ଜାତୀୟ

କେରଳରେ ସେନା ଯବାନଙ୍କୁ ଆକ୍ରମଣ ପିଠିରେ ‘ପିଏଫ୍‌ଆଇ’ ଲେଖିଲେ

କୋଲାମ୍‌,୨୫ା୯: କେରଳରେ କେତେଜଣ ଦୁର୍ବୃତ୍ତ ଭାରତୀୟ ସୈନ୍ୟବାହିନୀର ଜଣେ ଯବାନଙ୍କୁ ରବିବାର ରାତିରେ ଆକ୍ରମଣ କରିବା ସହ ତାଙ୍କ ପିଠିରେ ‘ପିଏଫ୍‌ଆଇ’ ଲେଖିଛନ୍ତି। କୋଲାମ ଜିଲା କଡକ୍କଲ ସହର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।…

ଭାରତୀୟ ବାୟୁସେନା ପାଇଁ ନୂଆ ଯୁଗ ଆରମ୍ଭ, ଆଇଏଏଫ୍‌ର ମେରୁଦଣ୍ଡ ହେବ ସି-୨୯୫ ବିମାନ

ଗାଜିଆବାଦ,୨୫ା୯ : ଭାରତୀୟ ବାୟୁସେନାରେ ସୋମବାର ପ୍ରଥମ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍‌ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ହିଣ୍ଡନ ବାୟୁସେନା ଷ୍ଟେଶନରେ ସି-୨୯୫ ସାମିଲ ଉତ୍ସବ ଅନୁଷ୍ଠିତ…

ଟ୍ରେନରେ ଯାତ୍ରା କଲେ ରାହୁଲ

ରାୟପୁର,୨୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ ଗସ୍ତରେ ଅଛନ୍ତି। ଏହି ସମୟରେ ଟ୍ରେନରେ ଯାତ୍ରା କରିବାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଟ୍ରେନରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ବସି ସେମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।…

ଭାଜପା ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୫।୯: ତାମିଲନାଡୁରେ ଭାଜପାକୁ ବଡ ଝଟକା ଲାଗିଛି। ସୋମବାର ଏଆଇଏଡିଏମ୍‌କେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍‌ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ଭାଜପାର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ…

ରାହୁଲଙ୍କୁ ପରିହାସ କଲେ କବିତା

ହାଇଦ୍ରାବାଦ,୨୫।୯: ନିଜାମାବାଦରେ ଏକ ରାଲିକୁ ସମ୍ବୋଧିତ କରି ବିଆରଏସ ଏମଏଲସି କେ. କବିତା ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବାର ଶ୍ରେୟ ତାଙ୍କ ପାର୍ଟିକୁ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରିହାସ କରିଛନ୍ତି। ମହିଳା…

‘ରାଜସ୍ଥାନରେ କଂଗ୍ରେସ ହାରିବ’

ଜୟପୁର,୨୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଜୟପୁରରେ ‘ପରିବର୍ତ୍ତନ ସଙ୍କଳ୍ପ ମହାସଭା’ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜସ୍ଥାନର ୫ ବର୍ଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଁ…

ବିକ୍ରମ, ପ୍ରଜ୍ଞାନକୁ ଉଠାଇବା ପାଇଁ ୧୪ ଦିନ ଅପେକ୍ଷା କରିବ ଇସ୍ରୋ

ବେଙ୍ଗାଲୁରୁ,୨୫ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି। ହେଲେ ଆଉ ୧୪ ଦିନ ଅପେକ୍ଷା କରିବାକୁ…

ମେଘାଳୟ, ପୁଡୁଚେରୀ, ନାଗାଲାଣ୍ଡ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ,୨୫।୯: ସୋମବାର ଭାଜପା ତିନୋଟି ରାଜ୍ୟ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛି। ରିକମ୍ୟାନ ମୋମିନଙ୍କୁ ମେଘାଳୟ ଭାଜପାର ପ୍ରଦେଶ ଅଧ୍ୟକ୍ଷ ଏବଂ ଏସ ସେଲଭାଗନାବାଥୀଙ୍କୁ ପୁଡୁଚେରୀ ଭାଜପାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ବେଞ୍ଜାମିନ ୟେପଥୋମି ନାଗାଲାଣ୍ଡ ଭାଜପା…

ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି, ଅକ୍ଟୋବର ୮ ଯାଏ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୫।୯: ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି। ଜଷ୍ଟିସ ଏଏସ୍‌ ବୋପାନ୍ନା ଏବଂ…

ମହିଳା ସଂରକ୍ଷଣ ବିଲ୍‌କୁ ବାଧ୍ୟ ହୋଇ ସମର୍ଥନ କରିଛି ‘ଇଣ୍ଡିଆ’: ପ୍ରଧାନମନ୍ତ୍ରୀ

ଭୋପାଳ,୨୫।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି…

ଓଓ୍ବାଇସିଙ୍କୁ ସଞ୍ଜୟ ରାଉତଙ୍କ ଉପଦେଶ: ରାହୁଲ ନୁହେଁ ମୋଦିଙ୍କୁ ଚ୍ୟାଲେଞ୍ଜ୍‌ ଦିଅ

ନୂଆଦିଲ୍ଲୀ,୨୫।୯: ଆସନ୍ତା ଲୋକ ସଭା ନିର୍ବାଚନରେ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ସେ ରାହୁଲଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ ନୁହେଁ…

ବିବାଦୀୟ ବୟାନ ମାମଲାରେ କାରଣ ଦର୍ଶାଅ ନୋଟିସ ଦେଇଥିଲା ଭାଜପା, ଜବାବ ଦେବା ପାଇଁ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ରମେଶ ବିଧୁରୀ

ନୂଆଦିଲ୍ଲୀ,୨୫।୯: ଭାଜପା ଏମ୍‌ପି ରମେଶ ବିଧୁରୀ ଲୋକ ସଭାରେ ଦେଇଥିବା ବୟାନ ପରେ ରାଜନୀତି ତୀବ୍ର ହୋଇଛି। ବୟାନକୁ ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହା ପରେ ରମେଶ ବିଧୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?