ଜାତୀୟ

ଜନଔଷଧି କେନ୍ଦ୍ର ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିକାଶ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଭର୍ଚୁଆଲ୍ ମୋଡରେ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଜନ ଔଷଧି କେନ୍ଦ୍ର’ ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାରକୁ…

ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…

ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି ନ…

ନିଖୋଜ ୬ ବର୍ଷର ଶିଶୁଙ୍କୁ ଖୋଜି ଆଣିଲା କୁକୁର

ମୁମ୍ବାଇ,୩୦।୧୧: କୁକୁର ସବୁଠୁ ବିଶ୍ୱସ୍ତ ପଶୁ ଭାବେ ଜଣାଶୁଣା। କୁକୁର ବେଳେବେଳେ ପୋଲିସ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଥାଏ। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ୨୪ ନଭେମ୍ବର ସନ୍ଧ୍ୟାରେ ମୁମ୍ବାଇ ଅନ୍ଧେରି ପୂର୍ବର ଅଶୋକ ନଗରରୁ ଜଣେ…

ବିମାନରେ ଦମ୍ପତିଙ୍କ ମଧ୍ୟରେ ଝଗଡା: ବିମାନବନ୍ଦରରେ ଜରୁରୀକାଳିନ ଅବତରଣ

ନୂଆଦିଲ୍ଲୀ,୩୦।୧୧: ମ୍ୟୁନିକ ଏବଂ ବ୍ୟାଙ୍କକ ମଧ୍ୟରେ ଉଡ଼ୁଥିବା ଲୁଫଥାନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ବିମାନରେ ଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେଯେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା। ଲୁଫଥାନ୍ସ…

ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…

ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ ଦିଲ୍ଲୀ-ମୁମ୍ବାଇ…

ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍‌ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି। ଏଭଳି…

ରାହୁଲ-ନୀତୀଶ ନୁହେଁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ ଖାର୍ଗେ: ସୋନିଆ ଦେଲେ ସଙ୍କେତ…

ନୂଆଦିଲ୍ଲୀ,୩୦।୧୧ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସ୍କୁଲରେ ଲଗାତାର ଅନୁପସ୍ଥିତ ରହିଲେ ହେବେ ଡ୍ରପ ଆଉଟ, ସରକାର ଦେଖିବେ ଆଟେଣ୍ଡାନ୍ସ ରିପୋର୍ଟ

ରାଞ୍ଚି,୩୦।୧୧: ଆପଣଙ୍କ ପିଲା ସ୍କୁଲକୁ ପ୍ରତିଦିନ ଯାଉ ନାହାନ୍ତି କି? ସପ୍ତାହକ ମଧ୍ୟରେ ଲଗାତାର ଛୁଟି ନେଉଛନ୍ତି। ଏନେଇ ନିୟମ କଡାକଡି କରିଛନ୍ତି ସରକାର। ମାସକରେ ଲଗାତାର ଛୁଟି ନେଉଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲରୁ ଡପ୍ରଆଉଟ୍‌ କରାଯିବ। ଏପରି ନିୟମ ଆଣିଛନ୍ତି ଝାଡଖଣ୍ଡ…

ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…

ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ପଳାଇ…

ଷୋଡ଼ଶ ଅର୍ଥ କମିଶନ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୩୦ା୧୧: ଷୋଡ଼ଶ ଅର୍ଥ କମିଶନର ଟମର୍‌ସ ଅଫ୍‌ ରେଫରେନ୍ସ(ଟିଓଆର୍‌)କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଆୟୋଗ ଅବଧି ୨୦୨୬ ଏପ୍ରିଲ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବ। ୧୬ତମ ଅର୍ଥ କମିଶନଙ୍କ ଜରୁରୀ ସର୍ତ୍ତକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…

ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ଅବଧି ୩ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,୩୦ା୧୧: ଦେଶରେ ଯୌନ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଗଠିତ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତଗୁଡ଼ିକର ଅବଧିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ୨୦୧୮ରେ ଆପରାଧିକ ଆଇନ ସଂଶୋଧନ ଆଇନ…

ଭାରତମୁହାଁ ଓ୍ବାଲ୍‌ମାର୍ଟ

ଲଣ୍ଡନ୍‌/ନ୍ୟୁୟର୍କ,୩୦ା୧୧: ବିଶ୍ୱର ସର୍ବବୃହତ୍‌ ରିଟେଲର ଓ୍ବାଲ୍‌ମାର୍ଟ ଚାଇନା ଉପରେ ନିଜ ନିର୍ଭରଶୀଳତା ହ୍ରାସ କରି ଆମେରିକାକୁ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି। ଖର୍ଚ୍ଚକାଟ ସହ ନିଜ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବା ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?