ଜାତୀୟ

ମିଜୋରାମରେ ଦୁର୍ଘଟଣାର ସମ୍ମୁଖୀନ ହେଲା ମ୍ୟାନ୍‌ମାର ସେନା ବିମାନ, ୬ ଆହତ

ଆଇଜଲ,୨୩।୧: ମଙ୍ଗଳବାର ସକାଳେ ମିଜୋରାମରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମ୍ୟାନ୍‌ମାର ସୈନ୍ୟ ବିମାନ ଏଠାରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ରନୱେରୁ ଖସିଯାଇଛି। ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି।…

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା

ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ…

ଭାରତ-ବାଂଲାଦେଶ ସୀମାରେ ୩ କୋଟିର ସୁନା ବିସ୍କୁଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୨୩।୧: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବିଏସଏଫ କର୍ମଚାରୀମାନେ ଅଙ୍ଗରେଲ ସୀମାର ହଳଦରପାରା ଠାରେ ଦୁଇଟି ସୁନା ଇଟା ଏବଂ…

ବନ୍ଦ ହେଲା ରାମ ମନ୍ଦିର ଦର୍ଶନ

ଅଯୋଧ୍ୟା,୨୩।୧: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ…

ରାମଲାଲାଙ୍କ ଆଗମନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ‘Ramoji’

ନୂଆଦିଲ୍ଲୀ,୨୩।୧: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାମଲାଲା ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି। ଏହି ଅବସରରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି। ନିଜ ନିଜ ଢଙ୍ଗରେ…

ରାମଲାଲାଙ୍କ ପାଇଁ ୧୧ କୋଟି ଟଙ୍କାର ମୁକୁଟ ଦାନ କଲେ ଏହି ହୀରା ବ୍ୟବସାୟୀ

ଲକ୍ଷୌ,୨୩।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍‌ ଲାବ୍‌ ଡାଇମଣ୍ଡ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୋଦିଙ୍କ ବ୍ରତ ଖୋଲିଥିବା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ କିଏ

ଅଯୋଧ୍ୟା,୨୩।୧: ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସୋମବାର ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ସମ୍ପନ୍ନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଏହି ସମୟରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ମୋଦିଙ୍କ ଉପବାସ…

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେଉ ଭାରତ: ଏଲନ ମସ୍କ

ନୂଆଦିଲ୍ଲୀ,୨୩।୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ କେତେକ ପ୍ରସଙ୍ଗରେ ବିଶ୍ୱର ବୃହତ୍ତମ ସଂଗଠନ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।…

୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା

ଭୋପାଳ,୨୩।୧:ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଛୁଆକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଛୁଆ ଜନ୍ମ ଦେଇଥିଲା। ସେଥିମଧ୍ୟରୁ…

୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ

ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା ୧୬୦…

ଭବ୍ୟ ମହଲରେ ବିରାଜମାନ ହେଲେ ବାଳକ ରଘୁନନ୍ଦନ…ଦେଶବାସୀ ଅଭିଭୂତ, ମୋଦି ଉପହାର ଦେଲେ ଚାନ୍ଦିର ଛତା

ଅଯୋଧ୍ୟା,୨୩।୧: ରାମନଗରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ସହିତ କେବଳ ଅଯୋଧ୍ୟାରେ ନୁହେଁ ଦେଶରେ ମଧ୍ୟ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସୋମବାର କୃଷ୍ଣଶିଳାରେ ପ୍ରାଣ ପ୍ରତିଷ୍ଠା ସହିତ ପାଞ୍ଚ ଶତାବ୍ଦୀର ଅପେକ୍ଷା ଶେଷ ହୋଇଥିଲା ଏବଂ ରାମଲାଲା ପୂରା…

ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ/ଜେନେଭା,୨୩।୧: ମ୍ୟାଲେରିଆ ହେଉଛି ଏକ ବିଶ୍ୱସ୍ତରୀୟ ରୋଗ, ଯେଉଁଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି। ଏଥିରେ ବହୁ ସଂଖ୍ୟକ ଶିଶୁ ରହୁଛନ୍ତି। ଆଫ୍ରିକୀୟ ମହାଦେଶରେ ପ୍ରତିବର୍ଷ ମ୍ୟାଲେରିଆର ପ୍ରକୋପ ଦେଖିବାକୁ ମିଳେ। ଏହି ରୋଗରେ ପୀଡିତମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?