ଜାତୀୟ

ସିଡବ୍ଲୁସି ବୈଠକ ପୂର୍ବରୁ କଂଗ୍ରେସ ବିଆରଏସ ମଧ୍ୟରେ ପୋଷ୍ଟର ଓ୍ବାର

ହାଇଦ୍ରାବାଦ,୧୬।୯: ତେଲେଙ୍ଗାନାରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ କଂଗ୍ରେସ ଓ ଶାସକ ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) କଡା ମୁକାବିଲା ହୋଇପାରେ। ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି। ଏହାର ପ୍ରମାଣ ଶନିବାର…

ମମତାଙ୍କ ସ୍ପେନ ଗସ୍ତକୁ ଭାଜପା କହିଲା ‘ସ୍ପେନିସ ଭ୍ୟାକେଶନ’

କୋଲକାତା,୧୬।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ବିଜନେସ ଟ୍ରିପରେ ସ୍ପେନ ଯାଇଛନ୍ତି। ହେଲେ ଭାଜପା ତାଙ୍କ ଯାତ୍ରାକୁ ‘ସ୍ପେନିସ ଭ୍ୟାକେଶନ’ ବୋଲି କହି ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ଭାଜପାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ…

ତେଲେଙ୍ଗାନାରୁ ହେବ ନୂଆ ଅଧ୍ୟାୟର ଆରମ୍ଭ, ସିଡବ୍ଲୁସି ବୈଠକ ପୂର୍ବରୁ ସୋନିଆଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୯: ଶନିବାର ହାଇଦ୍ରାବାଦରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆ ଟିମ୍‌ର କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ବୈଠକ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।…

ପଶ୍ଚିମବଙ୍ଗର ୫୦ ହଜାର ମନରେଗା କର୍ମଚାରୀ ରାଜଧାନୀରେ କରିବେ ଆନ୍ଦୋଳନ, ଦିଲ୍ଲୀ ପୋଲିସକୁ ଅନୁମତି ମାଗିଲେ ଟିଏମସି ଏମପି

କୋଲକାତା,୧୬।୯: ପଶ୍ଚିମବଙ୍ଗର ଶାସକ ତ୍ରୁଣମୂଳ କଂଗ୍ରେସର ଏମପି ଡେରେକ ଓ’ବ୍ରାଇନ ରାମଲିଳା ମଇଦାନରେ ଆନ୍ଦୋଳନ କରିବାକୁ ଅନୁମତି ମାଗି ଦିଲ୍ଲୀ ପୋଲିସକୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗର୫୦ ହଜାର ମନରେଗା କର୍ମଚାରୀ ୩୦ ସେପ୍ଟେମ୍ବର ୨୦୨୩ରୁ…

‘ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷରେ ପ୍ରେସ କନଫରେନ୍ସ ନ କରି ଖବରଦାତାଙ୍କୁ କଲେ ବହିଷ୍କାର’, ଭାଜପାକୁ ସିଦ୍ଦାରାମାୟାଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୬।୯: ବିରୋଧୀ ଦଳ ‘ଇଣ୍ଡିଆ’ ରେ ଅନ୍ତର୍ଭୁକ୍ତ ଦଳଗୁଡିକ ୧୪ ଜଣ ଗଣମାଧ୍ୟମ ଆଙ୍କର ଶୋ’ରେ ସେମାନଙ୍କ ପ୍ରତିନିଧୀଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଏବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଛାତ ଭୁଶୁଡି ଗୋଟିଏ ପରିବାର ୫ ମୃତ

ଲକ୍ଷ୍ନୌ,୧୬।୯: ଲକ୍ଷ୍ନୌରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରର ଛାତ ଭୁଶୁଡି ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଆଲାମବାଗର ରେଲଓ୍ବେ କଲୋନୀରେ ଘଟିଛି । ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀ ସମେତ ପରିବାରର ତିନି…

