ଜାତୀୟ

ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ

ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ସାରା ସହର ଧର୍ମୀୟ ଭାବାବେଗରେ ତଲ୍ଲୀନ ହୋଇଯାଇଛି। ଚାରିଆଡ଼ ରାମମୟ ଦେଖିବାକୁ ମିଳିଛି। ଗୁରୁବାର ରାମପଥରେ ଖୋଲିଥିବା ଏକ ନୂଆ ବ୍ୟାଙ୍କ ଶାଖାର ନାଁ ରାମଜନ୍ମଭୂମି ବ୍ରାଞ୍ଚ୍‌…

ଗଣମାଧ୍ୟମ, ସୋସିଆଲ ମିଡିଆକୁ ସତର୍କ କରାଇଲା କେନ୍ଦ୍ର; ରାମମନ୍ଦିରକୁ ନେଇ ବିଭ୍ରାନ୍ତ କରନାହିଁ

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏଭଳି ଖବର ପ୍ରସାରଣରୁ ଦୂରେଇ ରହିବାକୁ…

ବନ୍ୟପ୍ରାଣୀ ବେପାରକୁ ଗ୍ରୀନ ସିଗନାଲ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର, ୨୦।୧(ଅସମାପିକା ସାହୁ)- ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣା ବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ ୪୦ରେ ଏନେଇ ଲାଇସେନ୍ସ…

ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ ଶୀର୍ଷକ ଏକ ଅନୁସନ୍ଧାନ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ସାରା ଦେଶରେ ଗଣିତ…

ବୁଲି ବୁଲି ମନ୍ଦିର-ମନ୍ଦିର ପୂଜା, ରାମେଶ୍ୱରମ ସମୁଦ୍ରରେ ବୁଡ଼: ଦକ୍ଷିଣ ବନାମ ଉତ୍ତର ବିବାଦକୁ ସମାପ୍ତ କଲେ ମୋଦି…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନ ସଂପର୍କରେ ଦେଶରେ ପ୍ରବଳ ଉତ୍ସାହ ରହିଛି, ସମଗ୍ର ଦେଶ ରାମଙ୍କ ଭକ୍ତିରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାମଙ୍କ ଆଗମନ ପାଇଁ…

ସହଜ ନୁହେଁ ଏକ ଦେଶ ଏକ ନିର୍ବାଚନ, ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି…

ନୂଆଦିଲ୍ଲୀ,୨୦।୧ : ନିର୍ବାଚନ ଆୟୋଗ କହିଛନ୍ତି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ। ସରକାରଙ୍କୁ…

ରାମ ମନ୍ଦିର ଉଦଘାଟନ ଦିନ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏମ୍ସ , ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଶନିବାର କେନ୍ଦ୍ର ସରକାର ରାମ ମନ୍ଦିର ଉଦଘାଟନ ଦିନ ଦିଲ୍ଲୀରେ ଅବସ୍ଥିତ…

ରାମ ମନ୍ଦିର ଉଦଘାଟନ ପୂର୍ବରୁ ରାମେଶ୍ୱରମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ରମେଶ୍ୱରମ୍,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅନେକ ମନ୍ଦିର ପରିଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରମେଶ୍ୱରାମର ‘ଆଙ୍ଗି ତିର୍ଥ’…

ଏସବୁ ମୁସଲମାନ ହେଉଛନ୍ତି ଶ୍ରୀରାମଙ୍କ ବଂଶଜ…

ଅଯୋଧ୍ୟା,୨୦।୧ : ଶ୍ରୀରାମ ଅଯୋଧ୍ୟାରେ ଦୀର୍ଘ ବର୍ଷ ଶାସନ କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜଳ ସମାଧି ପରେ ଦୁଇ ପୁଅ ଲବ ଏବଂ କୁଶଙ୍କର କ’ଣ ହେଲା? ଏହା ବ୍ୟତୀତ ଶ୍ରୀରାମଙ୍କ ଅନ୍ୟ ସମସ୍ତ ଭାଇମାନଙ୍କର ପିଲାମାନେ କୁଆଡେ ଗଲେ? ଏନେଇ…

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା…

ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ ଭାରତ ସରକାର, ହେବ ଏସବୁ ସୁବିଧା…

ନୂଆଦିଲ୍ଲୀ,୨୦।୧ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି ସରକାର ଭାରତ-ମ୍ୟାନମାର ସୀମାରେ ତାରବାଡ଼ ନିର୍ମାଣ କରିବେ। ଦୁଇ ଦେଶ ମଧ୍ୟରେ ସହଜ ଗମନାଗମନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯିବ। ଶାହାଙ୍କ ଘୋଷଣା ଏପରି ଏକ ସମୟରେ…

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏକ ଧଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?