ଜାତୀୟ

ଅପେକ୍ଷା କରିବାକୁ ପଡିବନି ଅଧିକ ସମୟ, ଘଣ୍ଟାଏ ପୂର୍ବରୁ ଜଣାପଡିଯିବ ୫ ରାଜ୍ୟରେ କିଏ ଗଢିବ ସରକାର

ନୂଆଦିଲ୍ଲୀ,୩୦।୧୧: ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର। ଏବେଠାରୁ ଏହାକୁ ନେଇ ଏକଜିଟ ପୋଲର ଫଳାଫଳ ବି ଆସିଗଲାଣି। ନିର୍ବାଚନ କମିଶନ ଏକଜିଟ ପୋଲ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।…

Exit Poll: ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ, ସୁବିଧାଜନକ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା ପାଞ୍ଚ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରୁଛି। ଗତ ତିନି ଦଶନ୍ଧି ଧରି ରାଜ୍ୟରେ ଜାରି…

Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି। ଇଣ୍ଡିଅ…

‘ସଂସଦରେ ଶୁଭିବନି ଜୟ ହିନ୍ଦ, ବନ୍ଦେ ମାତରମ ଭଳି ନାରା’, ଶୀତକାଳୀନ ଅଧିବେଶନ ପୂର୍ବରୁ ନିର୍ଦେଶ ଜାରି

ନୂଆଦିଲ୍ଲୀ,୩୦।୧୧: ସଂସଦର ଶୀତକାଳୀନ ଅଧିବେଶନ ୪ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ରାଜ୍ୟସଭା ସଂସଦ ମାନଙ୍କ ପାଇଁ ନିର୍ଦେଶାବଳୀ ଜାରି ହୋଇଛି। ଏହି ନିର୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ନିର୍ଦେଶ ଅନୁଯାୟୀ ସଂସଦରେ ଉଠାଯାଉଥିବା ବିଷୟ…

୫୧,୦୦୦ରୁ ଅଧିକଙ୍କୁ ମିଳିଲା ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦ ରୁ…

ମୁଖ୍ୟମନ୍ତ୍ରୀଙ୍କ ‘ଚାପ କୌଶଳ’ ଯୋଗୁ ମୁଁ ଫସିଗଲି: ରାଜ୍ୟପାଳ

ନୂଆଦିଲ୍ଲୀ,୩୦।୧୦: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ‘ଚାପ କୌଶଳ’ ଯୋଗୁୁ ନଭେମ୍ବର ୨୦୨୧ରେ ଗୋପୀନାଥ ରବିନ୍ଦ୍ରନଙ୍କୁ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପୁନଃ ନିଯୁକ୍ତ କରାଯାଇଥିଲା ବୋଲି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଦାବି କରିଛନ୍ତି। ସୁପ୍ରିମକୋର୍ଟ ରବିନ୍ଦ୍ରନଙ୍କ ନିଯୁକ୍ତିକୁ ବାତିଲ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୯୭ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ହେଲିକପ୍ଟର କିଣିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୩୦।୧୧: ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୯୭ଟି ତେଜସ ଲଢୁଆ ବିମାନ ଏବଂ ୧୫୬ ଟି ପ୍ରଚଣ୍ଡ ହେଲିକାପ୍ଟର କିଣିବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା…

ଦେଶର ଏସବୁ ୪ ଜାତିଙ୍କ ବିକାଶ ପାଇଁ ମୁଁ କରୁଛି କାମ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ଚାରୋଟି ଜାତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଦେଶରେ କେବଳ ଚାରୋଟି ଜାତି ଗରିବ, ଯୁବବର୍ଗ, ମହିଳା ଏବଂ…

ଦିନାଜପୁର କାଳୀ ମନ୍ଦିରରେ ହେବ ୧୦ ହଜାର ଛେଳି ବଳି, କାଳୀ ପୂଜାରେ ଏହା ବନ୍ଦ ପାଇଁ କିଛି ଆଇନ ଅଛି କି ? ହାଇକୋର୍ଟଙ୍କ ପ୍ରଶ୍ନ…

କୋଲକାତା,୩୦।୧୧ : ଆସନ୍ତା ‘ବୋଲା କାଳୀ ମହୋତ୍ସବ’ ପାଇଁ ପଶ୍ଚିମବଙ୍ଗରେ ୧୦ ହଜାରରୁ ଅଧିକ ଛେଳି ବଳିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ବାର୍ଥ ମାମଲାର(ପିଆଇଏଲ)ର ଶୁଣାଣି କଲିକତା ହାଇକୋର୍ଟ ଗୁରୁବାର ଦିନ କରିଛନ୍ତି। ମୁଖ୍ୟ ବିଚାରପତି ଟି.ଏସ ସିବଗଣନମ ଏବଂ…

କାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

ଗୁଜରାଟ,୩୦।୧୧: ବହୁ ମହଲା ବିଶିଷ୍ଟ ବିଲ୍ଡିକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ। ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ ସୋସିଆଲ…

ତେଲଙ୍ଗାନା ବିଧାନସଭ ନିର୍ବାଚନ: ଧାଡ଼ିରେ ଆସି ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜୀବୀ

ତେଲଙ୍ଗାନା,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ନିର୍ବାଚନରେ ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପରିବାର ସହିତ ଅଲୁ ଅର୍ଜୁନ ଏବଂ ଜୁନିଅର ଏନଟିଆର, ଚିରଞ୍ଜୀବୀଙ୍କ ଭଳି ସିନେ ତାରକା ଭୋଟ୍ ଦେବା ପାଇଁ ଧାଡିରେ…

ଦିଲ୍ଲୀରେ ପ୍ଲାଟଫର୍ମ ଓ ମେଟ୍ରୋ ଭିତରେ ଚାପି ହୋଇଗଲେ ଯୁବକ, ଭିଡିଓ ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୩୦।୧୧: ମେଟ୍ରୋ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଚାପି ହୋଇ ଯାଇଛନ୍ତି ଯୁବକ। ଯେତେ ଚିତ୍କାର କଲେ ବି ବାହାରକୁ ଆସିପାରୁ ନାହାନ୍ତି। ଏପରି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣଙ୍କ ଲୋମକୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?