ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ କେ କବିତା

ହାଇଦ୍ରାବାଦ,୧୬।୧୧: ଗୁରୁବାର (ନଭେମ୍ବର ୧୬) ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ଝିଅ କେ କବିତା ତାଙ୍କ ନାମ ନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି…

ଭୟଙ୍କର ଟ୍ରେନ ଯାତ୍ରା, ଅତ୍ୟଧିକ ଭିଡରେ ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ହାପୁଡ,୧୬।୧୧: ଦୀପାବଳି ପରେ ଛଟ ପୂଜା ଯୋଗୁଁ ପୂର୍ବାଞ୍ଚଳ ଏବଂ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଯାତ୍ରୀଙ୍କ ଭିଡ଼ କମିନାହିଁ। ଗୁରୁବାର ଅବଧ ଆସାମ ଏକ୍ସପ୍ରେସରେ ଆସାମ ଯାଉଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଶୋଇଥିବା କୋଚରେ ଅତ୍ୟଧିକ ଗହଳି…

ବିଆରଏସ ତେଲଙ୍ଗାନା ଉପରେ ୨ ଥର ଶାସନ କରିଛି, ଏବେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଚିଦାମ୍ବରମ

ହାଇଦ୍ରାବାଦ,୧୬।୧୧: ତେଲଙ୍ଗାନାର ଜନତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ଦାବି କରିଛନ୍ତି। ଗୁରୁବାର ସେ କହିଛନ୍ତି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଦୁଇ କାର୍ଯ୍ୟକାଳ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବେଟୁଲ୍‌,୧୬ା୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବେଟୁଲ୍‌ ସହରକୁ ପୋଲିଂ କର୍ମଚାରୀ ଭାବେ ଡ୍ୟୁଟିରେ ଯାଇଥିବା ଜଣେ ୫୫ ବର୍ଷୀୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଭୀମରାଓ ନାମକ ଏହି କର୍ମଚାରୀଙ୍କୁ ବେଟୁଲ୍‌ ବାଳିକା ବିଦ୍ୟାଳୟର ୧୨୩ ନମ୍ବର ବୁଥ୍‌ରେ ଡ୍ୟୁଟି…

ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ। ପ୍ରବେଶ କରିବ। ଏହି ମ୍ୟାଚକୁ ଗ୍ରାଣ୍ଡ କରିବା…

ଦେଶରେ କଂଗ୍ରେସ ସରକାର ଗଠନ ହେଲେ ହେବ ଜାତିଗତ ଜନଗଣନା: ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଜାତିଗତ ସର୍ଭେ କହେବ…

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଫାଇନାଲ୍‌ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜିଲାଣ୍ଡରେ ୭୦ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ହାସଲ କରିଛି। ନଭେମ୍ବର ୧୯ରେ ବିଶ୍ୱକପ୍‌ ଫାଇନାଲ ଅହମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି…

୨୦୨୭ ସୁଦ୍ଧା ପ୍ରତ୍ୟେକ ଯାତ୍ରୀଙ୍କୁ ମିଳିବ ନିଶ୍ଚିତ ରେଳ ଟିକେଟ

ନୂଆଦିଲ୍ଳୀ,୧୬।୧୧: ୨୦୨୭ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଯାତ୍ରୀଙ୍କୁ ମିଳିବ ମିଳିବ ନିଶ୍ଚିତ ରେଳ ଟିକେଟ। ମିଡ଼ିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିକଟ ଭବିଷ୍ୟତରେ ଭାରତୀୟ ରେଳରେ ଅତିରିକ୍ତ ଟ୍ରେନ୍ ସାମିଲ ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ସୁବିଧା ଉପଲବ୍ଧ…

ପୁଣି କେନ୍ଦ୍ର ଉପରେ ବର୍ଷିଲେ ନୀତୀଶ

ପାଟନା,୧୬।୧୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ଗୁରୁବାର ପାଟଣାର ବାପୁ ଅଡିଟୋରିୟମରେ ଆୟୋଜିତ ଶିଳ୍ପ ବିଭାଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ରକୁ ଟାର୍ଗେଟ୍‌ କରି…

ପଞ୍ଚମ ଦିନରେ ପହଞ୍ଚିଲା ଉତ୍ତରକାଶି ଟନେଲ ଉଦ୍ଧାରକାର୍ଯ୍ୟ, ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହିତ ଚାଲିଛି ପରାମର୍ଶ

ନୂଆଦିଲ୍ଲୀ, ୧୬ା୧୧: ଉତ୍ତରକାଶି ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ପଞ୍ଚମ ଦିନରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଭିକେ. ସିଂହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆଉ ଦୁଇରୁ ତିନି ଦିନ ଲାଗିବ ବୋଲି କହିଛନ୍ତି। ସଡକ ପରିବହନ ଏବଂ ରାଜପଥ ବିଭାଗର ମନ୍ତ୍ରୀ…

ସୁପ୍ରିମକୋର୍ଟଙ୍କ ‘ଉଦବେଗ ପ୍ରକାଶ’ ପରେ ୧୦ ବିଲ୍ ଫେରାଇଦେଲେ ତାମିଲନାଡୁ ରାଜ୍ୟପାଳ

ନୂଆଦିଲ୍ଲୀ,୧୬ା୧୧: ତାମିଲନାଡୁ ରାଜ୍ୟପାଳ ଆରଏନ. ରବି ଗୁରୁବାର ୧୦ ବିଲ୍ ଫେରାଇଦେବା ପରେ ରାଜ୍ୟ ସରକାର ଶନିବାର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ଶନିବାର ୧୦ ତା ସମୟରେ ଅନୁଷ୍ଠିତ ହେବ। ପଞ୍ଜାବ ଏବଂ ତାମିଲନାଡୁ ରାଜ୍ୟପାଳ…

ଧର୍ମନିରପେକ୍ଷତାର ଅର୍ଥ ଅଣଧାର୍ମିକ ନୁହେଁ, ସବୁ ଧର୍ମ ପ୍ରତି ସମାନ ସମ୍ମାନ: ଜୟଶଙ୍କର

ଲଣ୍ଡନ/ନୂଆଦିଲ୍ଲୀ,୧୬ା୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଭାରତ ପାଇଁ ଧର୍ମନିରପେକ୍ଷତାର ଅର୍ଥ ଅଣ-ଧାର୍ମିକ ନୁହେଁ ବରଂ ସମସ୍ତ ଧର୍ମକୁ ସମାନ ଭାବରେ ସମ୍ମାନ କରିବା, କିନ୍ତୁ ଅତୀତର ‘ଆପତ୍ତିଜନକ’ ସରକାରୀ ନୀତି ଦେଶର ସର୍ବ ବୃହତ ଧର୍ମକୁ ଅନୁଭବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri