ଜାତୀୟ

ଭାଜପା ମୋତେ ଧମକ ଦେଉଛି: ଦାନିଶ ଅଲୀ

ନୂଆଦିଲ୍ଲୀ,୨୪।୯: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉଠିବା ପରେ ଭାଜପା କହିଛି ଯେ, ଦାନିଶ ଅଲୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପ୍ରଧାନମନ୍ତ୍ରୀ ମୋଦି ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ୨୦୨୪ର ଫଳାଫଳ ୨୦୧୯ ଅପେକ୍ଷା ଭଲ ହେବ: ହିମନ୍ତ

ନୂଆଦିଲ୍ଲୀ,୨୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାଙ୍କର ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ…

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ ବ୍ରିଜଭୂଷଣ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦିନେ ଛାଡ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ,…

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍‌ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ ଖଲିସ୍ତାନୀ…

ସଂସଦରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ବିଧୁରୀ

ନୂଆଦିଲ୍ଲୀ,୨୪।୯: ନୂଆ ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ଭାଜପା ସାଂସଦ ରମେଶ ବିଧୁରୀଙ୍କ ବିଏସପି ସାଂସଦ ଡାନିସ୍‌ ଅଲିଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଅଧିବେଶନ ପରେ ବିଧୁରୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ରାଜସ୍ଥାନ ଛାଡି ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ: ବସୁନ୍ଧରାଙ୍କ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ହଲଚଲ…

ଜୟପୁର,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ପୂର୍ବରୁ ରାଜସ୍ଥାନର ପୂର୍ବତନ ସିଏମ ବସୁନ୍ଧରା ରାଜେ ସିନ୍ଧିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଯେଉଁ କାରଣରୁ ଏଠାରେ ରାଜନୀତି ହଲଚଲ ଆରମ୍ଭ ହୋଇଛି। ସେ ଗତକାଲି କହିଥିଲେ ମୁଁ ରାଜସ୍ଥାନର…

ମଣିପୁର ଦଙ୍ଗାକାରୀଙ୍କ ପାଖରେ ୩ ହଜାର ଏକେ-୪୭, ବଡ଼ ପରିବହନ ଯାନ, ଚିନ୍ତାରେ ସରକାର…

ଇମ୍ଫାଲ,୨୪।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ହିଂସା ପରେ ମଣିପୁର ସରକାର ଇଣ୍ଟରନେଟ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି, ତଥାପି ସେଠାରେ ଥିବା ଆହ୍ବାନଗୁଡ଼ିକ ଶେଷ ହୋଇନାହିଁ । ବର୍ତ୍ତମାନ ପୋଲିସ ଷ୍ଟେଶନ…

ବାପୁଙ୍କୁ ଦିଅନ୍ତୁ ସ୍ବଚ୍ଛାଞ୍ଜଳି: ପ୍ରଧାନମନ୍ତ୍ରୀଙ୍କ ଅପିଲ…

ନୂଆଦିଲ୍ଲୀ,୨୪।୯ : ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଦକ୍ଷେପ ନେଇ ଦେଶବାସୀଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇଥିଲେ। ଏହା ଅନ୍ତର୍ଗତ ସରକାର ସ୍ବଚ୍ଛତା ଅଭିଯାନ ଆରମ୍ଭ କଲେ ଏବଂ ଧୀରେ ଧୀରେ ଏହି ଅଭିଯାନ ଲୋକଙ୍କ ଚିନ୍ତାଧାରାର ଏକ…

ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀ (ଆଇଏସଏସ)ରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା କାର୍ଯ୍ୟକୟମର ଫଟୋଗୁଡ଼ିକୁ ସୋସିଆଲ…

ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲି: କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୪।୯: ଚାଇନାରେ ଚାଲିଥିବା ଏସିଆନ୍‌ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି। ସେ କହିଛନ୍ତି ଯେ,…

ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ଦହନ ହେଉ, ରାମଲୀଳା କମିଟିକୁ ଚିଠି ଲେଖିଲେ ଭାଜପା ନେତା…

ନୂଆଦିଲ୍ଲୀ,୨୪।୯ : ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଏବେ ଆଉ ଏକ ମୋଡ଼ ନେଇଛି। ଦିଲ୍ଲୀ ଭାଜପାର ମିଡିଆ ଇନଚାର୍ଜ ପ୍ରବୀଣ ଶଙ୍କର କପୁର କହିଛନ୍ତି ଚଳିତ ବର୍ଷ ଦଶହରା ଅବସରରେ ରାବଣ ସହିତ ସନାତନ ବିରୋଧୀଙ୍କ ପୁତ୍ତଳିକା ମଧ୍ୟ…

ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଲେ ରାହୁଲ ଗାନ୍ଧୀ: ଭିଡିଓ ଭାଇରାଲ

ଜୟପୁର,୨୪।୯: ଜୟପୁର ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧୩ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ରାହୁଲ ଛାତ୍ରୀ ସ୍କୁଟି ପଛରେ ବସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?