ମନା କଲେ ନୀତୀଶ, ‘INDIA’ ମେଣ୍ଟର ମଙ୍ଗ ଧରିପାରନ୍ତି ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୧୩।୧: ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶନିବାର ମେଣ୍ଟର ବୈଠକ ବସିଥିଲା। ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ସୁଯୋଗ ଦିଆଯିବା ସତ୍ତ୍ୱେ ନୀତୀଶ ସଂଯୋଜକ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…
ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍ ଦେଖି…
ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର…
ହତ୍ୟାର ୧୧ ଦିନ ପରେ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ
ଗୁରୁଗ୍ରାମ,୧୩।୧: ହରିୟାଣାର ଗୁରୁଗ୍ରାମରୁ ଦିବ୍ୟା ପାହୁଜା ମୃତ୍ୟୁକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏହି ନିର୍ଦ୍ଦୟ ହତ୍ୟାକାଣ୍ଡର ୧୧ ଦିନ ପରେ, ଫତେହାବାଦର ତୋହାନା ନିକଟ ଭକ୍ରା କେନାଲରୁ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦିବ୍ୟାଙ୍କ ଶରୀରରେ…
‘ପଶ୍ଚିମ ବଙ୍ଗରେ ହିନ୍ଦୁ ହେବା ଅପରାଧ’, ସାଧୁଙ୍କୁ ମାଡ ଘଟଣାରେ ରାଜନୀତି ସରଗରମ
କୋଲକାତା,୧୩।୧: ପଶ୍ଚିମବଙ୍ଗରେ ପାଲଘର ଭଳି ଘଟଣା ସାମ୍ନାକୁ ଆସିବା ପରେ ଭାଜପା ମମତା ସରକାରଙ୍କୁ ଟାର୍ଗେଟ କରିଛି। ଗୁରୁବାର ସାରେ ବିରାଟ ଜନତା ଉତ୍ତରପ୍ରଦେଶର ତିନିଜଣ ସାଧୁଙ୍କୁ ଚୋର ଭାବି ଅତି ନିର୍ମମ ଭାବେ ପିଟିଥିଲେ। ଏହି ମାମଲାରେ ପୋଲିସ ୧୨…
ଅନ୍ତିମ ସଂସ୍କାରର ଚାଲିଥିଲା ପ୍ରସ୍ତୁତ, ରାସ୍ତାର ଯାଉଥିବାବେଳେ ଗାତରେ ପଡିଗଲା ଆମ୍ବୁଲାନ୍ସ, ବଞ୍ଚିଗଲେ ବୃଦ୍ଧ
ନୂଆଦିଲ୍ଲୀ,୧୩।୧: ଦେଶରେ ସଡକ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ରାଜରାସ୍ତା ହେଉ କି ଜାତୀୟ ରାଜପଥ ରାସ୍ତା ବିପଜ୍ଜନକ ଅବସ୍ଥାରେ ଥିଲେ ଗାଡିମଟର ସନ୍ତଳନ ହରାଇବା ଯୋଗୁ ଡ୍ରାଇଭରଙ୍କ ସମେତ ଯାତ୍ରୀଙ୍କର ମଧ୍ୟ ପ୍ରାଣ ହରାଇଥାନ୍ତି। ତେବେ ଖାଲଖମା ଗାତରେ…
ପ୍ରାଣ ପ୍ରତିଷ୍ଠା ଦିନ ଗୋଦାବରୀ ନଦୀ କୂଳରେ ଆରତୀ କରିବେ ଉଦ୍ଧବ, କହିଲେ ମୁଁ ଦେଶଭକ୍ତ, ଅନ୍ଧଭକ୍ତ ନୁହେଁ
ମୁମ୍ବାଇ,୧୩।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତେ ଉତ୍ସାହ ଅଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି, ରାମ ମନ୍ଦିର ନିର୍ମାଣ କରାଯାଉଛି ଏବଂ ସମସ୍ତେ…
Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।…
ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଯାତ୍ରୀଙ୍କ ଟଙ୍କା ଚୋରି
ମୁମ୍ବାଇ,୧୨।୧: ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍ ପେନ୍ ଚୋରି ହୋଇଯାଇଛି। ବଣିପାଲ ଗ୍ରୁପ୍ କମ୍ପାନୀର ନିର୍ଦ୍ଦେଶକ ବିନୋଦ କୁମାର ମଣ୍ଡଳଙ୍କ ନିକଟରୁ ଏହି…
ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ…
ପୁଞ୍ଚ୍ରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ
ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ହେଲେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ପ୍ରଥମ ଗୁଳିବିନିମୟ ପରେ ଆତଙ୍କବାଦୀମାନେ ଖସି ପଳାଇଯାଇଥିବା ବିଶ୍ୱାସ କରାଯାଉଛି।…
ବାଂଲାଦେଶରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ମୁମ୍ବାଇ-ଗୁଆହାଟି ଇଣ୍ଡିଗୋ ବିମାନ
ଗୁଆହାଟି,୧୩।୧: ଶନିବାର ଘନ କୁହୁଡ଼ି ହେତୁ ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ଢାକା ଆଡକୁ ଯାଇଥିଲା। ଖବର ମୁତାବକ ଗୁଆହାଟୀ ବିମାନବନ୍ଦରର କୁହୁଡି ଏତେ ଘନ ଥିଲା ଯେ ପାଇଲଟ ନିକଟସ୍ଥ ଅବତରଣ ଷ୍ଟ୍ରିପକୁ ମଧ୍ୟ…
ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିଲେ ତାମିଲନାଡୁ ମଠର ଶଙ୍କରାଚାର୍ଯ୍ୟ, କରିବେ ୪୦ ଦିନିଆ ଖାସ୍ ଯଜ୍ଞ
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚାରି ପ୍ରମୁଖ ପୀଠର ଶଙ୍କରାଚାର୍ଯ୍ୟ ସର୍ବସମ୍ମତ ମନେ ହେଉନାହାଁନ୍ତି। ଜ୍ୟୋତିଷ ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏହି ସମାରୋହକୁ ବିରୋଧ କରୁଥିବାବେଳେ ଶ୍ରୀଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ସମର୍ଥନ…

