ଜାତୀୟ

Biwi No.1: ବାଇକ୍‌ ଚଳାଉ ଥିବା ସ୍ବାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି ସ୍ତ୍ରୀ, ଭିଡ଼ିଓ ଭାଇରାଲ…

ପ୍ରୟାଗରାଜ,୨୪।୧ : ପ୍ରାୟତଃ ଶୁଣାଯାଏ ସ୍ତ୍ରୀମାନେ ସ୍ବାମୀଙ୍କ ନିଶା ସେବନ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି । ଏଥି ସହିତ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ମୁଖ୍ୟ କାରଣ ହେଉଛି ନିଶା ସେବନ, କିନ୍ତୁ ଆପଣ ଏପରି ସ୍ତ୍ରୀଙ୍କୁ…

ଏୟାର ଇଣ୍ଡିଆକୁ ଝଟକା, ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ୧.୧୦ କୋଟି ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୪।୧: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ମାମଲାରେ ଏୟାର ଇଣ୍ଡିଆ ଉପରେ ଡିଜିସିଏ ମଙ୍ଗଳବାର ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର…

NGO ଉପରେ ମୋଦି ସରକାରଙ୍କ ଚଡ଼କ: FCRA ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୨୪।୧ : କେନ୍ଦ୍ର ସରକାର ଅନେକ ଅନ୍ତର୍ଜାତୀୟ ଏନଜିଓର ଲାଇସେନ୍ସ ବାତିଲ କରିଛନ୍ତି। କାରଣ ଏହି ଏନଜିଓଗୁଡ଼ିକର ଏଫସିଆରଏ (ବିଦେଶୀ ଯୋଗଦାନ ନିୟାମକ ଅଧିନିୟମ) ଖାତା ବିବରଣୀ ଗାଏବ ହୋଇ ଯାଇଛି । ଏଥିସହ ଏହି ଏନଜିଓ ମାନଙ୍କ ପାଖକୁ ଆସୁଥିବା…

ଇଣ୍ଡିଆ ମେଣ୍ଟରେ ଫାଟ: ପଶ୍ଚିମବଙ୍ଗରେ ଏକା ଲଢିବେ ମମତା, କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୧: ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ତୃଣମୂଳ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନକୁ…

୬ ଜଣ ସହକର୍ମୀଙ୍କୁ ଗୁଳି ଚଳାଇବା ପରେ ନିଜକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ

ଇମ୍ଫାଲ,୨୪।୧: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ନିୟୋଜିତ ହୋଇଥିବା ଆସାମ ରାଇଫଲ୍ସ ଏକ ସୈନିକ ୬ ଜଣ ସହକର୍ମୀଙ୍କୁ ଗୁଳି କରି କରିବା ପରେ ନିଜକୁ ଗୁଳି କରିଛନ୍ତି। ପ୍ରକାଶ ଥାଉକି, ବୁଧବାର ସକାଳେ ଏହି ଘଟଣା ପରେ ଆସାମ ରାଇଫଲ୍ସ ଦ୍ୱାରା…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଆପତ୍ତି ଉଠାଇଲେ ୫୭ମୁସଲିମ ଦେଶ, ବାବ୍ରି ମସଜିଦକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ,୨୪।୧: ଅର୍ଗାନାଇଜେଶନ ଅଫ୍‌ ଇସଲାମିକ କର୍ପୋରେଶନ(OIC) ୫୭ ମୁସଲିମ ଦେଶର ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆପତ୍ତି ଉଠାଇଛି। ମନ୍ଦିର ପ୍ରତିଷ୍ଠା ଉପରେ ଅଭିଯୋଗ କରି ସଂଗଠନ କହିଛି, ୫ଦଶକ ଧରି ଏଠାରେ ବାବ୍ରୀ ମସଜିଦ ରହି ଆସିଛି।…

ସାବଧାନ ! ବିପି, ଡାଇବେଟିସ, କାଶ, ଜ୍ୱର ପାଇଁ ଥିବା ୭୦ ଔଷଧ ଠିକ ଭାବେ କରୁନି କାମ:ସିଡିଏସସିଓ ଜାରି କଲା ବିଫଳ ତାଲିକା…

ନୂଆଦିଲ୍ଲୀ,୨୪।୧ : ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅନୁସନ୍ଧାନରେ ହିମାଚଳ ପ୍ରଦେଶର ୨୫ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଉତ୍ପାଦିତ ୬୦ଟି ଔଷଧ ଏବଂ ଇଞ୍ଜେକଶନ ଧାର୍ଯ୍ୟ ମାନକ ପୂରଣ କରୁନି ବୋଲି ଜଣାପଡିଛି। ଏସବୁ ଔଷଧ ଗୁଣାତ୍ମକ ମାନ…

‘ହିମନ୍ତ ସବୁଠାରୁ ଭ୍ରଷ୍ଟ ସରକାର, ତାଙ୍କୁ ଅମିତ ଶାହା କଣ୍ଟ୍ରୋଲ କରୁଛନ୍ତି ’, ଦାବି କଲେ ରାହୁଲ

ଗୁଆହାଟୀ,୨୪।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ବର୍ଷିଛନ୍ତି। ବୁଧବାର ସକାଳେ ଆସାମ ବାରାପେଟାରେ ଭାରତ ଯୋଡୋ ଯାତ୍ରା ସମୟରେ ସେ ଦାବି କରିଛନ୍ତି ଯେ, ଶର୍ମା ଦେଶର ସବୁଠାରୁ ଭ୍ରଷ୍ଟ…

ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି ନିର୍ଜନ…

ପ୍ରାଣ ପ୍ରତିଷ୍ଠା ନେଇ ଖୁସି ନୁହନ୍ତି କମଲ ହାସନ: କହିଲେ ୩୦ ବର୍ଷ ତଳର ସେହି ପୁରୁଣା ମନ୍ତବ୍ୟ ମୁଁ ଦେବି…

ଚେନ୍ନାଇ,୨୪।୧ : ଯେଉଁଠାରେ ଭାରତର ଅନେକ ସେଲିବ୍ରିଟି ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ଉତ୍ସବ ପାଳନ କରୁଛନ୍ତି। ଏପରିସ୍ଥଳେ ଦକ୍ଷିଣ ହିନ୍ଦୀ ସିନେମାର ସୁପରଷ୍ଟାର କମଲ ହାସନ ଏପରି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଚେନ୍ନାଇରେ…

ରାମଭକ୍ତଙ୍କ ପାଇଁ ଖୁସି ଖବର: ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ…

ଅଯୋଧ୍ୟା,୨୪।୧ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବାକୁ ଯାଉଥିବା ରାମ ଭକ୍ତଙ୍କ ପାଇଁ ଖୁସି ଖବର ରହିଛି। ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ । ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢ଼ାଇବାକୁ ନିଷ୍ପତ୍ତି…

ଶାହାଙ୍କ ହାତରେ କାଠକଣ୍ଢେଇ ପାଲଟିଛନ୍ତି ହିମନ୍ତ: ରାହୁଲ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୪।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି। ବୁଧବାର ଦିନ ଯାତ୍ରା ଆରମ୍ଭରେ ରାହୁଲ କହିଛନ୍ତି ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ଦେଇଥିବା ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?