ଜାତୀୟ

ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିଷୟରେ ବଡ଼ ଖୁଲାସା କଲେ ସାଙ୍ଗ, କହିଲେ ସେ ମଦ ପିଇବା ପରେ…

କୋଲକାତା,୨୪।୮: କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସଂପର୍କରେ ସିବିଆଇ ଯାଞ୍ଚରେ ଏପର୍ଯ୍ୟନ୍ତ ଯାହା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସଞ୍ଜୟ ରୟଙ୍କ ସାଙ୍ଗମାନେ ତାଙ୍କ ବିଷୟରେ ଅନେକ…

ଆଜି ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଠାଣେ ଜିଲା ଅନ୍ତର୍ଗତ ବଦଲାପୁରରେ ଏକ ନର୍ସରି ସ୍କୁଲର ୨ ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଘଟଣାର ପ୍ରତିବାଦରେ ଶନିବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ଶିବସେନା(ୟୁବିଟି)…

ଟ୍ୟୁଶନରୁ ଫେରିବାବେଳେ ନାବାଳିକାଙ୍କୁ ଗଣବଳାତ୍କାର

ଗୁଆହାଟୀ,୨୪ା୮(ପି.ଟି.): ଆସାମର ନାଗାଁଓ ଜିଲାରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ୩ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ପରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଡାକ୍ତର ଛାତ୍ରୀଙ୍କ ମୃତଦେହ ଦେଖି ଲାଗୁଥିଲା…ଚକିତ କଲା ଭଳି ଖୁଲାସା କଲେ ଫରେନ୍‌ସିକ ବିଶେଷଜ୍ଞ

ନୂଆଦିଲ୍ଲୀ,୨୪।୮: ଆରଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ହେବାର ୧୩ ଦିନ ବିତିଗଲା। କିନ୍ତୁ ସେଠାରେ ଅନେକ ପ୍ରଶ୍ନ ଅଛି, ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଫରେନ୍‌ସିକ ବିଶେଷଜ୍ଞ ଡ. ଅରିନ୍ଦମ…

ଡାକ୍ତରଙ୍କ ବଳାତ୍କାର ମାମଲା: ସନ୍ଦୀପ ଘୋଷଙ୍କ ଉପରେ ମୁଖ୍ୟମନ୍ତ୍ରୀ ମମତାଙ୍କ ହାତ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

କୋଲକାତା,୨୪।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଅଭିଯୁକ୍ତ…

ଅଭିନେତ୍ରୀଙ୍କ ଉପରେ ଆକ୍ରମଣ: କାନ୍ଦି କାନ୍ଦି ବଖାଣିଲେ ଦୁଃଖ

କୋଲକାତା,୨୪।୮: କୋଲକାତାର ଆାର୍‌.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏବେ ସେଠାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କୋଲକାତାର ସାଉଥ ଆଭେନ୍ୟୁରେ…

ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୪ା୮: ବେସରକାରୀ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାରଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଯୋଗ୍ୟତା ନ ଥିବା ପାଇଲଟ ବିମାନ ଉଡ଼ାଉଥିବା ତଦନ୍ତରୁ ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

୨୫ କେଜି ସୁନା ପିନ୍ଧି ପୂଜା କରିବାକୁ ଆସିଥିଲେ ୩ ଭକ୍ତ: ଜାଣନ୍ତୁ ଏହାର ଦାମ…

ତିରୁପତି,୨୩ା୮: ଭାରତର ସବୁଠୁ ଧନୀ ମନ୍ଦିର ଭାବେ ପ୍ରସିଦ୍ଧ ଆନ୍ଧ୍ରପ୍ରଦେଶ ତିରୁପତିର ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଶୁକ୍ରବାର ୨୫ କେ.ଜି. ଓଜନର ସୁନା ଗହଣା ପିନ୍ଧି ୨ ପୁରୁଷ ଓ ଜଣେ ମହିଳା ଭକ୍ତ ଆସିଥିଲେ। ମହାରାଷ୍ଟ୍ରର ପୁଣେରୁ ଆସିଥିବା ଏହି…

‘ନୁରୀ’ ସହିତ ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୋନିଆ ଗାନ୍ଧୀ, ଫଟୋ ଶେୟାର କଲେ ରାହୁଲ

ନୂଆଦିଲ୍ଲୀ,୨୩।୮: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗତ ବର୍ଷ ବିଶ୍ୱ ପ୍ରାଣୀ ଦିବସରେ ମା’ ସୋନିଆ ଗାନ୍ଧୀଙ୍କୁ ନୋରି ନାମକ ଏକ କୁକୁରକୁ ଉପହାର ଦେଇଥିଲେ। ରାହୁଲ ଗାନ୍ଧୀ ଶୁକ୍ରବାର (୨୩ ଅଗଷ୍ଟ ୨୦୨୪) ଇନଷ୍ଟାଗ୍ରାମରେ ଏକ ପୋଷ୍ଟ…

କୋଲକାତା ବଳାତ୍କାର-ହତ୍ୟା ମାମଲା: ଅଭିଯୁକ୍ତ କହିଲା-‘ମୁଁ ନିର୍ଦ୍ଦୋଷ, ମୋର ପଲିଗ୍ରାଫ୍ ପରୀକ୍ଷା କର!’

କୋଲକାତା,୨୩।୮: କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ୟୁ-ଟର୍ନ ମାରିଛନ୍ତି। ସଞ୍ଜୟଙ୍କ ଓକିଲ କବିତା ସାର୍କ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କର ପଲିଗ୍ରାଫ୍ ପରୀକ୍ଷା…

ଅନିଲ ଅମ୍ବାନୀଙ୍କ ଉପରେ ଲାଗିଲା ୨୫ କୋଟି ଟଙ୍କା ଜୋରିମନା, ୫ ବର୍ଷ ବ୍ୟାନ୍‌

ନୂଆଦିଲ୍ଲୀ,୨୩।୮: ମାର୍କେଟ ରେଗୁଲେଟର ସେବି ବ୍ୟବସାୟୀ ଅନିଲ ଅମ୍ବାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେବି ତାଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ବଜାରରୁ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ସେବି ମଧ୍ୟ ଅନିଲ ଅମ୍ବାନୀଙ୍କ ଉପରେ କୋଟି କୋଟି…

ଭାରତର ଏହି ରେଳ ଲାଇନ୍‌ ବ୍ରିଟିଶ୍‌ କବଜାରେ, ସରକାର ଦେଉଛନ୍ତି ଟଙ୍କା

ନୂଆଦିଲ୍ଲୀ,୨୩।୮: ଭାରତ ସ୍ବାଧୀନତାର ୭୭ବର୍ଷ ପରେ ଏମିତି କିଛି ରେଳ ଲାଇନ୍‌ ଅଛି ଯାହା ଏବେ ବ୍ରିଟିଶ୍‌ କବଜାରେ। କହରିରଖୁଛୁ ବିଶ୍ୱରେ ସବୁଠାରୁ ବଡ଼ ରେଳ ଲାଇନ୍‌ ଭାରତରେ ଅଛି। ଆଉ ସବୁଠାରୁ ଅଧିକ ଲୋକ ଭାରତୀୟ ରେଳରେ ହିଁ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?