ଜାତୀୟ

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ…

କୋଟିପତିଙ୍କ ଗାଁ, ଚାଷକରି ପ୍ରତିବର୍ଷ ପାଉଛନ୍ତି ୭୫ ଲକ୍ଷ ଟଙ୍କାରୁ ଅଧିକ

ସିମ୍‌ଲା, ୨୩।୦୮: ଆମ ଦେଶରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରତି ପରିବାର ପ୍ରତିବର୍ଷ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରନ୍ତି । ହିମାଚଳ ପ୍ରଦେଶରେ ଏହି ଗ୍ରାମ ରହିଛି । ଏହି ଗାଁକୁ ହିମାଚଳର ସବୁଠାରୁ…

କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର ମଧ୍ୟ…

କୋଲକାତା ବଳାତ୍କାର ଘଟଣାରେ ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ପୀଡିତାଙ୍କ ସହ ହୋଇନାହିଁ…

କୋଲକାତା,୨୩।୮: କୋଲକାତାର ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ସମୟରେ ନୂଆ ପ୍ରମାଣ ସାମ୍ନାକୁ ଆସିଛି। ଯେଉଁଥିରେ ସିବିଆଇ ଜାଣିବାକୁ ପାଇଛି ଯେ ପୀଡିତାଙ୍କ ସହିତ କୌଣସି…

ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା

ଶ୍ରୀନଗର,୨୩।୮: ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ…

୪ଜଣଙ୍କୁ ବିବାହ କରିଛନ୍ତି ସଞ୍ଜୟ, ପୁଅଝିଅ ଥିବା…କୋଲକାତା ଅଭିଯୁକ୍ତଙ୍କ ଫ୍ୟାମିଲ ଲାଇଫ୍‌ ଜାଣି ସିବିଆଇ ତାଜୁବ

କୋଲକାତା,୨୩।୮: କୋଲକାତାର ବିଭତ୍ସ ଘଟଣାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଜନତା ସୋସିଆଲ ମିଡିଆରେ ବିରୋଧ କରିବା ସହ ରାଜରାସ୍ଥାକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ କୋଲକାତା ଅଭିଯୁକ୍ତଙ୍କର ପାରାବାରିକ ଜୀବନ ଉପରେ ଏମିତି କିଛି ଜଣାପଡିଛି ଯାହାକୁ…

‘କେଜରିୱାଲ୍‌ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ୍‌’, ସୁପ୍ରିମ୍‌କୋର୍ଟରେ ସିବିଆଇର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ, ୨୩।୦୮: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟରେ ଚଞ୍ଚଲ୍ୟକର ତଥ୍ୟ ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସୁପ୍ରିମ୍‌କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ବେଳେ ସିବିଆଇ ପକ୍ଷରୁ ଜବାବ ଦାଖଲ କରାଯାଇଛି…

କୋଲକାତା ମାମଲାର ଶୁଣାଣିବେଳେ ଯୁକ୍ତିତର୍କ: ହସୁଥିଲେ କପିଲ ସିବଲ, ଆଉ ତା’ପରେ କୋର୍ଟରେ ରାଗିଗଲେ…

କୋଲକାତା,୨୩।୮: କୋଲକାତା ବଳାତ୍କାର ହତ୍ୟା ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ଶୁଣାଣି ସମୟରେ କପିଲ ସିବଲ ଜୋର ଜୋରରେ ହସିବାକୁ ଲାଗିଥିଲେ।…

ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ମହିଳା ଡାକ୍ତରଙ୍କ ଉପରେ କେମିତି ନଜର ରଖୁଥିଲେ ଅଭିଯୁକ୍ତ ସଞ୍ଜୟ, ସିସିଟିଭି ଫୁଟେଜ ଖୋଲିଲା ବଡ଼ ରହସ୍ୟ

କୋଲକାତା,୨୩।୮: ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ କଡ଼ା ନର ରଖିଛି। ଏହାରି ଭିତରେ ସିସିଟିଭି ଫୁଟେଜ, ତାଙ୍କ ସ୍ବୀକାରୋକ୍ତି ଏବଂ ଫରେନସିକ ପ୍ରମାଣରୁ ଜଣାପଡିଛି ଯେ ଅପରାଧର…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବାରେ ପ୍ରଶଂସା କରିଛନ୍ତି। ଅଗଷ୍ଟ ୨୩ରେ ଜାତୀୟ ମହାକାଶ ଦିବସ ଅବସରରେ ସୋମନାଥ ମହାକାଶ କ୍ଷେତ୍ରର ଅଗ୍ରଗତି ଦିଗରେ…

ଚମ୍ପାଇ ସୋରେନଙ୍କ ଅଲଗା ପାର୍ଟି କରିବା ଦ୍ୱାରା ଭାଜପାକୁ ବଡ଼ ଫାଇଦା! ଝାଡଖଣ୍ଡ ନିର୍ବାଚନରେ ୧୪ସିଟ୍‌ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ଗତ ୩ଦିନ ଧରି ଏକ ବିଳାସପୂର୍ଣ୍ଣ ହୋଟେଲରେ କ୍ୟାମେରା ୟୁନିଟ୍ସ ପ୍ରସ୍ତୁତ ଅଛନ୍ତି। ସମସ୍ତେ ଝାଡଖଣ୍ଡର ପୂର୍ବତନ ସିଏମ ଚମ୍ପାଇ ସୋରେନଙ୍କ ଏକ ଝଲକକୁ ନିଜ କ୍ୟାମେରାରେ କଏଦ କରିବାକୁ ଚାହୁଁଛନ୍ତି। ଆଶା କରାଯାଉଥିଲା କି, କେନ୍ଦ୍ରୀୟ ଗୃହମନ୍ତ୍ରୀ…

‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’

ଜମ୍ମୁ/ଶ୍ରୀନଗର,୨୩ା୮:ଜମ୍ମୁ-କଶ୍ମୀରବାସୀଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରକ୍ତ ସମ୍ପର୍କ ରହିଛି। ରାହୁଲ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଏହି ବିଷୟ କହିବା ସହ ଉପତ୍ୟକାକୁ ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?