ଜାତୀୟ

ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧୮।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ନେତା ସତ୍ୟେନ୍ଦ୍ର ଜୈନ ବଡ ଝଟକା। ଶନିବାର ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ମନି ଲଣ୍ଡରିଂ...

ଯୁଗ ବଦଳିଯାଏ କିନ୍ତୁ ବିଶ୍ୱାସ ଚିରସ୍ଥାୟୀ

ଗାନ୍ଧୀନଗର,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଅଛନ୍ତି। ମା’ଙ୍କ ୧୦୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏହାପରେ ସେ ପାଓ୍ବାଗଡ଼ର ପାହାଡରେ ପୁନଃନିର୍ମାଣ ହୋଇଥିବା...

ଦେଢ ମାସ ତଳେ କରିଥିଲେ ବିବାହ ଏବେ ୪ ମାସର ଗର୍ଭବତୀ, ଥାନାରେ ପହଞ୍ଚିଲା ମାମଲା

ଲକ୍ଷ୍ନୌ,୧୮।୬: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଜଣେ ଦେଢ ମାସ ତଳେ ବିବାହ କରିଥିବା ମହିଳା ଏବେ ୪ ମାସର ଗର୍ଭବତୀ। ଯାହାକୁ ଜାଣିବା ମାତ୍ରେ ନବବଧୂଙ୍କ ଶାଶୁ ଏବଂ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ନବ...

ତେଜୁଛି ଅଗ୍ନିପଥ ନିଆଁ: ସେନାଙ୍କ ସହ ବୈଠକ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜାରି ରହିଥିବା ବିରୋଧ ମଧ୍ୟରେ ସେନା ଏବଂ ସରକାର ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି। ଶନିବାର ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ତଥା ଡିଏମ୍‌ଏର ବରିଷ୍ଠ ଅଧିକାରୀଙ୍କ ସହ...

ଦେଶରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୩ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧୨,୮୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦେଶରେ ୧୩,୨୧୬ ନୂଆ...

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ କରାଯାଉଛି । ଶନିବାର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିବା...

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍‌, ଟ୍ରକରେ ଲଗାଇଲେ ନିଆଁ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ କରିଛି । ଲଗାତାର ତୃତୀୟ ଦିନରେ ପ୍ରଦର୍ଶନକାରୀମାନେ ବସ୍ ଓ ଟ୍ରକ୍‌ରେ ନିଆଁ...

ଫିଲ୍ମ ହେବ ରାହୁଲ ରେସ୍କ୍ୟୁ ଅପରେଶନ

ରାୟପୁର, ୧୮ା୬: ବୋର୍‌ଓ୍ବେଲରେ ଖସିପଡ଼ିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କାର୍ଯ୍ୟ ନେଇ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି ହେବା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି। ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ...

୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି

ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ ମେଘାଳୟ ଚେରାପୁଞ୍ଜିର ସୋହରା ଅଞ୍ଚଳରେ ଶୁକ୍ରବାର ସବୁଠାରୁ ଅଧିକ ବର୍ଷା ହୋଇ ୨୭...

ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା

ମୁମ୍ବାଇ,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଦେବ କିପରି ବୋଲି ଲୋକେ ପ୍ରଶ୍ନ କରିବେ। ତେଣୁ ଆଗାମୀ ରାଷ୍ଟ୍ରପତି...

ଲୋକ ସଭା ଉପନିର୍ବାଚନ: ଏସ୍‌ପି ପାଇଁ ଅଗ୍ନିପରୀକ୍ଷା

ଲକ୍ଷ୍ନୌ,୧୮ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି) ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଉଭୟ ଆସନ ଏସ୍‌ପି ଦଖଲରେ ଥିଲା। ଦଳକୁ ଦୁଇ ନମ୍ବର...

ଶହେ ବର୍ଷରେ ହିରାବେନ, ସାଲ ଉପହାର ଦେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଗାନ୍ଧିନଗରସ୍ଥିତ ତାଙ୍କ ଘରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ହିରାବେନଙ୍କ ପାଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri