ଜାତୀୟ

ଆମେରିକୀୟ ସେନା ସହିତ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ସେନା

ନୂଆଦିଲ୍ଲୀ/ନ୍ୟୁୟର୍କ,୨୫।୯: ସୋମବାର ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଲାସ୍କାରେ ଆମେରିକାର ସେନା ସହିତ ବ୍ୟାୟାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ସେନା। ଏହାର ନାମ ଯୁଦ୍ଧାଭ୍ୟାସ ୨୩। ଯୁଦ୍ଧ ସମୟରେ ସାମରିକ କାର୍ଯ୍ୟ ଏବଂ ଜଟିଳ ଡ୍ରିଲ ଠାରୁ ସାମରିକ-ଏକାଡେମିକ ମଧ୍ୟ…

ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଓଓ୍ବାଇସି

ନୂଆଦିଲ୍ଲୀ,୨୫।୯: ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ ନୁହେଁ ବରଂ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଏଆଇଏମଆଇଏମ ମୁଖ୍ୟ ତାଙ୍କ…

ପରିଣୀତି, ରାଘବ ସାତ ଜନମର ସାଥୀ

ଉଦୟପୁର,୨୫ା୯: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୀଲା ପ୍ୟାଲେସ୍‌ରେ ଅନୁଷ୍ଠିତ…

୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ…

ଦ୍ୱିତୀୟ ଦିନ ପାଇଁ ଚନ୍ଦ୍ରାବାବୁଙ୍କୁ ଜେରା

ରାଜମହେନ୍ଦ୍ରଭରମ୍‌,୨୫ା୯: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ସିଆଇଡି ଅଧିକାରୀମାନଙ୍କ ଏକ ଟିମ୍‌ ରବିବାର ଦ୍ୱିତୀୟ ଦିନ ପାଇଁ ଜେରା କରିଛି। ଚନ୍ଦ୍ରାବାବୁ ଏବେ ରାଜମହେନ୍ଦ୍ରଭରମ କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଶୁକ୍ରବାର ଦୁର୍ନୀତି…

ଟାୟାର ମରାମତିରୁ ସିଭିଲ ଜଜ୍‌

ପ୍ରୟାଗରାଜ,୨୫ା୯ : ଗାଡ଼ିର ଫଟା ଟାୟାର ମରାମତି କରୁଥିବା ଜଣେ ଯୁବକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଅହଦ ଅହମଦ (୨୬) ନାମକ ଏହି ଯୁବକ ପ୍ରୋଭିନ୍‌ସିଆଲ୍‌ ସିଭିଲ ସର୍ଭିସ (ଜୁଡିସିଆଲ୍‌) ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଜଣେ ସିଭିଲ୍‌…

ଆଦାନୀ, ପାଓ୍ବାର ଫିତା କାଟିଲେ

ଅହମ୍ମଦାବାଦ/ନୂଆଦିଲ୍ଲୀ,୨୫ା୯: ଜାତୀୟ ରାଜନୀତିକୁ ପୁଣି ସରଗରମ କରିଛି ଏକ ହାଇପ୍ରୋଫାଇଲ ମିଟିଂ। ଗୌତମ ଆଦାନୀ ଏବଂ ଶରଦ ପାଓ୍ବାର। ଜଣେ ଶାସକ ଭାଜପା ଆଡ଼କୁ ଢଳି ରହିଥିବା ବିଶିଷ୍ଟ ଶିଳ୍ପପତି ଓ ଅନ୍ୟ ଜଣେ ବିରୋଧୀ ମେଣ୍ଟର ପ୍ରବୀଣ ରାଜନେତା। ଉଭୟଙ୍କ…

‘ଓୱାଇସି କେସିଆର୍‌ଙ୍କ ଗୁରୁ’

ନୂଆଦିଲ୍ଲୀ,୨୫।୯: ମହିଳା ସଂରକ୍ଷଣ ବିଲ ସପକ୍ଷରେ ଭୋଟ ନ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏଆଇଏମଆଇଏମ ହେଉଛି ଏକମାତ୍ର ଦଳ…

ପ୍ରେମିକଙ୍କ ସହ ସ୍ତ୍ରୀଙ୍କୁ ବିବାହ କରାଇଲେ ସ୍ବାମୀ

ଦେଓରିଆ,୨୪ା୯: ଉତ୍ତରପ୍ରଦେଶ ଦେଓରିଆ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦେଓରିଆର ଦମ୍ପତି ବର୍ଷେ ତଳେ ବିବାହ କରିଥିଲେ। ହେଲେ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିବା କଥା ସ୍ବାମୀ…

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ।…

ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?