ଜାତୀୟ

ଇଡିର ଚତୁର୍ଥ ସମନରେ ବି ହାଜର ହେବେ ନାହିଁ କେଜ୍‌ରିଓ୍ବାଲ! ଗୋଆ ଗସ୍ତରେ ଯିବେ…

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନକୁ ମଧ୍ୟ ଏଡ଼ାଇ ଯାଇପାରନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଥିଲା। ହେଲେ କେଜ୍‌ରିଓ୍ବାଲଙ୍କର ୩ ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ରହିଛି। ସେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ୪ର୍ଥ ଥର ବି ଇଡି ସାମ୍ନାରେ ହାଜର ହେବେନି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସମନ ପଠାଇଛି। ଇଡି ସମନ ଅନୁଯାୟୀ, କେଜ୍‌ରିଓ୍ବାଲଙ୍କୁ ଗୁରୁବାର (ଜାନୁଆରୀ ୧୮) ତଦନ୍ତକାରୀ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡିବ। ତେବେ…

ବିମାନବନ୍ଦରରେ ଖୋଲିବ ଓ୍ବାର୍‌ ରୁମ୍‌

ନୂଆଦିଲ୍ଲୀ,୧୮।୧(ପି.ଟି.) : ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। କୁହୁଡ଼ି ସମସ୍ୟା ସମ୍ପର୍କରେ ଦିଲ୍ଲୀ, ମୁମ୍ବାଇ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତ ଚୂଡାନ୍ତ…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଶୁଭ ମୂହୁର୍ତ୍ତ ଚୂଡାନ୍ତ ହୋଇଛି। ବାସ୍ତବରେ, ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ଶୁଭ ଅଭିଜିତ ମୂହୁର୍ତ୍ତକୁ ଚୂଡାନ୍ତ କରାଯାଇଛି। ଶୁକ୍ଳ କୁର୍ମ ଦ୍ୱାଦଶୀ, ବିକ୍ରମ ସମ୍ବତ ୨୦୮୦, ସୋମବାର,…

ମଣିପୁରରେ ପୁଣି ହିଂସା: ୨ ଯବାନ ଶହୀଦ

ଇମ୍ଫାଲ,୧୭।୧: ମଣିପୁରରେ ହିଂସା ଜାରି ରହିଛି। ରାଜ୍ୟର ଟେଙ୍ଗନୁପାଲ ଜିଲାର ମୋରେହରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାପୂର୍ବରୁ ଜଣେ ଯବାନଙ୍କ ଜୀବନହାନୀ ହୋଇଥିବା ନିଶ୍ଚିତ କରାଯାଇଥିଲା। ଶହୀଦ ହୋଇଥିବା…

ମନ୍ଦିରରେ ପହଞ୍ଚିଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

ଲକ୍ଷ୍ନୌ,୧୭ା୧: ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି। ଏହି ପ୍ରତିମୂର୍ତ୍ତିକୁ ଟ୍ରକ୍‌ରେ ରଖାଯାଇଥିଲା। ଏକ ଟ୍ରକ୍‌ରେ ହଳଦିଆ ରଙ୍ଗର ପାଲ ଘୋଡ଼ାଯାଇ ସୁରକ୍ଷା ଦଳ ସହିତ ଭିତରକୁ ଅଣାଯାଇଥିଲା। ଏହି…

ବଢ଼ିପାରେ ଆୟୁଷ୍ମାନ ଭାରତ ବୀମା ରାଶି

ନୂଆଦିଲ୍ଲୀ,୧୭ା୧: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ସରକାର ଏକ ବିଶେଷ ପ୍ରକାରର ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା…

ବିବାହିତ ଯୋଡି ହେବେ ମାଲାମାଲ, ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା

ନୂଆଦିଲ୍ଲୀ,୧୭।୧: ଯଦି ଜଣେ ବିବାହିତ ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। କାରଣ ବିବାହିତ ଲୋକଙ୍କ ପାଇଁ ସରକାର ଏକ ଚମତ୍କାର ଯୋଜନା ଚଳାଇଛନ୍ତି। ଏଥିରେ ବିନିଯୋଗ କରି ଆପଣ ମାସକୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ…

ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁସ୍ତକ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ର ଏକ କପି ଦେଇଥିଲେ।…

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନବଦମ୍ପତି

ଥିରୁଭାନନ୍ତପୁରମ୍‌,୧୭।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ବୁଧବାର ସକାଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଧଳା ଧୋତି, କୁର୍ତ୍ତା ଏବଂ ଶାଲ୍‌ ପିନ୍ଧି କେରଳର…

କଂଗ୍ରେସ ଉପରେ ବର୍ଷିଲେ ମୋଦି

ଥିରୁଭାନନ୍ତପୁରମ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ କଂଗ୍ରେସ ସ୍ଲୋଗାନ ଦେଇଛି, କିନ୍ତୁ ଆମେ କାମ କରିଛୁ। ଆମ କାର୍ଯ୍ୟର ପ୍ରଭାବ ଦେଶରେ ଦୃଶ୍ୟମାନ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି,…

ବିମାନ ଛାଡିବାର ଥିଲା, ପାଇଲଟ କହିଲେ ଏମିତି କଥା ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୧: ଗୋଟିଏ ପଟେ କୁହୁଡ଼ି ଯୋଗୁ ବିମାନ ସେବା ପ୍ରଭାବିତ ହେଉଥିବାବେଳେ ଅନ୍ୟ ପଟେ ପାଟନା ବିମାନବନ୍ଦରରେ ବୁଧବାର କିଛି ଘଟିଛି ଯାହା ପାଇଲଟଙ୍କ କଥା ଶୁଣି ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିମାନ ଭିତରେ ବସିଥିବା ଯାତ୍ରୀମାନେ ପାଟନା ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?