ଜାତୀୟ

ମମତାଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

କୋଲକାତା,୨୯।୧୧: ପଶ୍ଚିମବଙ୍ଗର ଧର୍ମତଲାଠାରେ ବୁଧବାର ଆୟୋଜିତ ଏକ ଜନ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି। ଅମିତ ଶାହା କହିଛନ୍ତି, ଯେଉଁ ରାଜ୍ୟରେ ଏତେ ଅନୁପ୍ରବେଶ ଅଛି ସେଠାରେ କେବେ ବିକାଶ ହୋଇପାରିବ…

ମାଗଣାରେ ମିଳିବ ରାଶନ, ୫ ବର୍ଷ ଚାଲିବ ଗରିବ କଲ୍ୟାଣ ଅନ୍ନ ଯୋଜନା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ସରକାର ନେଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ ବର୍ଷ…

ମଝି ଆକାଶରେ ସ୍ତ୍ରୀ ସ୍ବାମୀଙ୍କ କଳି: ଜରୁରୀ ଅବତରଣ କରାଗଲା ବିମାନ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୨୯।୧୧ : ଫ୍ଲାଇଙ୍ଗ ଫ୍ଲାଇଟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡା ଏତେ ହୋଇଗଲା ଯେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନ ବ୍ୟାଙ୍କକକୁ ଯାଉଥିଲା, କିନ୍ତୁ ସେମାନଙ୍କ କଳି ଯୋଗୁ ଏହାକୁ ଅବତରଣ ପାଇଁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା। ଏହି…

ମମତା ଦିଦିଙ୍କ ସମୟ ସମାପ୍ତ, ୨୦୨୪ରେ ପଶ୍ଚିମବଙ୍ଗରେ ଭାଜପା ଗଠନ କରିବ ସରକାର: ଶାହା

କୋଲକାତା,୨୯।୧୧: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ବୈଠକକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧିତ କରୁଛନ୍ତି। ଏହି ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମମତା ଦିଦିଙ୍କ ସମୟ ସମାପ୍ତ ହୋଇଛି,…

ଗୁରୁବାର ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅର୍ଥାତ୍‌ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ…

ଚାଇନାରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ହରିୟାଣାରୁ ତାମିଲନାଡୁ ଯାଏଁ ଆଲର୍ଟ ଜାରି, କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୧: ଚାଇନାର ପିଲାଙ୍କୁ ବ୍ୟାପିଥିବା ଭାଇରାଲ ଜ୍ୱର ଓ ନିମୋନିଆ ଭାରତ ସରକାରଙ୍କର ମୁଣ୍ଡବିନ୍ଧା ବଢାଇଛି। ସରକାର କେତେକ ରାଜ୍ୟରେ ଆଲର୍ଟ ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ଆଡଭାଇଜରି ଜାରି କରିଛନ୍ତି। ମହରାଷ୍ଟ୍ର ସରକାର ରାଜ୍ୟରେ କୋଭିଡ…

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର ଏହି ଘଟଣା ସମସ୍ତଙ୍କୁ ଥରାଇ ଦେଇଛି। ଦୁଲମା ବାରାପାକଡ ଗ୍ରାମ ନିବାସୀ ୫୫ବର୍ଷିୟ ରଘୁନାଥ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଶ୍ରମିକ, କହିଲେ ଟନେଲ ଭିତରେ ଯୋଗ କରୁଥିଲୁ…

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ନିର୍ମାଣଧୀନ ଟନେଲରୁ ଉଦ୍ଧାର ହୋଇଛନ୍ତି ୪୧ଶ୍ରମିକ। ୪୧ଶ୍ରମିକଙ୍କୁ ବାହାର କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଜଣେ ଶ୍ରମିକ କହିଛନ୍ତି, ନିଜ ମନୋବଳ ଓ ଧର୍ଯ୍ୟ ବଢାଇବା…

ମସଜିଦରୁ ଲାଉଡସ୍ପିକର ହଟାଇବା ମାମଲା: ମନ୍ଦିରରୁ ବି ସୃଷ୍ଟି ହେଉଛି ଉଚ୍ଚ ଶବ୍ଦ, ଆଜାନରୁ ହେଉନି ଶବ୍ଦ ପ୍ରଦୂଷଣ,କହିଲେ ହାଇକୋର୍ଟ…

ଅହମଦାବାଦ,୨୯।୧୧ : ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବାଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଥିଲା। କୋର୍ଟ ଏହି…

ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ ଛୁଇଁଛି ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ୬୨ହଜାର ପାର୍‌ କରିଛି।…

ମୋଦିଙ୍କୁ ଦିବ୍ୟାଙ୍ଗ ଛାତ୍ରୀଙ୍କ ଚିଠି, ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଦିଅନ୍ତୁ, ଝୁଣ୍ଟି ପଡି ହେଉଛି ଖଣ୍ଡିଆ ଖାବରା…

ନୂଆଦିଲ୍ଲୀ,୨୯।୧୧ : ଜମ୍ମୁ-କଶ୍ମୀରର କାଠୁଆର ଜଣେ ସ୍କୁଲ ଛାତ୍ର ସିରାଟ ନାଜଙ୍କ ପଦାଙ୍କ ଅନୁସରଣ କରି ଉଦାମପୁର ଜିଲାର ଜଣେ ଭିନ୍ନକ୍ଷମ ଝିଅ ଦେଶର ସବୁଠାରୁ ଶକ୍ତିଶାଳୀ ନେତାଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଆମେ ଆପଣଙ୍କୁ କହିବୁ କାଠୁଆର ସିରାଟ…

ଭିଆଇପି ଭଳି ନ ହୋଇ ସାଧାରଣ ଲୋକଙ୍କୁ ଜଣାଅ ସରକାରଙ୍କ ସଫଳତା: ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦି…

ନୂଆଦିଲ୍ଲୀ,୨୯।୧୧ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୫ ଟି ରାଜ୍ୟର ନିର୍ବାଚନ ଶେଷ ହେବାକୁ ଯାଉଛି ଏବଂ ଏହି ରାଜ୍ୟଗୁଡିକର ଫଳାଫଳ ୩ ଡିସେମ୍ବରରେ ଆସିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?