ଜାତୀୟ

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକାର ଓକିଲ ମାଥ୍ୟୁ ଜି. ଓଲସେନ୍ କହିଛନ୍ତି ଯେ ନିଖିଲ ଗୁପ୍ତା (୫୨)…

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର ଦୁର୍ବଳତାକୁ ଦୂର କରିବା ପାଇଁ ବୁଧବାର (୨୯ ନଭେମ୍ବର) ରୁ ଜଟିଳ ଖଣିଜ ପଦାର୍ଥର…

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି। ୨୦୧୮ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ମହାକାଶ ସହଯୋଗ…

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ…

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଘୃଣା ଭାଷଣକୁ ରୋକିବା…

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ ଫେରିଛନ୍ତି। ସେ ପ୍ରାୟ ୬ ମାସ ପୂର୍ବରୁ ଭାରତରୁ ପାକିସ୍ତାନରେ ପହଞ୍ଚିଥିଲେ। ପାକିସ୍ତାନରେ ପହଞ୍ଚିବା…

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ମଣିପୁରର ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ ଶାନ୍ତି…

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କରେ କେନ୍ଦ୍ର ଓ ମଣିପୁର ସରକାର ବିଚାର କରନ୍ତୁ ବୋଲି ଏସସି ନିର୍ଦ୍ଦେଶ…

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେ ରେଳ ଷ୍ଟେସନରେ ଡାକ୍ତରମାନେ ସମସ୍ତ ଯାତ୍ରୀଙ୍କୁ…

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ ବିଭାଗ ଦ୍ୱାରା ବିଭିନ୍ନ ପଦ୍ଧତି ଗ୍ରହଣ କରାଯାଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ ଏଥର…

ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ କରାଯିବାରଥିଲା, କିନ୍ତୁ ସରକାର ଏହାକୁ ଦୁଇ ମାସ ବୃଦ୍ଧି କରି ଡିସେମ୍ବର ୧ରୁ କାର୍ଯ୍ୟକାରୀ…

୧୭ଦିନ ଧରି ଟନେଲରେ ଫଶିଥିବା ପୁଅର କରୁଥିଲେ ଅପେକ୍ଷା, ଉଦ୍ଧାର ହେବା ପରେ ଆର ପାରିକୁ ଚାଲିଗଲେ ବାପା

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ହସ୍ପିଟାଲରେ ଭର୍ତ୍ତି ଶ୍ରମିକଙ୍କ ସହ ସାକ୍ଷାତ କରି ସେମାନଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଏଥିସହ ପ୍ରତିଟି ଶ୍ରମିକଙ୍କୁ ଏକଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି। ୪୧ଶ୍ରମିକଙ୍କୁ ଅନ୍ଧାରୀ ଟନେଲରୁ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?