ଜାତୀୟ

ମୋଦିଙ୍କ ଉପବାସ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା: କହିଲେ, ୧୧ ଦିନ କେବଳ ପଇଡ ପାଣି ବଞ୍ଚିବା କଷ୍ଟକର

ବେଙ୍ଗାଲୁରୁ,୨୪।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ କରିଥିବା ଉପବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପିଏମ ମୋଦି ପ୍ରକୃତରେ ଉପବାସ ପାଳନ କରିଛନ୍ତି କି ନାହିଁ ମୋତେ…

ଜଣେ ପ୍ରକୃତ ଜନ ନେତା ଥିଲେ କର୍ପୁରୀ ଠାକୁର: ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଥିବା କର୍ପୁରୀ ଠାକୁରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଜାନୁଆରୀ ୨୪ ଅର୍ଥାତ୍‌ ଆଜି। ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ…

‘ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପ୍ରତି ବିପଦ’, ଶାହାଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମରେ ହୋଇଥିବା ସଂଘର୍ଷ ସମ୍ପର୍କରେ କଂଗ୍ରେସ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଆକ୍ରମଣ ଜାରି ରଖିଛି। ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର…

ରାମଲାଲାଙ୍କୁ ଦର୍ଶନ କଲେ ‘ହନୁମାନଜୀ’: ରାମନ୍ଦିରରେ ଅଲୌକିକ ଦୃଶ୍ୟ

ଅଯୋଧ୍ୟା,୨୪।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାର ଉତ୍ସାହ ସମଗ୍ର ଦେଶରେ ଦେଖାଯାଇଥିଲା। ୫୦୦ ବର୍ଷ ଅପେକ୍ଷା କରିବା ପରେ ଭଗବାନ ଶ୍ରୀ ରାମ ତାଙ୍କ ମହାନ ତଥା ଈଶ୍ୱରୀୟ ମନ୍ଦିରରେ ବସିଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଙ୍ଗଳବାର…

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି ପାଇଁ ବଡ଼ ବିପଦ ଆସୁଥିବା ସେମାନେ ସତର୍କ କରାଇଛନ୍ତି। ଆର୍କ୍ଟିକର ସ୍ଥାୟୀ ତୁଷାର…

ପ୍ରଥମ ଦିନରେ ଅଯୋଧ୍ୟାରେ ୩ ଲକ୍ଷ ଭକ୍ତ

ଅଯୋଧ୍ୟା,୨୪।୧: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ସମ୍ପନ୍ନ ହେବା ପରେ ମଙ୍ଗଳବାର ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ଦିନ ଅପରାହ୍ନ ସୁଦ୍ଧା ପାଖାପାଖି ୩ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିବାବେଳେ ଆହୁରି…

ମାଳଦ୍ୱୀପ ଅଭିମୁଖେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୨୪।୧: ‘ଗବେଷଣା’ ଜାହାଜର ବାହାନା କରୁଥିବା ଚାଇନାର ଗୁପ୍ତଚର ଜାହାଜ ମାଳଦ୍ୱୀପ ଅଭିମୁଖେ ଯାଉଥିବାରୁ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଳଦ୍ୱୀପର ୩ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ…

ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ: କପୂର୍ରୀଙ୍କୁ ଭାରତ ରତ୍ନ ଘୋଷଣା କରି ଇଣ୍ଡିଆ ସମ୍ମୁଖରେ ଖେଳିଲେ ପଛୁଆବର୍ଗ କାର୍ଡ…

ନୂଆଦିଲ୍ଲୀ,୨୩।୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଚଳିତ ବର୍ଷ ମରୋଣପରାନ୍ତ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। କର୍ପୁରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦଳିତ ତଥା ପଛୁଆ ବର୍ଗର ସ୍ବାର୍ଥ…

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା: ନିର୍ବାଚନ କମିଶନ ଦେଲେ ସ୍ପଷ୍ଟୀକରଣ…

ନୂଆଦିଲ୍ଲୀ,୨୩।୧ : ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ୧୬ ଏପ୍ରିଲରେ ଲୋକସଭା ନିର୍ବାଚନ କରିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏଭଳି…

NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ…

ନୂଆଦିଲ୍ଲୀ,୨୩।୧ : ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌)ମାଧ୍ୟମରେ କରାଯାଇଥାଏ। ଏଥିରେ ଏମବିବିଏସ,ଏମଡି, ବିଡିଏସ ତଥା ଏମଡିଏସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ। ୩୧ ମାର୍ଚ୍ଚ ୨୦୨୪ ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ…

ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବାରେ ଅସମର୍ଥ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ : ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୩।୧: ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଆଇ କୃଷିଠୁ ମହାକାଶ…

ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?