ଜାତୀୟ

ଯୁକ୍ତ ୨ରେ ବାୟୋଲୋଜି ରଖି ନ ଥିଲେ ମଧ୍ୟ ପଢିପାରିବେ ଡାକ୍ତରୀ, NMC ଆଣିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,…

ଟନେଲରେ ଫସିଥିବା ଶ୍ରମିକମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଏବେବି ଜାରି ରହିଛି। ଟନେଲ ଭିତରେ ୪୫ ମିଟର ଯିବା ପରେ ଆଗର୍‌ ମେଶିନ କାମ ବନ୍ଦ କରିଦେଲା। ଅଳିଆ ଆବର୍ଜନା…

ପ୍ରଧାନମନ୍ତ୍ରୀଙ୍କୁ ‘ପନୋତି’ କହି ଫସିଲେ ରାହୁଲ ଗାନ୍ଧୀ, ନୋଟିସ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ଭାଜପା ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟୀକରଣ ଦେବାକୁ କହି ନିର୍ବାଚନ କମିଶନ ରାହୁଲଙ୍କୁ ଗୁରୁବାର ଏକ ନୋଟିସ ପଠାଇଛନ୍ତି। ଏବଂ ଶନିବାର ସନ୍ଧ୍ୟା ସୁଦ୍ଧା…

କାଉଣ୍ଟିଂ ପାଇଁ ପ୍ରସ୍ତୁତି ଜୋରଦାର, ସକାଳ ୭ଟାରେ ଖୋଲିବ ଷ୍ଟ୍ରଙ୍ଗରୁମ

ରାୟପୁର,୨୩।୧୧: ଛତିଶଗଡ଼ରେ ଭୋଟ ଦେବା ପରେ ଗଣନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଡିସେମ୍ବର ୩ରେ ଜିଲା ମୁଖ୍ୟାଳୟରେ ସ୍ଥାପିତ ଗଣନା କେନ୍ଦ୍ରର ସମସ୍ତ ୯୦ଟି ଆସନ ପାଇଁ ଗଣନା କରାଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ସେହିଭଳି ରାଜଧାନୀ ରାୟପୁରରେ ମଧ୍ୟ…

ସୋନିଆଙ୍କ ରହସ୍ୟମୟ ଭାଇଙ୍କୁ ନେଇ ରାଜନୈତିକ ଭୂକମ୍ପ…

ଜୟପୁର,୨୩।୧୧ : ଲାଲ ଡାଏରୀ ରାଜସ୍ଥାନ ରାଜନୀତିରେ ଏକ ଭୂକମ୍ପ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ, ଗାନ୍ଧୀ ପରିବାର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରକୁ ସଙ୍କଟରେ ପକାଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଡା ଏବେ ଆଉ…

ମହୁଆଙ୍କ ସପକ୍ଷରେ ବାହାରିଲେ ମମତା

କୋଲକାତା,୨୩।୧୧: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ମୋଇତ୍ରାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର…

ବାଚସ୍ପତିଙ୍କୁ ଆଇନଗତ ନୋଟିସ, କ୍ଷମା ପ୍ରାର୍ଥନା ସହ ୧୦ କୋଟି କ୍ଷତିପୂରଣ ଦାବି…

ଚେନ୍ନାଇ,୨୩।୧୧ : ତାମିଲନାଡୁ ବିଧାନସଭା ବାଚସ୍ପତି ଏମ ଆପାଭୁ ବିରୋଧୀ ଏଆଇଏଡିଏମେକେ ବିଧାୟକମାନେ ରାଜ୍ୟରେ ଶାସକ ଡିଏମକେରେ ଯୋଗଦେବା ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ମନ୍ତବ୍ୟ ପରେ ଏଆଇଏଡିଏମେକେ ତାଙ୍କୁ ଏକ ଆଇନଗତ ନୋଟିସ ପଠାଇ ତାଙ୍କୁ…

ଗୁଗଲ ପେ’, ପେଟିଏମରେ ଆଉ ମାଗଣାରେ କରି ହେବନାହିଁ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ,୨୩।୧୧: ପେଟିଏମ, ଗୁଗୁଲ ପେ, ଫୋନ ପେ ଆପ ଦେଶରେ ବହୁଳ ଭାବରେ ବ୍ୟବହୃତ ହେଉଛି। ଏଗୁଡ଼ିକ ହେଉଛି ଦେଶର ପ୍ରମୁଖ ୟୁପିଆଇ ଆପ । ଏହି ଆପ୍ସ ମାଧ୍ୟମରେ ଲୋକମାନେ ଭଡା, ବିଲ ପେମେଣ୍ଟ, ଗ୍ୟାସ, ଫ୍ଲାଇଟ, ବୀମା, ମୋବାଇଲ…

ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଜାନୁୟାରୀ ୨୦୨୪ରେ ଶୁଣାଣି…

ନୂଆଦିଲ୍ଲୀ,୨୩।୧୧ : ମୃତ୍ୟୁ ଦଣ୍ଡାଦେଶ ଗୋଟିଏ ଦିନରେ ହେବା ଉଚିତ କି ? ଏନେଇ କରାଯାଇଥିବା ଆବେଦନର ଶୁଣାଣି ଜାନୁୟାରୀ, ୨୦୨୪ରେ କରିବା ଲାଗି ସୁପ୍ରିମକୋର୍ଟ ଆବେଦନପତ୍ରକୁ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତ୍ୟୁଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମାମଲାରେ ଗୋଟିଏ…

ରାଜୌରୀରେ ଆଉ ଜଣେ ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ରାଜୌରୀରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାକୁ ମିଶାଇ ଏବେ ପର୍ଯ୍ୟନ୍ତ ୩ ଜଣ ଯବାନ ଶହୀଦ ହୋଇସାରିଛନ୍ତି। ସେହିପରି ଗୁରୁବାର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମର୍ଶାଲର…

ସ୍ପେସ ରେସ୍‌ରେ ଚାଇନା, ଇସ୍ରୋ ପୂର୍ବରୁ ଲଞ୍ଚ କରିବ ରକେଟ୍‌

ବେଜିଂ,୨୩।୧୧: ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା। ତେବେ ଭାରତର…

ମୋଦି ନିଜ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଗରବା ନାଚୁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ, ଜଣାପଡିଲା ସତ୍ୟ…

ନୂଆଦିଲ୍ଲୀ,୨୩।୧୧ : ଡିପଫେକ ଭିଡିଓଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଜି -୨୦ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?