ଜାତୀୟ

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ ଆଶ୍ୱସ୍ତି

ଲକ୍ଷ୍ନୌ,୨୫।୯: ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ବର୍ଷର ଦଣ୍ଡ ଉପରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଆଶ୍ୱସ୍ତି ମିଳିଛି। ଆହ୍ଲାବାଦ ହାଇକୋର୍ଟ ମୁଖତାର ଅନସାରୀଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। ଏହା ସହିତ…

ଜାଣିଶୁଣି ଋଣ ପୈଠ ନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି…

ନୂଆଦିଲ୍ଲୀ,୨୫।୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କ…

୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଆସନ୍ତା ମାସର ପ୍ରଥମ…

ଆଜି ମୋ ପାଖରେ ଅର୍ଥମନ୍ତ୍ରଣାଳୟ, ଆସନ୍ତାକାଲି ରହିବ କି ନାହିଁ ଜାଣେନା: ଅଜିତଙ୍କ ମନ୍ତବ୍ୟ ନେଇ କଳ୍ପନା ଜଳ୍ପନା…

ମୁମ୍ବାଇ,୨୫।୯ : ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ତାଙ୍କ ବିବୃତ୍ତିରେ ପୁଣିଥରେ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛନ୍ତି। ବାରାମତିରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଜି ମୋ…

ଆପଣ ନୁହନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଶିବରାଜଙ୍କୁ କମଲନାଥଙ୍କ କଟାକ୍ଷ…

ଭୋପାଳ,୨୫।୯ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋପାଳ ଗସ୍ତ ସମ୍ପର୍କରେ କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଟାକ୍ଷ କରିଛନ୍ତି। ସେ ଶିବରାଜଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆସୁଥିବାରୁ ଆପଣ ଆଜି ଟିକିଏ ଧୈର୍ଯ୍ୟବାନ…

ଇଣ୍ଡିଆ ମେଣ୍ଟରେ ଫାଟ: ଦରମା ନ ନେଇ ସ୍ପେନରେ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଲେ ମମତା, କଂଗ୍ରେସର ପ୍ରଶ୍ନ…

କୋଲକାତା,୨୫।୯ : ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କ ସ୍ପେନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଡେଙ୍ଗୁ ରୋଗ ବଢୁଥିବା ସମୟରେ ସିଏମ ମମତା…

ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି: ୫୦ ପ୍ରତିଶତ ଯବାନ ହେବେ ସ୍ଥାୟୀ…

ନୂଆଦିଲ୍ଲୀ,୨୫।୯ : ସେନାରେ ନିଯୁକ୍ତି ପାଇଁ ୨୦୨୨ ମସିହାରେ କାର୍ଯ୍ୟକାରୀ ହୋଇଥିବା ଅଗ୍ନିବୀର ଯୋଜନାରେ ସରକାର ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି। ଏକ ଖବର ଅଛି ଶୀଘ୍ର ସେନାରେ ସ୍ଥାୟୀ ହେବାକୁ ଥିବା ସୈନିକଙ୍କ ସଂଖ୍ୟା ବଢ଼ିପାରେ। ବର୍ତ୍ତମାନ ଏହି ବିଷୟରେ…

ସନାତନ ବିରୋଧୀଙ୍କ ସହ ଅଛି କଂଗ୍ରେସ, ଉଚିତ୍‌ ଶିକ୍ଷା ଦେବେ ଜନତା: ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୫।୯: ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ରାଷ୍ଟ୍ରିୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ’କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏହି ମିଳିତ ମଞ୍ଚର କିଛି ଲୋକ ସନାତନ ବିରୋଧୀ…

ଏଆଇଡିଏମ୍‌କେ-ଭାଜପା ମଧ୍ୟରେ ସମ୍ପର୍କ ଘନିଷ୍ଠ, ଉପରକୁ ଝଗଡା: ଏମ.କେ ଷ୍ଟାଲିନ

ଚେନ୍ନାଇ,୨୫।୯: ଡିଏମକେ ସଭାପତି ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟରେ ଏଆଇଡିଏମ୍‌କେ ଏବଂ ଭାଜପା ମଧ୍ୟରେ ଚାଲିଥିବା ବିବାଦ ଉପରେ ମନ୍ତବ୍ୟ ଦେଇଛନ୍ତି। ନିକଟରେ ଏଆଇଏଡିଏମକେ ଭାଜପା ସହ ମେଣ୍ଟ ଭାଙ୍ଗିଥିବା ପ୍ରଶ୍ନର ଉତ୍ତରରେ ସିଏମ ଷ୍ଟାଲିନ କହିଛନ୍ତି, ଏହା…

୨ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୫।୯ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି। ଏହା ସହିତ ପୋଲିସ ୫ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ଏହି ସୂଚନା ପ୍ରଦାନ କରିଛି। ସେମାନଙ୍କଠାରୁ ଦୁଇଟି ପିସ୍ତଲ, ତିନୋଟି…

ଭାଜପା ବିଧାୟକଙ୍କ ଫ୍ଲାଟ୍‌ରେ କର୍ମଚାରୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ,୨୫।୯: ଉତ୍ତରପ୍ରଦେଶର ହଜରତଗଞ୍ଜରେ ଭାଜପା ବିଧାୟକ ଯୋଗେଶ ଶୁକ୍ଲାଙ୍କ ଫ୍ଲାଟ ନମ୍ବର ୮୦୪ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କ ମିଡିଆ ସେଲର ଜଣେ କର୍ମଚାରୀ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କବାଟ ଭାଙ୍ଗି ଭିତରକୁ ଯାଇ ମୃତଦେହକୁ ଜବତ…

ଗଣପତି ଦର୍ଶନ ପାଇଁ ଶିନ୍ଦେଙ୍କ ଘରେ ସଲମାନ-ଶାହାରୁଖ…

ମୁମ୍ବାଇ,୨୫।୯ : ଆଗାମୀ ଚଳଚ୍ଚିତ୍ର ଟାଇଗର ବନାମ ପଠାନରେ ମୁଖ୍ୟ ଅଭିନେତା ଭାବରେ ଶାହରୁଖ ଖାନ ଏବଂ ସଲମାନ ଖାନ ପୁଣି ପରଦାରେ ଏକାଠି ହେବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏହାପୂର୍ବରୁ ଦୁହେଁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ମହାରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?