ଜାତୀୟ

ବିଜୁଳି ଚୋରି ଅଭିଯୋଗରେ କର୍ଣ୍ଣାଟକ ନେତା କୁମାରସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୧୪।୧୧: ବିଜୁଳି ଚୋରି କରିବା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ) ନେତା ଏଚଡି. କୁମାରସ୍ବାମୀଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା। ଦୀପାବଳିରେ କୁମାରସ୍ବାମୀ ବିଜୁଳି ଚୋରି କରି ତାଙ୍କର ଘରକୁ ଆଲୋକିତ କରିଥିବା ଅଭିଯୋଗ କରି…

ବାଇକରେ ରକେଟ ଲଗାଇ ଷ୍ଟଣ୍ଟ କଲେ ଯୁବକ, ଭିଡିଓ ଭାଇରାଲ…

ଚେନ୍ନାଇ,୧୪।୧୧ : ତିରୁଚିରାପଲ୍ଲୀ ପୋଲିସ ମଙ୍ଗଳବାର ଦିନ ଆଇପିସିର ବିଭିନ୍ନ ବିଭାଗ ଏବଂ ମୋଟର ଯାନ ଅଧିନିୟମ ଅନ୍ତର୍ଗତ ୧୦ ଜଣଙ୍କୁ ମୋଟରସାଇକେଲ ଚଲାଇ ବାଣ ଫୁଟାଉଥିବା ବେଳେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଗିରଫ କରିଛି। ତ୍ରିଚି ଏସପି…

ବଳାତ୍କାର ପୀଡିତା କହିଲେ ମୁଁ ବିବାହ କରି ଖୁସିରେ ରହୁଛି, ଦୋଷୀଙ୍କ ଦଣ୍ଡ କୋହଳ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜଣେ ୧୧ ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ ସେ ଜେଲରେ ବିତାଇଥିବା ସମୟକୁ ହ୍ରାସ କରି ସୁପ୍ରିମକୋର୍ଟ ଦଣ୍ଡ କୋହଳ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଝିଅର ବିବୃତ୍ତିକୁ ଗ୍ରହଣ କରିଛନ୍ତି। ସେ…

ଲୋକଙ୍କ ପାଖରେ ଶତପ୍ରତିଶତ ପହଞ୍ଚିବ କେନ୍ଦ୍ର ସରକାରଙ୍କ ଯୋଜନା, ଭାରତ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା…

ଦଶମ ଶ୍ରେଣୀ ଛାତ୍ରୀ ଶୌଚାଳୟରେ କଲେ ପ୍ରସବ, ପେଟ କାଟିବାରୁ ପହଞ୍ଚିଥିଲେ ହସ୍ପିଟାଲ, ତଦନ୍ତ ଜାରି…

ଲକ୍ଷ୍ନୌ,୧୪।୧୧ : ୟୁପିର ହାଥରସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ମା‘ ହୋଇଛନ୍ତି। ପେଟ କାଟିବା ହେଉଥିବା ଅଭିଯୋଗ କରି ସେ ଜିଲା ଡାକ୍ତରଖାନାର ଜରୁରୀକାଳୀନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ତେବେ…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଏଏପି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୧୪।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଆମ୍ ଆଦମୀ ପାର୍ଟିକୁ ଭାରି ପଡିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏଏପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିଭଳି…

ମୁଖ୍ୟମନ୍ତ୍ରୀ ନମସ୍କାର ପରେ କଲେ ଖବରଦାତାଙ୍କ ଆରତି, ଭିଡିଓ ଭାଇରାଲ…

ପାଟନା,୧୪।୧୧ : ବିହାର ସିଏମ ନୀତୀଶ କୁମାର ଗତ କିଛି ଦିନ ହେବ ତାଙ୍କ ବିବୃତ୍ତି ଏବଂ ଆଚରଣ ପାଇଁ ଖବରରେ ଅଛନ୍ତି। ବିଧାନସଭାରେ ମହିଳାଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ଦେବା ପରେ ସେ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏହି…

ନିଯୁକ୍ତି ପରୀକ୍ଷାରେ ଓଢ଼ଣୀ ମନା, ପୁଅମାନେ କରିବେନି ଇନ୍‌ସର୍ଟ : ସରକାରଙ୍କ କଡ଼ା ନିର୍ଦ୍ଦେଶ…

ବେଙ୍ଗାଲୁରୁ,୧୪।୧୧ : କର୍ନାଟକ ପରୀକ୍ଷା ପ୍ରାଧିକରଣ (କେଏଏ) ବିଭିନ୍ନ ବୋର୍ଡ ଏବଂ ନିଗମର ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ଥିବା ସମସ୍ତ ନିଯୁକ୍ତି ଆଶାୟୀଙ୍କ ପାଇଁ ମୁଣ୍ଡ ଆବରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ କେତେକ ସଂଗଠନର ବିରୋଧ ପରେ…

ମ୍ୟାନମାରରେ ଏୟାର ଷ୍ଟ୍ରାଇକ: ମିଜୋରାମରେ ପ୍ରବେଶ କଲେ ୨ ହଜାର ଲୋକ, ହସ୍ପିଟାଲରେ କରାଗଳା ଭର୍ତ୍ତି…

ନୂଆଦିଲ୍ଲୀ,୧୪।୧୧ : ଭାରତ-ମ୍ୟାନମାର ସୀମାରେ ସୀମାନ୍ତ ଅଞ୍ଚଳରେ ମ୍ୟାନମାର ସେନା ଏୟାର ଷ୍ଟ୍ରାଇକ ପରେ ୨ ହଜାରରୁ ଅଧିକ ଲୋକ ମିଜୋରାମରେ ପ୍ରବେଶ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ମ୍ୟାନମାର ସେନାର ଏୟାର ଷ୍ଟ୍ରାଇକରେ ପ୍ରଭାବିତ ଅନେକ ସାଧାରଣ ନାଗରିକ ଅନ୍ତର୍ଜାତୀୟ ସୀମା…

ଭାରତୀୟ ମନ୍ତ୍ରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୪।୧୧: ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା ଭାରତୀୟ ମାନଙ୍କ ସହିତ ସେ ସାକ୍ଷାତ କରିଥିଲେ।…

ବୁଲା କୁକୁର କାମୁଡିଲେ ଦାନ୍ତ ପିଛା ସରକାର ଦେବେ କ୍ଷତିପୂରଣ ୧୦ ହଜାର: ହାଇକୋର୍ଟ…

ଚଣ୍ଡିଗଡ଼,୧୪।୧୧ : ବୁଲା କୁକୁର କାମୁଡା ଘଟଣାରେ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟକୁ ଦାୟୀ କରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୁକୁର କାମୁଡ଼ିବା ମାମଲାରେ ଦାନ୍ତ ପିଛା ସର୍ବନିମ୍ନ ୧୦,୦୦୦ ଟଙ୍କା ଦେବେ।…

ଦଙ୍ଗା ଏବଂ ଗୁଣ୍ଡାରାଜ କଂଗ୍ରେସର ସ୍ଵଭାଵ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଚାର ସରଗରମ ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦଙ୍ଗା ଏବଂ ଗୁଣ୍ଡାରାଜ କରିବା କଂଗ୍ରେସର ସ୍ଵଭାଵ ଅଟେ। ମଧ୍ୟପ୍ରଦେଶର ଶଜାପୁରରେ ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?