ଭାରତ-ଆମେରିକା ସହଯୋଗର ଆଉ ଏକ ପାଦ ହେବ ମହାକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୯: କେବଳ ପୃଥିବୀରେ ନୁହେଁ ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅପାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ଅନୁମାନ କରାଯାଉଛି। ଆମେରିକାରେ…

ଆଇଏସଆଇଏସର ନିଯୁକ୍ତି ମାମଲାରେ ତାମିଲନାଡୁ, ତେଲଙ୍ଗାନାର ୩୦ ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ,୧୬।୯: ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ)ର ନିଯୁକ୍ତି ମାମଲାରେ ତାମିଲନାଡୁ ଏବଂ ତେଲଙ୍ଗାନାର ୩୦ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢାଉ କରିଛି। ବର୍ତ୍ତମାନ କୋଏମ୍ବାଟୁରର ୨୧ଟି ସ୍ଥାନ, ଚେନ୍ନାଇର ୩ଟି ସ୍ଥାନ, ହାଇଦ୍ରାବାଦ /…

‘ପ୍ରେମର ଦୋକାନ ବଦଳରେ ଖୋଲା ଯାଇଛି ଘୃଣାର ମଲ’, ଅନୁରାଗ ଠାକୁରଙ୍କ ବୟାନକୁ ନେଇ କଂଗ୍ରେସ କହିଲା ଏମାନେ ଅର୍ଥ ବୁଝୁ ନାହାନ୍ତି

ନୂଆଦିଲ୍ଲୀ,୧୬।୯: କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅନୁରାଗ ଠାକୁର ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଶର କିଛି ଲୋକଙ୍କୁ ଦେଶର ସମ୍ବିଧାନ ନଷ୍ଟ କରିବାକୁ ଅନୁମତି…

ଜମ୍ମୁ-କଶ୍ମୀର ଉରି-ହଥଲଙ୍ଗାରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ଉରିରେ ଆତଙ୍କବାଦୀ ଏବଂ ସେନା ଯବାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଜମ୍ମୁ-କଶ୍ମୀର ପୋଲିସ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ‘ଏକ୍ସ’…

ହାଇଦ୍ରାବାଦରେ ଏକାଠି ହେବେ ସାରା ଦେଶର କଂଗ୍ରେସ ନେତା, ସିଡବ୍ଲୁସିର ଦୁଇ ଦିନିଆ ବୈଠକ ଆଜିଠାରୁ ଆରମ୍ଭ

ନୂଆଦିଲ୍ଲୀ,୧୬।୯: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ପ୍ରଥମଥର ଲାଗି ତାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ର ଦୁଇ ଦିନିଆ ବୈଠକ ଶନିବାର ହାଇଦ୍ରାବାଦରେ ହେବାକୁ ଯାଉଛି। ଏହି ବୈଠକରେ ତେଲେଙ୍ଗାନା ସମେତ ପାଞ୍ଚଟି ରାଜ୍ୟରେ ହେବାକୁ…

‘ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ଅଛନ୍ତି’, ଇଣ୍ଡିଆ ମେଣ୍ଟକୁ ଅହଂକାରୀ କହିବା ଉପରେ ଶଶି ଥରୁରଙ୍କ ପାଲଟା ଜବାବ

ନୂଆଦିଲ୍ଲୀ,୧୬।୯: ବିରୋଧୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି, ଯାହାକୁ ‘ଇଣ୍ଡିଆ’ମେଣ୍ଟ ନାମରେ ନାମିତ କରାଯାଇଛି। ଏହି ମେଣ୍ଟକୁ ନେଇ ଭାଜପା ପକ୍ଷରୁ କ୍ରମାଗତ ଆକ୍ରମଣ ହେଉଛି। ଭାଜପା ଏହି ମେଣ୍ଟକୁ ‘ଇଣ୍ଡିଆ ମେଣ୍ଟ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?