ଜାତୀୟ

ତଦନ୍ତ ଲାଗି ବରିଷ୍ଠ ଆଇପିଏସ୍‌ ଅଫିସର ନିଯୁକ୍ତ କର

ନୂଆଦିଲ୍ଲୀ,୨୬ା୯: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ୮ ବର୍ଷର ମୁସଲମାନ ଛାତ୍ରଙ୍କୁ ସହପାଠୀମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ମାଡ଼ ମରାଇବା ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର…

ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସରକାର ନୂତନ ପିଢ଼ିର ସବୁଜ ଯାନ…

ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ ସୋମବାର ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଅନୁରୂପ ମନ୍ତବ୍ୟ ଦେଉଥିବା…

କେରଳରେ ସେନା ଯବାନଙ୍କୁ ଆକ୍ରମଣ

କୋଲାମ୍‌,୨୬ା୯:କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟ ବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍‌ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…

ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ୪୮ ସ୍ଥାନରେ ଚଢ଼ାଉ

ଫିରୋଜପୁର,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂ ଲଣ୍ଡା ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ପଞ୍ଜାବ ପୋଲିସ ସୋମବାର ଚଢ଼ାଉ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୪୮ଟି ସ୍ଥାନରେ ଏକସଙ୍ଗେ ତଲାସି କରାଯାଇଥିଲା। ଫିରୋଜପୁରର…

କାନାଡାରେ ରହିବାକୁ ଭୟ କରୁଛନ୍ତି ହିନ୍ଦୁ

ଖଲିସ୍ତାନୀ ଆତଙ୍କବାଦୀ ହରମିତ୍‌ ସିଂ ନିଜ୍ଜର ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଟ୍ରୁଡୋଙ୍କ ଦଳର ଏମ୍‌ପି ଚନ୍ଦ୍ର ଆର୍ଯ୍ୟ…

ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ । ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ର ମୁଖ୍ୟ ପନ୍ନୁନ୍‌ଙ୍କ…

କାବେରୀ ଜଳ ବିବାଦକୁ ନେଇ ବେଙ୍ଗାଲୁରୁ ବନ୍ଦ

ବେଙ୍ଗାଲୁରୁ,୨୬।୯: କାବେରୀ ଜଳ ବିବାଦକୁ ନେଇ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ତେବେ ବେଙ୍ଗାଲୁରୁରେ ବିରୋଧ କରୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ମଙ୍ଗଳବାର (୨୬ ସେପ୍ଟେମ୍ବର) ଏବଂ ଶୁକ୍ରବାର (୨୯ ସେପ୍ଟେମ୍ବର) ରେ ଏକ ବନ୍ଦ ଡାକରା…

ମଧ୍ୟପ୍ରଦେଶରେ ୟୁପି ଫର୍ମୁଲା ପକାଇଲେ ଶାହା

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶରେ ୩୯ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଭାଜପା ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ ତିନିଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୭ ଜଣ ଏମ୍‌ପିଙ୍କୁ ଭାଜପା ସ୍ଥାନିତ କରିଛି। ମଧ୍ୟପ୍ରଦେଶରେ ଭାଜପା ଯେଉଁ ୭ ଜଣ ଏମ୍‌ପିଙ୍କୁ ଟିକେଟ ଦେଇଛନ୍ତି,…

ଏବେ ନୂଆ ଲୁକରେ ନଜର ଆସିବେ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ

ନୂଆଦିଲ୍ଲୀ,୨୬।୯:ଏବେ ଏୟାର ଇଣ୍ଡିଆର କ୍ରିୟୁ ମେମ୍ବର ନୂଆ ଲୁକରେ ନଜର ଆସିବେ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନ୍ୟୁ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା । ବର୍ତ୍ତମାନ ବିମାନ କର୍ମଚାରୀମାନେ…

ସୁପ୍ରିମକୋର୍ଟରେ ଯୁକ୍ତି ରଖିଲେ ମୂକ, ବଧିର ଆଇନଜୀବୀ

ନୂଆଦିଲ୍ଲୀ,୨୬ା୯: ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମୂକ, ବଧିର ଆଇନଜୀବୀ ଜଣେ ଇଣ୍ଟରପ୍ରିଟରଙ୍କ ଜରିଆରେ ସାଙ୍କେତିକ ଭାଷାରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଭର୍ଚୁଆଲ ଶୁଣାଣିର ପରିଚାଳନା କରୁଥିବା କଣ୍ଟ୍ରୋଲ ରୁମ୍‌ ମୂକ ବଧିର ଆଇନଜୀବୀ ସାରା ସନ୍ନିଙ୍କୁ…

ଆଜି ୫୧,୦୦୦ ଯୁବତୀଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ସରକାରୀ ବିଭାଗ ତଥା ସଂଗଠନରେ ୫୧,୦୦୦ ନୂତନ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ରଗୁଡ଼ିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଣ୍ଟନ କରିବେ ଏବଂ ପ୍ରାର୍ଥୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?