ଜାତୀୟ

ମନକଥା କହିଲେ ରାହୁଲ ଗାନ୍ଧୀ, ଲେଖକ ହେବାର ଇଛା ଥିଲା ହେଲେ…

କନ୍ନୁର,୧।୧୨:କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ ଚାହୁଁଥିଲି। ସବୁବେଳେ ସତ ସହ ପରିଚୟ ହେବାକୁ ଏବଂ ସବୁବେଳେ ସତ କହିବାକୁ ଚାହୁଁଛି।…

ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଏବେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧।୧୨: ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ୨୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏମ୍‌ଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଶିଳ୍ପ, ବିଦ୍ୟୁତ୍‌ ଉତ୍ପାଦନ…

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୧୨: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇବା କାମ ଆମ୍ବୁଲାନ୍ସ କରିଥାଏ। ତେବେ ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ ମାଛଙ୍କୁ ହସ୍ପିଟାଲ ନେଉଥିବା କହିଲେ କଣ ଆପଣ ବିଶ୍ୱାସ କରିବେ। ଏପରି…

କପ-୨୮ ସମ୍ମିଳନୀରେ ସାମିଲ ହୋଇଥିବା ନେତା ଏକାଠି ଆସିଲେ ନଜର, କ୍ଲିକ କରାଗଲା ଫଟୋ

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ସଂଯୁକ୍ତ ରାଜ୍ୟ ଏମିରେଟ୍ସର ରାଜଧାନୀ ଦୁବାଇରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ସମ୍ପ୍ରଦାୟ ତାଙ୍କୁ ସ୍ବାଗତ କରିଥିଲେ। ଶୁକ୍ରବାର ପ୍ରଧାନମନ୍ତ୍ରୀ କପ-୨୮ର ବିଶ୍ୱ ଜଳବାୟୁ ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ…

ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ବଡ ଅପଡେଟ, ଦଶମ-ଦ୍ୱାଦଶ ପରୀକ୍ଷାରେ ମିଳିବ ନାହିଁ ଡିଭିଜନ ଅବା ଡିଷ୍ଟିଙ୍କଶନ

ନୂଆଦିଲ୍ଲୀ,୧।୧୨: ଦଶମ ଏବଂ ଦ୍ୱାଦଶ ପିଲାଙ୍କ ପାଇଁ ସିବିଏସଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏହାର ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ cbse.gov.in ରେ ପୋଷ୍ଟ କରାଯାଇଛି। ଏହି ଅନୁଯାୟୀ, ୨୦୨୪ରେ CBSE ବୋର୍ଡ ପରୀକ୍ଷା…

ଆଗକୁ ଅଧିକ ଦୁଷ୍ପରିଣାମ

ଦୁବାଇ/ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):୨୦୨୩କୁ ଅଦ୍ୟାବଧି ସବୁଠୁ ଉତ୍ତପ୍ତ ବର୍ଷ ରୂପେ ରେକର୍ଡ କରାଯାଇଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାକୁ ଦେଖିଲେ ଆଗକୁ ବନ୍ୟା, ବନାଗ୍ନି, ହିମବାହ ତରଳିବା ଓ ଅହେତୁକ ଉଷ୍ମତା ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନର ଅଧିକ ଦୁଷ୍ପରିଣାମ ଭୋଗିବାକୁ…

ବେଙ୍ଗାଲୁରୁର ୧୫ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ବେଙ୍ଗାଲୁରୁ,୧।୧୨: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରାୟ ୧୫ଟି ସ୍କୁଲକୁ ଶୁକ୍ରବାର ସକାଳେ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକାସାଙ୍ଗେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି। ପରେ ସମଗ୍ର ଅଞ୍ଚଳରେ ଭୟଭିତ ପରିସ୍ଥିତି ଉପୁଜିଛି। ଯଦିଓ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ…

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ ଆଲୋଚନା କରୁଛନ୍ତି। ଏକଜିଟ ପୋଲ ଏଥର କେତେ ସଠିକ ପ୍ରମାଣିତ ହୋଇଛି ତାହା କେବଳ…

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁଠାରୁ ତାଙ୍କୁ ଉତ୍ତର ପ୍ରଦେଶ ହାଇକୋର୍ଟଙ୍କ…

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି ନାମକ ଏହି ମାଇ ହାତୀ ପ୍ରାଣୀ ଉଦ୍ୟାନରେ ଏକୁଟିଆ ରହୁଥିଲା। ୪୦ବର୍ଷରୁ ଅଧିକ ସମୟ…

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା କରାଯାଇଛି। ଏହା ପୂର୍ବରୁ ଏକ୍‌ଜିଟ ସର୍ଭେରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ,…

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ଉପହାର ସାଙ୍ଗକୁ ଡ୍ରଗ୍ସ, ମଦ ଓ ଟଙ୍କା ବଣ୍ଟାକୁ ରୋକିବା ପାଇଁ ନିର୍ବାଚନ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?