଡି…
ରାଞ୍ଚି,୨୬।୬ : ଜରୁରୀକାଳୀନ ପରିସ୍ଥିତି ନେଇ ମନ୍ତବ୍ୟ ଦେବା ଅବସରରେ ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ଭାଜପାର ନେତା ବାବୁଲାଲ ମରାଣ୍ଡି ବିରୋଧୀ ଏକତାକୁ ଟାର୍ଗେଟ କରିଛନ୍ତି। ପାଟନାରେ ବିରୋଧୀ ଦଳର ବୈଠକରେ କଂଗ୍ରେସ, ଆରଜେଡି ଏବଂ ଜେଡିୟୁ ଗୋଟିଏ…
ବଢିବ ବିଜୁଳି ବିଲ୍: ଡିଇଆରସିର ନିଷ୍ପତ୍ତି ପରେ ବୟାନ ଜାରି କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ବଦ୍ୟୁତ ନିୟାମକ ଆୟୋଗ (ଡିଇଆରସି) ଦ୍ୱାରା ବିଦ୍ୟୁତ ହାର ବୃଦ୍ଧି ନେଇ ଦିଲ୍ଲୀ ସରକାରଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସରକାରଙ୍କ ଅନୁଯାୟୀ ଏହି ବୃଦ୍ଧି ଗ୍ରାହକଙ୍କୁ ସିଧାସଳଖ ପ୍ରଭାବିତ କରିବ ନାହିଁ। ଦିଲ୍ଲୀ ସରକାର କହିଛନ୍ତି ଯେ ବିଦ୍ୟୁତ…
ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ତୃତୀୟ ଥର ପାଇଁ ଭୁଲ ନ କରୁ କଂଗ୍ରେସ: ଏଏପି…
ନୂଆଦିଲ୍ଲୀ,୨୬।୬ : ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳଙ୍କଠାରୁ ନିରନ୍ତର ସମର୍ଥନ ଲୋଡୁଥିବା ଆମ ଆଦମୀ ପାର୍ଟି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଏଏପି କହିଛି ରାହୁଲ…
ପାଞ୍ଚ ଦିନିଆ ୟୁପି ଗସ୍ତରେ ଯିବେ ମୋହନ ଭାଗବତ
ନୂଆଦିଲ୍ଲୀ,୨୬।୬: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଜୁଲାଇରେ ୫ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ଜୁଲାଇ ୧ରୁ ୫ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶରେ ରହିବେ। ରାଜଧାନୀ ଲକ୍ଷ୍ନୌରେ ଭାଗବତ ରହିବାର କାର୍ଯ୍ୟକ୍ରମ ରହିଛି। ଏହି…

