୫୬ ହଜାର ଟଙ୍କାରେ ବିଶ୍ୱକପ ଫାଇନାଲ ମ୍ୟାଚ ଟିକେଟ୍ କିଣି ଠକେଇର ଶିକାର ହେଲେ ଯୁବତୀ
ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ବୁକିଂ ପୂର୍ଣ୍ଣ ହୋଇଛି। ଏହା ସତ୍ତ୍ୱେ ପ୍ରଶଂସକମାନେ କୌଣସି ପ୍ରକାରେ ଷ୍ଟାଡିୟମରେ…
ବିବାହ ସମାରୋହରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା ଗାଡି, ୨ ଶିଶୁଙ୍କ ସମେତ ୫ ମୃତ
ରାଞ୍ଚି,୧୮।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ବିବାହ ଶୋଭାଯାତ୍ରାରୁ ଫେରୁଥିବା ବେଳେ ଏସୟୁଭି ଦ୍ରୁତ ଗତିରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ…
ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ
ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍ ବ୍ୟବହାର କରିଥାନ୍ତି।…
ରାଜସ୍ଥାନରୁ ଦୂରେଇ ରହୁଛନ୍ତି କେଜରିଓ୍ବାଲ, ପ୍ରଚାର ପାଇଁ ଆଉ ୫ଦିନ ବାକି
ଜୟପୁର,୧୮।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜସ୍ଥାନ ନିର୍ବାଚନ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯେତେବେଳେ କି ରାଜ୍ୟରେ ମତଦାନ ପାଇଁ ଆଉ ୭ଦିନ ବାକି ଅଛି। ରାଜ୍ୟରେ ନଭେମ୍ବର ୨୫ରେ ଭୋଟିଂ ହେବାକୁ ଯାଉଛି। ଆମ ଆଦମୀ ପାର୍ଟିର(ଏଏପି)…
ଆପଣ କିଣୁଛନ୍ତି କି ଶସ୍ତା ଫ୍ଲାଇଟ ଟିକେଟ, କିଣିବା ପୂର୍ବରୁ ଜାଣନ୍ତୁ ଏସବୁ
ନୂଆଦିଲ୍ଲୀ,୧୮।୧୧: ବିମାନ ଯାତ୍ରା କରିବା ପାଇଁ ଲକ୍ଷ ଲକ୍ଷ ଗ୍ରାହକ ବିମାନ ଟିକେଟ ଉପରେ ବମ୍ପର ରିହାତି ପାଇଁ ଅପେକ୍ଷା କରନ୍ତି। ଉତ୍ସବର ଋତୁ ପୂର୍ବରୁ ଅନେକ ବିମାନ କମ୍ପାନୀ ଟିକେଟ ଉପରେ ବିଶେଷ ରିହାତି ପ୍ରଦାନ କରନ୍ତି। କିନ୍ତୁ, ଆପଣ…
ଅଟକିଲା ଉତ୍ତରକାଶୀ ଟନେଲ ଅପରେଶନ କାମ, ଇନ୍ଦୋରରୁ ମଗାଯାଇଛି ତୃତୀୟ ମେଶିନ
ଉତ୍ତରକାଶୀ,୧୮।୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।…
ଉଦ୍ଧବ ଠାକରେ ଦଳର ୩ ନେତାଙ୍କ ବିରୋଧରେ ମାମଲା
ମୁମ୍ବାଇ,୧୮।୧୧: ମୁମ୍ବାଇ ପୋଲିସ ଉଦ୍ଧବ ଠାକରେ ଦଳର ତିନି ନେତା ଆଦିତ୍ୟ ଠାକରେ, ସୁନୀଲ ଶିନ୍ଦେ ଏବଂ ସଚିନ ଅହିରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇର ଏନଏମ ଯୋଶୀ ପୋଲିସ ଷ୍ଟେଶନରେ ଆଇପିସିର ଧାରା ୧୪୩, ୧୪୯, ୩୨୬ ଏବଂ…
ମୋତେ ଗିରଫ କରାଗଲେ ବି ଦିଲ୍ଳୀରେ ଏଏପି ହିଁ ଜିତିବ ନିର୍ବାଚନ: କେଜ୍ରିଓ୍ବାଲଙ୍କ ଦାବି
ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)ଜିତିବ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ । ଯଦିଓ ମୋତେ ଗିରଫ କରାଯାଏ, ତେବେ ଦିଲ୍ଲୀରେ ଏଏପି…
ଧୂମପାନଜନିତ କ୍ୟାନ୍ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍ସେଟ୍ର ଇ-କ୍ଲିନିକାଲ ମେଡିସିନ୍ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଅନ୍ୟ ଦେଶଗୁଡ଼ିକ ହେଲେ ଚାଇନା, ବ୍ରିଟେନ୍, ବ୍ରାଜିଲ, ରୁଷିଆ, ଆମେରିକା ଏବଂ…
ମାସିକ ନ୍ୟୁଜ୍ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍ଘାଟନୀ ସଂସ୍କରଣର ପ୍ରକାଶନ ସମ୍ପର୍କରେ ଘୋଷଣା କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼…
ଛତିଶଗଡ଼ରେ ୬୭.୩୪%, ଏମ୍ପିରେ ୭୧.୧୧% ମତଦାନ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଛତିଶଗଡ଼ରେ ୬୭.୩୪ ପ୍ରତିଶତ ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭୧.୧୧% ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନ (ଇସି) କହିଛନ୍ତି। ଆଭ୍ୟନ୍ତରୀଣ…
କଳା ଇତିହାସକାର ବି.ଏନ୍. ଗୋସ୍ବାମୀଙ୍କ ପରଲୋକ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଖ୍ୟାତନାମା କଳା ଇତିହାସକାର ତଥା ଲେଖକ ବ୍ରିଜେନ୍ଦ୍ର ନାଥ ଗୋସ୍ବାମୀଙ୍କର ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍ଇଆର୍ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଫୁସ୍ଫୁସ୍ ସଂକ୍ରମଣରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାରର ବନ୍ଧୁ ତଥା ଅଭିନେତା ନୀଲମ…
Archives


