ଜାତୀୟ

ଆସମରେ ଭୟଙ୍କର ବନ୍ୟା: ପାଣି ଘେରରେ ୫ଲକ୍ଷ ଲୋକ

ଦିସପୁର,୨୪।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଅବିଶ୍ରାନ୍ତ ବର୍ଷ ଯୋଗୁ ଚାରିଆଡ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ତେବେ ଏପରି ସଙ୍ଗୀନ ପରିସ୍ଥତିରେ ଆସାମର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା…

ଏଣିକି ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪।୬:ଏବେ ସରକାରୀ କାର୍ଯ୍ୟଳୟରେ ବାୟୋମେଟ୍ରିକ ହେବ ବାଧ୍ୟତାମୂଳକ। ଏନେଇ ସବୁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସମ୍ପ୍ରତି ସମୀକ୍ଷା ବୈଠକରେ ଜଣାପଡିଛି ଯେ, ଯେଉଁ…

ହିମନ୍ତ ବିଶ୍ୱ ଶର୍ମା ପ୍ରଧାନମନ୍ତ୍ରୀଙ୍କ ମଣ୍ଡଳୀର ଏକ ଅଂଶ: ଜୟରାମ ରମେଶ

ଗୁଆହାଟୀ,୨୪।୬: ହୁସେନ ଓବାମାଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ବିରୋଧୀ ଦଳ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ କଡ଼ା ଆକ୍ରମଣ କରୁଛନ୍ତି। ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ…

କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ଅଜୟ ମାକନ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ ଦିଲ୍ଲୀ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଓ ତାଙ୍କ ଦଳ ମଧ୍ୟରେ ଜାରି ରହିଥିବା ତୁତୁମେମେ ଭିତରେ ଏଏପିକୁ ଟାର୍ଗେଟ…

ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ,୨୪।୬: ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି।…

ଆଜି ଇଜିପ୍ଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଯାତ୍ରା ଶେଷ ହୋଇଛି। ବର୍ତ୍ତମାନ ମୋଦି ଜୁନ ୨୪ ଅର୍ଥାତ୍‌ ଶନିବାର ଆଫ୍ରିକୀୟ ଦେଶ ଇଜିପ୍ଟ ଗସ୍ତ କରିବେ। ଇଜିପ୍ଟ ଏବଂ ଭାରତ ହେଉଛି ଦୁଇଟି ପ୍ରାଚୀନ ସଭ୍ୟତା। ମିଶରର ନୂତନ ନାମ…

ଶାହାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ, ମଣିପୁର ସ୍ଥିତି ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୬: ଗତ ଦେଢ ମାସ ହେବ ମଣିପୁରରେ ହିଂସା ଏବଂ ଉତ୍ତେଜନା ଲାଗିରହିଛି। ତେବେ ଏହି ପରିସ୍ଥିତି ଉପରେ ଆଲୋଚନା ପାଇଁ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ଡକାଯାଇଛି। ଦୀର୍ଘ…

ଚାଷୀଙ୍କ ଜୀବିକା ପ୍ରତି ସରକାର ଉଦାସୀନ

ନୂଆଦିଲ୍ଲୀ, ୨୪ା୬: କେନ୍ଦ୍ର ସରକାର ଗତ ୭ ତାରିଖରେ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ(ଆମଦାନୀ ଓ ରପ୍ତାନି) ବିଲ୍‌, ୨୦୨୩ ଆଣିଥିଲେ। ଏହା ପ୍ରଚଳିତ ପ୍ରାଣୀଧନ ଆମଦାନୀ(ସଂଶୋଧନ) ଆଇନ, ୨୦୦୧ ସ୍ଥାନରେ କାର୍ଯ୍ୟକାରୀ ହୋଇଥାନ୍ତା। ଏଥିପାଇଁ ଜନସାଧାରଣ ଏବଂ ଆମଦାନିକାରୀ ରପ୍ତାନିକାରୀମାନେ…

ଏକାଠି ଲଢ଼ିବେ ୧୭ ଦଳ

ପାଟନା/ନୂଆଦିଲ୍ଲୀ/ଜମ୍ମୁ,୨୪ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ଭାଜପାକୁ ହରାଇବା ପାଇଁ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ। ଏଥିଲାଗି ଆବଶ୍ୟକ ହେଲେ ବ୍ୟକ୍ତିଗତ ମତଭେଦ, ମହତ୍ତ୍ୱାକାଂକ୍ଷା ଓ ଦଳୀୟ ସ୍ବାର୍ଥ ତ୍ୟାଗ କରିବାକୁ ହେବ। ନିର୍ବାଚନରେ ବିରୋଧୀ ମେଣ୍ଟ ବିଜୟୀ ହେଲେ ଆମ…

ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ

କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ପୁରୁଲିଆ ଜିଲାରେ ତୃଣମୂଳ ନେତାଙ୍କ ହତ୍ୟାକୁ…

ଭଲ ବ୍ୟବସାୟ ଲାଗି ଘୋଡ଼ାକୁ ଜୋରଜବରଦସ୍ତି ଟଣାଉଛନ୍ତି ଗଞ୍ଜେଇ

ଡେରାଡୁନ୍‌: ଏକ ଘୋଡ଼ାକୁ ୨ ଜଣ ବ୍ୟକ୍ତି ଜୋର ଜବରଦସ୍ତ ଧୂମପାନ କରାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ରାସ୍ତାରେ। ଗୁରୁବାର ଏହି ଭିଡିଓ ଭାଇରାଲ ହେବା…

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍‌.ବି ପାଟିଲ୍‌। ସେ କହିଛନ୍ତି, ଏଲନ ମସ୍କଙ୍କ ଟେସଲା କମ୍ପାନୀ ପାଇଁ ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?